ଆମକୁ ଛାଡି ଚାଲିଗଲା ଲୁସି / Rupa ଙ୍କ ଆଖିରେ ଲୁହ …ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ….

ଲୋକପ୍ରିୟ ଯୋଡ଼ି ରୂପା ଏବଂ ପିଣ୍ଟୁଙ୍କ ଏକ ସୁନ୍ଦର୍ ବ୍ଲଗ୍ ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। ଆପଣ ତ ଜାଣିଛନ୍ତି ଓଡ଼ିଶାର ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ର ଏକ ସୁପରହିଟ ଯୋଡି ଭାବରେ ରୂପା ଏବଂ ପିଣ୍ଟୁ ଦୁଇ ଜଣ ଏକ ଲୋକପ୍ରିୟ ଚେହେରା ପାଲଟି ଛନ୍ତି।ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ ସବୁ କରୁଛନ୍ତି।

ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି। ଯାହା ଆପଣ ସୋସିଆଲ ମିଡ଼ିଆରେ ସେମାନଙ୍କ ପ୍ରଶଂସକ ମାନଙ୍କର ଭଲପାଇବା ଏବଂ ପ୍ରତିକ୍ରିୟାରୁ ଜାଣି ପାରୁଥିବେ।ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ।

ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି।ରୂପା ଏବଂ ପିଣ୍ଟୁ ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ଏବେ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ବହୁତ୍ ଅଧିକ।

ତେବେ ସେମାନେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ଓଡ଼ିଶାରେ। ବହୁତ୍ ସୁନ୍ଦର୍ ସୁନ୍ଦର୍ ଭିଡିଓ ସବୁ ସେମାନେ ଲୋକଙ୍କୁ ମନୋରଂଜନ ପାଇଁ ଭେଟି ଦେଉଛନ୍ତି। ଆପଣ ଏ ଦୁହିଁଙ୍କର ଅନେକ ଭିଡିଓ ଦେଖି ସାରିଥିବେ।ତାଙ୍କର ପ୍ରତିଟି ଭିଡିଓ ଲୋକ ମାନଙ୍କୁ ବହୁତ୍ ପସନ୍ଦ ଆସିଥାଏ।

ତେବେ ଅନ୍ୟ ମାନଙ୍କ ଭଳି ସେମାନଙ୍କ ଅଭିନୟର ଡାନ୍ସ ର ଚାହିଦା ବେଶ୍ ଅଧିକ ରହିଛି।ଆଉ ଏସବୁରେ ସବୁଠାରୁ ଆଗରେ ରହିଛନ୍ତି ରୂପା ଏବଂ ପିଣ୍ଟୁ।ଅନେକ ଲୋକପ୍ରିୟ ଭିଡିଓ ଗୀତ ଏବଂ ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଭିଡିଓ ସବୁ ସେମାନେ କରିଥାନ୍ତି।

ସେମାନେ ନିଜର ଟାଲେଣ୍ଟ କୁ ଉପଯୋଗ କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି। ବ୍ଲଗ୍ ଭିଡିଓ ମାଧ୍ଯମରେ ମଧ୍ୟ ସେମାନେ ତାଙ୍କର ପ୍ରସଂଶକଙ୍କ ନିକଟତର ହୁଅନ୍ତି।ତାଙ୍କର ଅନେକ ବ୍ଲଗ୍ ଭିଡିଓ ଗୁଡ଼ିକୁ ଆପଣ ତାଙ୍କର ୟୁ ଟ୍ୟୁବ୍ ଚ୍ୟାନେଲ ରେ ଦେଖିଥିବେ। ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି।

ତେବେ ବର୍ତ୍ତମାନ ସମୟ ରେ ତାଙ୍କର ଯେଉଁ ବ୍ଲଗ ଭିଡିଓଟି ଆସିଛି ସେଥିରେ ଦେଖିବାକୁ ମିଳିଛି ସେଥିରେ ଦେଖିବାକୁ ମିଳିଛି ରୂପା ଓ ପିଣ୍ଟୁ ଯେଉଁ ଛୋଟ କୁକୁର ଛୁଆ ଲୃସିକୁ ଘରକୁ ନେଇ ଆସିଥିଲେ ତାକୁ ପୁଣି ଛାଡି ଦେବାକୁ ଯାଉଛନ୍ତି କାରଣ ଯେ ହେତୁ ଗାଁରେ ଲୋକମାନେ ଘରକୁ ଘରେ ପଶିବାକୁ ଦେଇ ନ ଥାନ୍ତି ତେଣୁ ପିଣ୍ଡୁଙ୍କ ବାପା ମା’ ଟିକେ ରାଗୁଛନ୍ତି ସେଥି ପାଇଁ ତାକୁ ପୁଣି ନେଇ ଯାଇଛନ୍ତି ଯେଉଁଠୁ ଆଣିଥିଲେ ସେଠାରେ ଛାଡିବାକୁ । ଆଉ ସେ ବଡ ହୋଇଗଲେ ତାକୁ ପୁଣି ଘରକୁ ନେଇ ଆସିବେ ।

କିନ୍ତୁ ରୂପା ଲୁସି ପାଇଁ ବହୁତ କାନ୍ଦୁଛନ୍ତି । ଆଉ ପିଣ୍ଟୁ ତାଙ୍କୁ ବୁଝାଉଛନ୍ତି । ଏହାପରେ ସେମାନେ ଲୁସିକୁ ନେଇଯାଇଛନ୍ତି । ତେବେ ତାଙ୍କର ଏହି ବ୍ଲଗ ଭିଡ଼ିଓଟିକୁ ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଦେଖି ବହୁତ ପସନ୍ଦ କରୁଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।