ଦେଖନ୍ତୁ Socking ଭିଡ଼ିଓ – ପୂଜା ସରୁ ସରୁ ଏମିତି ହେଲା ପିଣ୍ଟୁଙ୍କର ଅବସ୍ଥା /ମାତ୍ର 4 ଘଣ୍ଟାରେ 36 Miliion ରୁ ଅଧିକ ଲୋକ ଦେଖି ସାରିଲେଣି

ଆଜିର ଦିନରେ ସମସ୍ତେ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି। ଆଉ ପ୍ରତିଦିନ ଲୋକେ କିଛି ନା କିଛି ଭିଡିଓ ସେୟାର କରି ଚାଲିଛନ୍ତି। ଆଉ ଏହି ସବୁ ଭିଡ଼ିଓ ମଧ୍ୟରୁ ଲୋକ ମାନଙ୍କୁ କିଛି ଭିଡିଓ ବେସ ପସନ୍ଦ ଆସିଥାଏ।ଆଉ ଏଥିରୁ କିଛି ଭିଡିଓ ମଧ୍ୟ ବେଶ୍ ଭାଇରାଲ ହୋଇଥାଏ। ତେବେ ସୋସିଆଲ ମିଡିଆକୁ ମାଧ୍ୟମ କରି ଲୋକେ ଖୁବ୍ ଅଳ୍ପ ସମୟ ମଧ୍ୟରେ ଲୋକପ୍ରିୟ ମଧ୍ୟ ହୋଇ ପାରୁଛନ୍ତି। ଆଉ ରୋଜଗାର ମଧ୍ୟ କରି ପାରୁଛନ୍ତି।

ତେବେ ଓଡ଼ିଶାର ନଂ ୱାନ ବ୍ଲଗର ରୂପା ପିଣ୍ଟୁଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସୋସିଆଲ ମିଡିଆରେ ଏ ଦୁହେଁ ଖୁବ୍ ପରିଚିତ ଚେହେରା ପାଲଟି ଯାଇଛନ୍ତି। ପ୍ରଥମେ ଟିକଟକ୍ ର ଛୋଟ ଛୋଟ ଭିଡିଓ ମାଧ୍ୟମରେ ଲୋକ ମାନଙ୍କ ଭଲ ପାଇବା ଜିତି ପରେ ଏମାନେ ୟୁଟ୍ୟୁବରେ ବ୍ଲଗ୍ କରୁଛନ୍ତି।

ଏମାନଙ୍କର ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି। ଆଉ ଏହି ଚ୍ୟାନେଲରେ ଦୁହେଁ ନିଜର ଦୈନନ୍ଦିନ ଜୀବନର କାର୍ଯ୍ୟ ସବୁ ରେକର୍ଡ କରି ପୋଷ୍ଟ କରିନ୍ତି। ଯାହାକି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସୁଛି। ତେବେ ଦିନକୁ ଦିନ ଦୁହିଁଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି ଆଉ ଏହି ଯୋଡ଼ି ୟୁଟ୍ୟୁବ୍ ମାଧ୍ୟମରେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି।

ପ୍ରତିଦିନ ରୂପା ଓ ପିଣ୍ଟୁ ନୂଆ ନୂଆ ଭିଡିଓକୁ ଭିନ୍ନ ଏକ ଶୈଳୀ ରେ ଦର୍ଶକ ସାମ୍ନା ରେ ରଖିଥାନ୍ତି ଯାହାକୁ ଦର୍ଶକ ମାନେ ଦେଖିବା ପାଇଁ ଆଗ୍ରହର ସହିତ ଅନେଇ ରହିଥାନ୍ତି। ଏମାନଙ୍କ ପ୍ରତି ଭିଡିଓ କୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରିଥାନ୍ତି।

ପ୍ରତି ଭିଡିଓ ରେ ମିଲିୟନ ମିଲିୟନ ଭିଉୟୁ ଏବଂ ଲକ୍ଷ ଲକ୍ଷ ଲାଇକ ମିଳିଥାଏ।ତେବେ ବର୍ତ୍ତମାନ ସମୟରେ ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଖୁବ୍ ମଜା ମସ୍ତି ରହିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ।


ତେବେ ଆପଣ ମାନେ ଜାଣିଥିବେ କି ପିଣ୍ଟୁଙ୍କ ଘରେ ଏବେ ପୂଜା ଚାଲିଛି। ଆଉ ସମସ୍ତେ ମିଶି ପୂଜା କାର୍ଯ୍ୟରେ ଲାଗି ପଡ଼ିଛନ୍ତି ଏବଂ ଖୁବ୍ ମଜା ମସ୍ତି କରୁଛନ୍ତି ଏବଂ ଭୋଜିଭାତ ଖାଇ ବହୁତ ମଜା କରୁଛନ୍ତି କିନ୍ତୁ ଏହାରି ଭିତରେ ବର୍ତ୍ତମାନ ଏକ ଅଘଟଣ ଘଟିଯାଇଛି ଯେ ଏତେ ସବୁ କାମ ଭିତରେ ମାମୁନିଙ୍କର ଟିକିଏ ବ୍ଲଡ ପ୍ରେସର

ବଢିଯାଇଛି ତେଣୁ ପିଣ୍ଟୁ ଙ୍କ ଭଉଣୀ ଆଣିଥିବା ପ୍ରେସର ମେସିନ୍ ରେ ତାଙ୍କର ପ୍ରେସର ମାପିଛନ୍ତି ଏହା ପରେ ପିଣ୍ଟୁ ମଧ୍ୟ ତାଙ୍କର ରକ୍ତଚାପ ମାପିଥିଲେ କିନ୍ତୁ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ।ଏହା ସହିତ ଭିଡିଓରେ ଆହୁରି ଅନେକ କିଛି ମଜା ମସ୍ତି ଦେଖିବା ପାଇଁ ମିଳିଛି ଯାହା ଆପଣ ଭିଡିଓ ଦେଖିଲେ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।