ସ୍କୁଲ ପ୍ରେମରେ ଟୁଙ୍ଗୁରୁ ଦଳ… କରିବେ ଖେଳ… ମାତ୍ର 4 ଘଣ୍ଟାରେ 1635k ଲୋକ ଦେଖି ସାରିଲେଣି….

ଆପଣମାନେ ଜାଣିଥିବେ ଆଜିତୁ ଦିନରେ ସମସ୍ତଙ୍କ ହତାରେ ଗୋଟିଏ ଗୋଟିଏ ସ୍ମାର୍ଟ ଫୋନ। ଯେଉଁଥି ପାଇଁ ଆଜିର ଯୁବପିଢି ମାନେ ସୋସିଆଲ ମିଡ଼ିଆ ସହିତ ଖୁବ୍ ଜଡ଼ିତ। ଲୋକେ ସୋସିଆଲ ମିଡିଆରେ ସମୟ ବିତାଇବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ତେବେ ଆପଣମାନେ ଜାଣିଥିବେ ସୋସିଆଲ ମିଡିଆର ସବୁ ଠାରୁ ଲୋକପ୍ରିୟ ଆପ୍ଲିକେସନ ହେଉଛି ୟୁଟ୍ୟୁବ। ୟୁଟ୍ୟୁବରେ ଆମେ ଆମ ମନ ମୁତାବକ ଭିଡିଓ ଦେଖିବା ସହ ଅପଲୋଡ଼ ମଧ୍ୟ କରି ପାରିବା। ତେବେ ଏଥି ସହିତ ୟୁଟ୍ୟୁବରୁ ଆଜିର ଯୁବ ପିଢି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପାରୁଛନ୍ତି।

ସବୁଠାରୁ ବଡ଼କଥା ହେଉଛି ଜ ଏହି ୟୁଟ୍ୟୁବରେ ମାଧ୍ୟମରେ ଲୋକେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରୁଛନ୍ତି। ସେଥି ପାଇଁ ତ ଅଧିକାଂଶ ଯୁବ ପିଢି ୟୁଟ୍ୟୁବକୁ ନିଜର ରୋଜଗାରର ପନ୍ଥା ଭାବେ ଚୟନ କରୁଛନ୍ତି।

ତେବେ ୟୁଟ୍ୟୁବରେ ଆମେ ସବୁ ପ୍ରକାର ଭିଡିଓ ଦେଖିବାକୁ ପାଇଥାଉ। ୟୁଟ୍ୟୁବର ମାନେ ବିଭିନ୍ନ ପ୍ରକାର ଭିଡିଓ ମାଧ୍ୟମରେ ଦର୍ଶକମାନଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇ ଥାନ୍ତି।ତେବେ ଆପଣମାନେ ୟୁଟ୍ୟୁବରେ ଅନେକ ସୁନ୍ଦର୍ ସୁନ୍ଦର୍ ସର୍ଟ ଷ୍ଟୋରୀ ଓ ମଜାଦାର ଭିଡିଓ ଗୁଡ଼ିକ ଦେଖିବାକୁ ପାଉଥିବେ। ଆଉ ସେହି ସବୁ ଭିଡିଓ ଗୁଡିକ ଦେଖିବାକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି।କାରଣ ଅଳ୍ପ ସମୟର ଏହି ଭିଡିଓ ଗୁଡିକର କାହାଣୀ ବେଶ ମନୋରଞ୍ଜନ ଭିତ୍ତିକ ହୋଇଥାଏ।

ଆଉ ଏହାକୁ ମିଲିୟନ ମିଲିୟନ ଦର୍ଶକ ଦେଖିବା ସହ ଲାଇକ ମଧ୍ୟ କରିଥାନ୍ତି।ତେବେ ବର୍ତ୍ତମାନ ସମୟରେ ସେହି ପରି ଏକ ମଜାଦାର ସର୍ଟ ଭିଡ଼ିଓ ସାମ୍ନାକୁ ଆସିଛି। ଯାହାକି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ଭିଡ଼ିଓଟି ଏତେ ମଜାଦାର ହୋଇଛି ଯେ ଆପଣ ଏହାକୁ ଥରେ ଦେଖିଲେ ହସି ହସି ବେଦମ୍ ହୋଇ ଯିବେ।

ତେବେ ଏହି ଭିଡିଓରେ କୁନି ପିଲା ମାନେ ସୁନ୍ଦର ଅଭିନୟ ଆପଣ ମାନେ ଦେଖିବାକୁ ପାଇବେ। ଏହି କୁନି କୁନି ପିଲା ମାନେ ଖୁବ୍ ମଜାଳିଆ ଢଙ୍ଗରେ କମେଡିକୁ ଦେଖାଇ ଛନ୍ତି।

ସେମାନଙ୍କ ଅଭିନୟ, ସେମାନଙ୍କ କଥା କହିବାର ଶୈଳୀ ଏବଂ ସେମାନଙ୍କ ଅଭିନୟର ଅନ୍ଦାଜ ଦେଖିଲେ ଆପଣ ଖୁସି ହେବା ସହିତ ନିଶ୍ଚିତ ଏହାକୁ ପ୍ରଶଂସା କରିବେ।ଏହି ଭିଡିଓ ର ଟାଇଟଲ ରହିଛି ଟୁଙ୍ଗୁରୁ ଦଳ କରିବେ ଖେଳ।

ସ୍କୁଲ୍ ପିଲା ମାନଙ୍କ ର ଏହି ଭଳି କମେଡି ର ଭିଡିଓ କୁ ଅନେକ ଦେଖି ଏହାର ମଜା ନେବା ସହିତ ସେମାନଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରୁଛନ୍ତି। ତେବେ ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ଷୋହଳ ଲକ୍ଷରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରିଲେଣି।ଆପଣଙ୍କୁ ବିଏହି ଭିଡିଓକୁ ଦେଖି ନିଅନ୍ତୁ ଏହା ଆପଣଙ୍କୁ ବହୁତ୍ ଭଲ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।