ଦେଖନ୍ତୁ viral ଭିଡ଼ିଓ : ଶୁଭ ଦୀପାବଳି କେମିତି ପାଳିଲେ ରୂପା ” rupa ” …ମାତ୍ର 4 ଘଣ୍ଟାରେ 33k ରୁ ଅଧିକ ଲୋକ ଦେଖି ସାରିଲେଣି….

ରୂପା ଓ ପିଣ୍ଟୁ ଯିଏ କି ସୋସିଆଲ ମିଡ଼ିଆ ରେ ଅନେକ ଭିଡ଼ିଓ ଉପଲୋଡ କରି ଦର୍ଶକ ମାନଙ୍କ ହୃଦୟ ରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି | ରୂପା ପିଣ୍ଟୁ ଏପରି ଏକ ସୁନ୍ଦର ଯୋଡ଼ି ଯାହାଙ୍କର ପ୍ରତେକ ଟି ଭିଡ଼ିଓ ଓ ପ୍ରତେକ ଟି ବ୍ୟକ୍ତିଗତ ଜୀବନ ବିଷୟ ରେ ଜାଣିବା ପାଇଁ ଲୋକେ ଅଗ୍ରାହ ପ୍ରକାଶ କରି ଥାଆନ୍ତି | ପ୍ରଥମେ ପ୍ରଥମେ ପିଣ୍ଟୁ ଙ୍କୁ ଛୋଟ ଛୋଟ ଟିକଟକ ଭିଡ଼ିଓ କରୁ ଥିବାର ଦେଖିବାକୁ ମିଳିଥିଲା, କିନ୍ତୁ ପରେ ପରେ ସେ ସଫଳତା ର ସିଡ଼ି ଚଢି ପାରି ଥିଲେ |

ଏହା ସହିତ ଆପଣ ମାନେ ତ ସୋସିଆଲ ମିଡ଼ିଆ ରେ ରୂପା ଓ ପିଣ୍ଟୁ ଙ୍କର ଅନେକ ଆଲବମ ଭିଡ଼ିଓ ଦେଖୁ ଥିବେ ଯାହାକି ଦୁହେଁ ଙ୍କୁ ଆଜିର ଦୁନିଆଁ ରେ ଏକ ଚର୍ଚ୍ଚିତ ନାଁ କରାଇ ପାରିଛି |ରୂପା କେବଳ ଏକ ଭଲ ସ୍ତ୍ରୀ ନୁହଁନ୍ତି ବରଂ ସେ ଏକ ଭଲ ଝିଅ, ଭଲ ବୋହୂ ଓ ଭଲ ମା ମଧ୍ୟ, କାରଣ ଲୋକ ମାନଙ୍କ ମନରେ ଏକ ଜାଗା ସୃଷ୍ଟି କରି ଥିଲେ ବି ଗର୍ବରେ ସେ କେବେ ତାଙ୍କ ଓଡ଼ିଆ ପରମ୍ପରା କୁ ଛାଡ଼ି ନାହାଁନ୍ତି କି ଏକ ବୋହୂ ର କର୍ତ୍ତବ୍ୟ କରିବାକୁ ଭୁଲି ନାହାଁନ୍ତି | ରୂପା ପିଣ୍ଟୁ ଉଭୟ ଏକ ସାଧାରଣ ଭାବେ ଜୀବନ ଯାପନ କରି ଥାଆନ୍ତି, ଜୀବନ ରେ ଯେତେ ସଫଳତା ପାଇଲେ ମଧ୍ୟ ଉଭୟଙ୍କ ମନରେ ଗର୍ବ ବୋଲି ଟିକିଏ ନଥାଏ |

ତେବେ ଗତ କାଲି ଦୀପାବଳି ଯାଇଛି ଆଉ ଏହି ଦୀପାବଳି ରେ ସମସ୍ତେ ନିଜ ଘରକୁ ସଜାଇ ନିଜ ପରିବାର ଓ ବନ୍ଧୁ ବାନ୍ଧବ ସହ ଙ୍କ ମିଶି ବାଣ ଫୁଟାଇ ଖୁବ ଖୁସି ଅନୁଭବ କରି ଥାଆନ୍ତି | ତେବେ ବର୍ତ୍ତମାନ ସମୟରେ ରୂପା ଓ ପିଣ୍ଟୁ ଏହି ଦୀପାବଳି କୁ ନେଇ ଏକ ଭିଡ଼ିଓ ଉପଲୋଡ କରିଛନ୍ତି ଯାହାକି ବେସ ମଜାଦାର ହୋଇଛି | ପ୍ରଥମେ ପିଣ୍ଟୁ ଓ ତାଙ୍କ ପରିବାର ଲୋକ ମିଶି ପୁରା ଘର କୁ ଲିଚୁ ଲାଇଟ ରେ ସଜାଇ ଥିଲେ ଯାହାକି ଖୁବ ସୁନ୍ଦର ହୋଇ ଥିଲା | ତେବେ ରୂପା ଓ ରୁନା ମିଶିକି ଘରେ ଏବଂ ଘର ବାହାରେ ଖୁବ ସୁନ୍ଦର ଭାବରେ ମୁରୁଜ ମଧ୍ୟ ପକାଇ ଥିଲେ | ପୁଣି ଏହା ପରେ ରୂପା ଓ ତାଙ୍କର ଶାଶୁ ମିଶି ଦୀପ ଲଗାଇ ଦୀପ ଘର ବାହାରେ ସଜାଇ ରଖି ଥିଲେ |

ତେବେ ରୁନା କେତେ ସୁନ୍ଦର ସୁନ୍ଦର ଭାବେ ଆର୍ଟ କରି ଦେଖାଇ ଥାଆନ୍ତି ଆଉ ଏବେ ତାଙ୍କର ମୁରୁଜ ମଧ୍ୟ ଏତେ ସୁନ୍ଦର ହୋଇଛି କି ଯାହାକୁ ଦେଖିଲେ ଆପଣ ମଧ୍ୟ ପ୍ରଶଂସା ନ କରି ରହି ପାରିବେ ନାହିଁ | ତେବେ ଏହାପରେ ରୂପା ଓ ପିଣ୍ଟୁ ଖୁବ ଖୁସି ର ସହିତ ପରିବାର ଓ ଗାଁ ଲୋକ ଙ୍କ ସହ ମିଶି ବାଣ ଫୁଟାଇ ଥିଲେ | ପିଣ୍ଟୁ ମଧ୍ୟ ବାଣ ଫୁଟାଇଲା ବେଳେ ଏତେ ଛୋଟ ଛୁଆ ଙ୍କ ଭଳି ମଜା କରୁ ଥିଲେ ଯାହାକୁ ଦେଖିଲେ ଆପଣ ମଧ୍ୟ ବେସ ଖୁସି ଅନୁଭବ କରିବେ |

ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ପିଣ୍ଟୁ ଏବେ ନିଜ ଆକାଉଣ୍ଟ ସେୟାର କରିଛନ୍ତି ଯାହାକୁ ଦେଖି ତାଙ୍କର ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି ଏବଂ ଖୁବ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।