ଓଡିଶାର No-1 ୟୁଟୁବର ରୂପାଙ୍କ ନୂଆ ସେଲୁନ୍ ଦେଖନ୍ତୁ ସେ କେମିତି ଜେଜେ ଙ୍କ ଦାଢି କାଟୁଛନ୍ତି ……ମାତ୍ର 4 ଘଣ୍ଟାରେ 33k ରୁ ଅଧିକ ଲୋକ ଦେଖି ସାରିଲେଣି….
ଆପଣ ମାନେ ଜାଣିଥିବେ ଯେ ଆଜିର ଦିନରେ ସୋସିଆଲ ମିଡିଆରୁ ଅନେକ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ସୋସିଆଲ ମିଡିଆରୁ ପରିଚୟ ପାଇଥିବା ସେମିତି ଏକ ଯୋଡ଼ି ହେଉଛନ୍ତି ରୂପା ଓ ପିଣ୍ଟୁ। ଯେଉଁ ମାନେ କି ଓଡିଶାର ନମ୍ବର ୱାନ ବ୍ଲଗର ଭାବରେ ବେଶ୍ ଲୋକପ୍ରିୟ। ତେବେ ରୂପା ଓ ପିଣ୍ଟୁ ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣି ଥିବେ। ପ୍ରତିଦିନ ନୂଆ ନୂଆ ବ୍ଲଗ ଦର୍ଶକ ମାନଙ୍କ ସହିତ ସେୟାର କରି ଦର୍ଶକ ଭଲ ପାଇବା ଜିତି ପାରିଛନ୍ତି ରୂପା ପିଣ୍ଟୁ।
ଏମାନଙ୍କ ପ୍ରତି ଭିଡିଓକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରିଥାନ୍ତି।ରୂପା ପିଣ୍ଟୁ ଏବେ କେବଳ ବ୍ଲଗ୍ ନୁହେଁ ଏକାଧିକ ଓଡ଼ିଆ ଆଲବମ ମଧ୍ୟ ନଜର ଆସି ଦର୍ଶକ ମାନଙ୍କ ଦୃଦୟ ଜିତି ପାରିଛନ୍ତି।
ତେବେ ଆପଣ ମାନେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲ ର ଅନେକ ବ୍ଲଗ୍ ଦେଖିବାକୁ ପାଇଥିବେ। ଆଉ ଏହି ସବୁ ଭିଡ଼ିଓ ଗୁଡିକ ଆପଣଙ୍କୁ ନିଶ୍ଚିତ ଭାବେ ପସନ୍ଦ ମଧ୍ୟ ଆସୁଥିବା।ପ୍ରତିଦିନ ରୂପା ଓ ପିଣ୍ଟୁ ସେମାନଙ୍କ ଦୈନନ୍ଦିନ ଜୀବନରେ କରୁଥିବା କିଛି କାର୍ଯ୍ୟ ସ୍ମୃତି ଓ ଅନୁଭୂତି ଇତ୍ୟାଦିକୁ ବ୍ଲଗ୍ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି। ଯାହାକି ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଥାଏ।ଆଜି ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ଏବଂ ମଜାଦାର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ରହିଛି ବହୁତ୍ ସାରା ମଜା ମସ୍ତି ।ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ଭିଡ଼ିଓଟିକୁ ଦର୍ଶକ ମାନେ ମଧ୍ୟ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି।
ତେବେ ଆପଣ ମାନେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲ ର ଅନେକ ବ୍ଲଗ୍ ଦେଖିବାକୁ ପାଇଥିବେ। ଆଉ ଏହି ସବୁ ଭିଡ଼ିଓ ଗୁଡିକ ଆପଣଙ୍କୁ ନିଶ୍ଚିତ ଭାବେ ପସନ୍ଦ ମଧ୍ୟ ଆସୁଥିବା।ପ୍ରତିଦିନ ରୂପା ଓ ପିଣ୍ଟୁ ସେମାନଙ୍କ ଦୈନନ୍ଦିନ ଜୀବନରେ କରୁଥିବା କିଛି କାର୍ଯ୍ୟ ସ୍ମୃତି ଓ ଅନୁଭୂତି ଇତ୍ୟାଦିକୁ ବ୍ଲଗ୍ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି। ଯାହାକି ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଥାଏ।
ଆଜି ମଧ୍ୟ ରୂପା ପିଣ୍ଟୁଙ୍କ ଏକ ସୁନ୍ଦର ଏବଂ ମଜାଦାର ବ୍ଲଗ୍ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ରହିଛି ବହୁତ୍ ସାରା ମଜା ମସ୍ତି ।ଯାହା ଦେଖିଲେ ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ଭିଡ଼ିଓଟିକୁ ଦର୍ଶକ ମାନେ ମଧ୍ୟ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି।
ଭିଡିଓରେ ଦେଖିବା ପାଇଁ ମିଳିଛି ପିଣ୍ଟୁଙ୍କ ଘରକୁ ଏକ ନୂଆ ସଦସ୍ୟ ଆସିବା ପାଇଁ ଯାଉଛି। ଯାହାକୁ ନେଇ ସମସ୍ତେ ବେଶ୍ ଖୁସି ରହିଛନ୍ତି। ତେବେ ପିଣ୍ଟୁ ଘରକୁ ଏକ କୁକୁର ଆଣିବା ପାଇଁ ଚାହିଁଛନ୍ତି ଯାହାକୁ ନେଇ ସମସ୍ତେ ବେଶ୍ ଖୁସି ଅଛନ୍ତି। ଏହାପରେ ରୂପା ପିଣ୍ଟୁ ଖୁସି ସମସ୍ତେ ମିଶି କୁକୁର କିଣିବା ପାଇଁ ଯାଉଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।