ପୁଣି ଥରେ ନୂଆ ଆଲବମ୍ ଗୀତ ନେଇ ମାର୍କେଟ୍ ରେ ଚହଳ ସୃଷ୍ଟି କରିବେ ରୂପା ପିଣ୍ଟୁ

ଆପଣ ମାନେ ସମସ୍ତେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ।ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଭାଇରାଲ ହେବାକୁ ଲାଗିଥାଏ ଯାହା ଆପଣ ଙ୍କର ମନକୁ ଛୁଇଁଲା ଭଳି ହୋଇଥାଏ ଆଉ ତାହା ସହିତ ବାରମ୍ବାର ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଆପଣ ମାନଙ୍କର ଇଚ୍ଛା ବଢିବାକୁ ଲାଗିଥାଏ ।

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ବିଷୟରେ ଆମେ ମାନେ ଆଲୋଚନା କରିବା ପାଇଁ ଯାଉଛୁ ତାହା ହେଉଛି ରୁପା ଆଉ ପିଣ୍ଟୁ ଙ୍କର ଏକ ଜବରଦସ୍ତ ମନଛୁଆ ଡାନ୍ସ ପ୍ରାକ୍ଟିସ ର ଭିଡ଼ିଓ ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।

ବେ ଆପଣ ମାନେ ସମସ୍ତେ ଓଡିଶା ର ନମ୍ବର 1 ଭ୍ଲୋଗର ରୁପା ଆଉ ପିଣ୍ଟୁ ଙ୍କୁ ଟ ବେଶ ଭଲ ଭାବରେ ଜାଣିଥିବେ । ଯେଉଁ ମାନେ କି ନିଜର ଜବରଦସ୍ତ ଭିଡ଼ିଓ ମାଧ୍ୟମରେ ସବୁବେଳେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଓ ତାହା ସହିତ ସେମାନଙ୍କର ଡେଲି ଲାଇଫ ରେ କଣ ଘଟି ଯାଉଛି ସେ ବିଷୟରେ ଲୋକ ମାନଙ୍କ ସାମ୍ନା କୁ ଆଣି ଦର୍ଶକ ମାନଙ୍କର ପ୍ରିୟ ହୋଇ ପାରୁଛନ୍ତି ବୋଲି କୁହାଯାଉଛି ।

 ଆଉ ବର୍ତ୍ତମାନ ରୁପା ପିଣ୍ଟୁ ଙ୍କ ଏକ ନୂଆ ଗୀତ ଆସିବାକୁ ଯାଉଛି, ଆଉ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ରୁପା ଆଉ ପିଣ୍ଟୁ ଙ୍କର ଜବରଦସ୍ତ ଡାନ୍ସ ପ୍ରାକ୍ଟିସ ର କମାଲ ଦେଖିବାକୁ ମିଳିଛି ।ତେବେ ସକାଳୁ ଉଠି ରୁପା ଏବଂ ତାଙ୍କ ଶାଶୁ ଦୁହେଁ ମିଶି ପୁଜା ସାରି ସୁଟିଂ କୁ ବାହାରିବା ପାଇଁ ପ୍ରସ୍ତୁତି ହୋଇଥିଲେ। ଡାନ୍ସ ପ୍ରାକ୍ଟିସ ସହିତ ସୁଟିଂ ମଧ୍ୟ ଥିବାରୁ ରୁପା ତାଙ୍କର ଡ୍ରେସ ପତ୍ର ସବୁକିଛି ପେକିଙ୍ଗ ରେ ଲାଗି ପଡିଥିବାର ଦେଖିବାକୁ ମିଳିଥିଲା ।

ଆଉ ତାହା ସହିତ ଦେଖିବାକୁ ମିଳିଥିଲା କି ଖୁସି ମା ତାଙ୍କ ଜେଜେମା ଓ ଜେଜେବାପା ଙ୍କ ସହ ବାଇକ୍ ରେ ବସି କୁଆଡ଼େ ଯାଇଥିଲେ। ଆଉ ତାପରେ ଖୁସି ମାଙ୍କ କିଛି ସୁନ୍ଦର ମୁହୂର୍ତ୍ତ ସବୁକୁ ଦେଖିବାକୁ ମିଳିଥିଲା ।

 

ତାହା ପରେ ସମସ୍ତ ଙ୍କର ଆଶୀର୍ବାର ମଧ୍ୟ ନେବାକୁ ଲାଗିଥିଲେ ରୁପା ଆଉ ପିଣ୍ଟୁ ତାହା ପରେ ଘରୁ ବାହାରି ଯାଇଥିଲେ ଭୁବନେଶ୍ୱର କୁ । ତେବେ ସେଠାରେ ସେମାନେ ପ୍ରଥମେ ଡାନ୍ସ ପ୍ରାକ୍ଟିସ କରିବା କରେ ଯାଇ ଗୀତ ଓ ମ୍ୟୁଜିକ ଭିଡ଼ିଓ ର ସୁଟିଂ ପାଇଁ ବାହାରିବେ ବୋଲି କୁହାଯାଉଛି । ଆଉ ଏହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଯାହା ଚର୍ଚ୍ଚା ହେବାରେ ଲାଗିଛି ।