ସାବଧାନ ! କିଡ଼ନୀ ଖରାପ ହେବାର ଏହି ୯ଟି ବଡ କାରଣ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…..
ବର୍ତମାନ ସମୟରେ ଅନେକ ଲୋକ କିଡ଼ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି l ଶେଷରେ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି l କିଡ଼ନୀ ଆମ ଶରୀରର ସନ୍ତୁଳନ ରକ୍ଷା କରିଥାଏ l ଯେମିତି କି ଆମ ଦେହରେ ସମସ୍ତ ବର୍ଜ୍ୟ ବସ୍ତୁକୁ ବାହାର କରିଥାଏ l କିନ୍ତୁ ଆମର କିଛି ଛୋଟ ଛୋଟ କାରଣ ଯୋଗୁଁ ଆମ ଶରୀର ର ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗକୁ ନଷ୍ଟ କରିଦେଉ l ଆଜି ଚାଲନ୍ତୁ ଜାଣିବା କଣ କଲେ କିଡ଼ନୀ ନଷ୍ଟ ହୋଇ ଯାଏ l
1-କମ ପାଣି ପିଇବା l କମ ପାଣି ପିଇବା ଯୋଗୁଁ ଆମ ଶରୀର ରେ କିଡ଼ନୀ ଫେଲ ହେବାର ସବୁଠୁ ଅଧିକାର ଦାଇ ହୋଇ ଥାଏ l ତେଣୁ କେବେବି କମ ପାଣି ପିଅନ୍ତୁ ନାହିଁ ଏପରି କଲେ ଆମ ଶରୀରରେ ବର୍ଜ୍ୟ ବସ୍ତୁ ଅଧିକ ଅଛି l
2-ଅଧିକ ପେଂକ୍ଲିୟର ମେଡିସିନ ଖାଇଲେ ମଧ୍ୟ କିଡ଼ନୀ ଫେଲ ହୋଇ ଯାଏ l କାରଣ ଏହି ମେଡ଼ିସିନ ଖାଇଲେ ଆମ ଶରୀରେ ନର୍ଭ ଗୁଡ଼ିକ ଦୁର୍ବଳ ହୋଇ ଯାଏ, ଯାହାକୁ ଯୋଗୁଁ ରକ୍ତ ଭଲ ଭାବରେ ପ୍ରଭାବିତ ହୋଇ ନଥାଏ l ଏହା ଯୋଗୁଁ କିଡନୀରେ ପ୍ରଭାବ ପଡେ l
3-ଆବଶ୍ୟକ ନିଦ୍ରା ନକଲେ ମଧ୍ୟ କିଡ଼ନୀ ଫେଲ ହେବାର ସମ୍ଭାବନା ଥାଏ l ତେଣୁ ଅତି କମରେ 6 ଘଣ୍ଟା ନିଦ୍ରା ନିଅନ୍ତୁ l
4-ଅଧିକ ଲୁଣ ଖାଇଲେ ଆମ କିଡ଼ନୀ ଫେଲ ହେବାର ସମ୍ଭାବନା ଥାଏ l କାରଣ ଲୁଣରେ ଅଧିକ ସୋଡ଼ିଅମ ଥାଏ ଯେଉଁଥି ପାଈଁ ସୋଡ଼ିଅମ ଅlମ ଶରୀରରେ ବଢ଼ି ଯାଏ ଯାହା ଯୋଗୁଁ କିଡ଼ନୀ ଫେଲ ହୋଇ ଯାଏ l
5-ଅଧିକ ଆଲକହଲ ଜାତୀୟ ପାନୀୟ କଲେ ଆମର କିଡ଼ନୀ ଫେଲ ହୋଇଥାଏ l ତେଣୁ ଯେତେ ଅଧିକ ତାଠାରୁ ଦୁରେଇ ରହିବା ଆମର କିଡ଼ନୀ ପାଈଁ ଭଲ ହୋଇ ଥାଏ l
6-ନିଶା ଦ୍ରବ୍ୟ ଖାଇଲେ ଅର୍ଥାତ ମଦ ଆଦି ନିଶା ଦ୍ରବ୍ୟ ଖାଇଲେ ଆମର କିଡ଼ନୀ ରେ ଅଧିକ ଚାପ ପଡିଥାଏ କାରଣ ଏହାକୁ ଖାଇଲେ ଅଧିକ ପରିଶ୍ରା ଲାଗିଥାଏ l ଯାହା ଯୋଗୁଁ ଆମର କିଡ଼ନୀ ଅଧିକ ଫେଲ ହେବାର ସମ୍ଭାବନା ଥାଏ l
7-ପରିଶ୍ରା କୁ ଅଧିକ ସମୟ ପର୍ଯ୍ୟନ୍ତ ଅଟକି ରଖିଲେ ଆମ ର କିଡ଼ନୀ ଅଧିକ ସମ୍ଭାବନା ନଷ୍ଟ ହେବାର ଥାଏ l କାରଣ ପରିଶ୍ରା ଠିକରେ ନଗଲେ ପରିଶ୍ରା ବିପରୀତ ଦିଗରେ ପ୍ରଭାବିତ ହୋଇ ଥାଏ l ତେଣୁ ଠିକରେ ଅର୍ଥାତ ଠିକ ସମୟରେ ପରିଶ୍ରା ଯିବା ଆବଶ୍ୟକ l
8-ଧୂମ୍ର ପାନ କଲେ ମଧ୍ୟ ଆମର କିଡ଼ନୀ ଫେଲ ହୋଇ ଥାଏ l କାରଣ ଏହା ଦ୍ୱାରl ଆମ ଶରୀରରେ ରକ୍ତ ଚାପ ବଢିଯାଏ l ଯାହା ଯୋଗୁଁ କିଡ଼ନୀ ଫେଲ ହେବାର ଅଧିକ ସମ୍ଭାବନା ହୋଇ ଥl ଏ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।