viral ଭିଡିଓ ! ସୁଦଶା ବ୍ରତରେ କାହିଁକି କାନ୍ଦିଲେ ରୂପା / ସେ କଣ ପାଇଁ କାନ୍ଦୁଛନ୍ତି ପୁରା ଭିଡିଓ ଦେଖିଲେ ଆଶ୍ଟର୍ଯ୍ୟ ହେବେ …ଦେଖନ୍ତୁ ପୁରା ଘଟଣା

ଆପଣ ଯଦି ସୋସିଆଲ ମିଡିଆରେ ସମୟ ବିତାଉଥିବେ ଏବଂ ୟୁଟ୍ୟୁବ ଦେଖିବାକୁ ଭଲ ପାଉଥିବେ ତେବେ ରୂପା ଓ ପିଣ୍ଟୁଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ବର୍ତ୍ତମାନ୍ ସମୟରେ ରୂପା ପିଣ୍ଟୁ ଓଡ଼ିଶାରେ ଲୋକପ୍ରିୟ ଯୋଡି ଭାବରେ ଖୁବ୍ ଜଣାଶୁଣା । ଏମାନଙ୍କର ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି । ଯାହା ଓଡ଼ିଶାର ନଂ ୱାନ ୟୁଟ୍ୟୁବ ଚ୍ୟାନେଲ ଭାବରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ବେସ ଜଣାଶୁଣା ।

ରୂପା, ପିଣ୍ଟୁ, ଏବଂ ଖୁସିଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ । ଏମାନେ ନିଜର ଛୋଟ ଛୋଟ ଅନୁଭୂତିକୁ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି । ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି ।

ତେବେ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ପ୍ରତ୍ୟେକ ଭିଡିଓକୁ ଦର୍ଶକ ମାନେ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଥାନ୍ତି । ଏମାନଙ୍କ ପ୍ରତ୍ୟେକ ଭିଡିଓ ମିଲିୟନ ମିଲିୟନ ଦର୍ଶକ ଦେଖିଥାନ୍ତି । ଏଥି ସହିତ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି । ରୂପା ପିଣ୍ଟୁ ତାଙ୍କ ଦୈନନ୍ଦିନ ଜୀବନରେ କରୁଥିବା କାର୍ଯ୍ୟ ଗୁଡ଼ିକୁ ଏକ ନିଆରା ଢଙ୍ଗରେ ଦର୍ଶକ ମାନଙ୍କ ପାଖରେ ପହଁଚାଇଥାନ୍ତି । ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରନ୍ତି ।


ତେବେ ପୂର୍ବରୁ ଲୋକ ମାନେ ନିଜ କଳା ଓ ପ୍ରତିଭାକୁ ଲୋକ ଲୋଚନକୁ ଆଣି ପାରନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ସମସ୍ତେ ନିଜ ଭିତରେ ଥିବା କଳା ଓ ପ୍ରତିଭାକୁ ଲୋକ ଲୋଚନକୁ ଆଣି ପାରୁଛନ୍ତି। ସେମାନେ ସବୁବେଳେ ପାଇଁ ତାଙ୍କ କଳାକୁ ଲୋକ ମାନଙ୍କ ନିକଟରେ ପରିବେଷଣ କରି ଥାଆନ୍ତି, ଓ ଯାହା ଫଳରେ କି ସେମାନେ ଏଥି ପାଇଁ ସେମାନେ ରାତା ରାତି ଷ୍ଟାର ମଧ୍ୟ ହୋଇ ଯାଇ ଥାଆନ୍ତି। ଯାହା ଫଳରେ କି ସେମାନେ ସବୁବେଳ ପାଇଁ ଚର୍ଚ୍ଚାରେ ରହିବା ସହିତ ଅନେକ ପ୍ରଶଂସା ମଧ୍ୟ ସାଉଁଟି ଥାଆନ୍ତି। ସେହିପରି ଗୋଟିଏ ଯୋଡି ହେଉଛନ୍ତି ରୂପା-ପିଣ୍ଟୁ ।

ତେବେ ବର୍ତ୍ତମାନ ସେମାନଙ୍କ ର ଏକ ବ୍ଲଗ ଭିଡିଓ ସାମ୍ନା କୁ ଆସିଛି ଯେଉଁ ଥିରେ ଦେଖିବାକୁ ମିଳିଛି କି ରୂପା ସୁଦଶା ବ୍ରତ ଦିନ କାନ୍ଦୁଛନ୍ତି । ତେବେ ଏହାର କାରଣ କଣ ରହିଛି ଚାଲନ୍ତୁ ଜାଣିବା। ଭିଡିଓ ରେ ଦେଖିବାକୁ ମିଳିଛି ଯେସୁଦଶା ବ୍ରତ ଦିନ ସକାଳେ ଉଠି ପିଣ୍ଟୁ ଗାଧୋଇ ସାରିରୂପାଙ୍କୁ ସୁଦଶା ବ୍ରତ ପୂଜା ପାଇଁ ଠାକୁରଙ୍କ କାମରେ ସାହାଯ୍ୟ କରିବା ସହିତ ଘରେ ଅନ୍ୟ ମାନଙ୍କ ସହିତ ବହୁତ ମଜାମସ୍ତି କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।