TV ଶିରିଏଲ ରେ ବାଲ୍ୟ ଅଭିନେତ୍ରୀ କ୍ରୀଷ୍ଣା ଏବେ ହୋଇ ଗଲେଣି ବଡ଼ ଓ ଦେଖା ଯାଉଛନ୍ତି ଖୁବ୍ ସୁନ୍ଦର….

ଏବେ ପୁଣି ଥରେ ଟିଭି ସିରିଏଲ୍ ରେ ଶ୍ରୀ କୃଷ୍ଣ ର ରି ତେଲିକାଷ୍ଟ୍ ହେବା ଦ୍ବାରା ଏହା ଟପ୍ 1 ରେ ନିଜ ସ୍ଥାନ କରି ନେଇଛି । ଏହି ଭିତରେ ଟିଭି ଶିରିଏଲ ଜୟ ଶ୍ରୀ କୃଷ୍ଣ ମଧ୍ୟ ଆଉ ଥରେ ତେଲିକାଷ୍ଟ୍ ହେବା ଦ୍ବାରା ଏହା ମଧ୍ୟ ଟପ୍ 5 ରେ ରହି ଅଛି । ତେଣୁ ଏହି ଟିଭି ଶିରିଏଲ ସବୁ କଳାକାର ପୁଣି ଥରେ ଲାଇମ ଲାଇଟ୍ ରେ ନଜର ଆସିଛନ୍ତି । ତେବେ ଏଥିରେ ସବୁଠୁ ଚର୍ଚ୍ଚା ରେ ଏକ ନାମ ଆସିଚି ଦ୍ରିତୀ ଭାଟିଆ ଯିଏ ଜୟ କ୍ରୀଷ୍ଣା ରେ କ୍ରୀଷ୍ଣା ଅଭିନୟ କରି ଥିଲେ ।

ତେବେ କଲର୍ଶ ଟିଭି ରେ 2008 ରେ ପ୍ରସାରିତ ହୋଇ ଥିବା ଆଧ୍ୟାତ୍ମିକତା ସିରିଏଲ୍ ରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଅଭିନୟ କରି ସାରି ଥିବା ଚାଇଲ୍ଡ ଅକ୍ଟ୍ରିସ୍ ଦ୍ରୀତୀ ଭାଟିଆ ଏବେ ପ୍ରାୟ 14 ବର୍ଷ ର ହୋଇ ସାରିଛନ୍ତି ।

ତେବେ ଯେତେବେଳେ ସେ ଏହି ଶିରିଏଲ ରେ ଅଭିନୟ କରି ଥିଲେ ସେ ସେତେବେଳେ ଅଢେଇ ବର୍ଷ ର ଥିଲେ । ଆଉ ଏହି ସୋ ପାଇଁ ତାଙ୍କ ର ଫ୍ୟାନ ମାନେ ମଧ୍ୟ ବହୁତ୍ ଅଧିକ ହୋଇ ଯାଇ ଛନ୍ତି । ଏହା ସହିତ କିଛି ଲୋକ ତାଙ୍କୁ ସତ ରେ ଶ୍ରୀ କୃଷ୍ଣ ଭାବି ନେଇ ଥିଲେ । ଏହି କଥା ସେ ଏକ ଇନ୍ତର୍ଭିୟୁ ରେ କହି ଥିଲେ ଦ୍ରିତୀ ନିଜେ ।

ତେବେ ଆପଣ ଙ୍କୁ ଜଣାଇ ଦେଉଚୁ ଯେ ଶ୍ରୀ କୃଷ୍ଣ ଅଭିନୟ କରିବା ବେଳେ ସେ ଏତେ ସୁନ୍ଦର ଦେଖା ଯାଉ ଥିଲେ ଯେ ସମସ୍ତେ ତାଙ୍କୁ ଦେଖିବା ପାଇଁ ଲୋକ ମାନେ ଜୟ ଶ୍ରୀ କ୍ରୀଷ୍ଣା ସିରିଏଲ୍ ଦେଖୁ ଥିଲେ । ତେବେ ନିଜ ର ବହୁତ୍ ସୁନ୍ଦର ହସ ପାଇଁ ଧୃତି ସବୁ ଦର୍ଶକ ଙ୍କ ମନ କିଣି ନେଇ ଥିଲେ ।

ତେବେ ଏହି ସିରିଏଲ କୁ ରମନନ୍ଦ ସାଗର ଙ୍କ ପୁଅ ମୋତି ସାଗର ତିଆରି କରି ଥିଲେ । ତେବେ ସେତେବେଳେ ଏହି ସିରିଏଲ୍ ର ଚାହିଦା ଖୁବ୍ ଅଧିକ ଥିଲା । ଏହା ସହିତ ଯେତେବେଳେ ପୁଣି ଥରେ ଏହି ସିରିଏଲ୍ ଟିଭି ରେ ରିକାଷ୍ଟ୍ କରା ଗଲା ଦର୍ଶକ ମାନଙ୍କୁ ପୁଣି ଥରେ ତାଙ୍କ ଛୋଟ କାହ୍ନା ଙ୍କୁ ଦେଖିବା ପାଇଁ ମିଳି ଥିଲା ।

ତେବେ ନିଜ କ୍ୟାରିୟର ଙ୍କୁ ଶ୍ରୀ କୃଷ୍ଣ ସିରିଏଲ୍ ରୁ ଆରମ୍ଭ କରି ଦ୍ରିତି ଏବେ ବହୁତ୍ ବଡ଼ ହୋଇ ସାରିଛନ୍ତି । ଆଉ ଆଗ ଅପେକ୍ଷା ସେ ଖୁବ୍ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି । ତେବେ ଆଗରୁ ଯେମିତି ତାଙ୍କ ମୁହ ର ମାସୁମ୍ ଥିଲା ଏବେ ମଧ୍ୟ ସେମିତି ଅଛି ।

ତେବେ ଆପଣ ମଧ୍ୟ ତାଙ୍କ ଫଟୋ ଦେଖିଲେ ଏହା ଜାଣି ପାରିବେ। ଆଗ ଅପେକ୍ଷା ସେ ଆହୁରି ସୁନ୍ଦର୍ ଦେଖା ଯିବା ସହିତ ଏବେ ତାଙ୍କ ର କେଶ ମଧ୍ୟ ବହୁତ୍ ବଢ଼ି ଯାଇଛି ।ତେବେ ଜଣାଇ ଦେଉଚୁ ଯେ ଧୃତୀ ଦୋନ୍ତ ୱାରି ଚାଚୁ ଏହା ସହିତ ଇସ୍ ପ୍ୟାର କୁ କ୍ୟ ନାମ ଦୁ ସିରିଏଲ୍ ରେ ମଧ୍ୟ ନଜର ଆସିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।