Ajira Anuchinta – ରୋଷେଇ ଘରୁ ଭୁଲରେ ମଧ୍ୟ ଏହି ୫ଟି ଜିନିଷ ସରିବାକୁ ଦିଅନ୍ତୁ ନାହିଁ, କାଙ୍ଗାଳ ହୋଇଯିବେ

ବନ୍ଧୁ ଗଣ ଆପଣ କେତୋଟି ଜିନିଷ ଜାଣି ରଖନ୍ତୁ, ଯାହାକି ସରିଗଲେ ଆପଣ ଗରିବ ଆଉ କାଙ୍ଗାଳ ହେଇଯାଇ ପାରନ୍ତି l ଆପଣ ଜାଣି ପାରିବେନି ଆପଣଙ୍କ ଭଣ୍ଡାର ଶୂନ୍ୟ ହେଇଯିବ l ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ |ବେପାର ବାଣିଜ୍ୟ ରେ କ୍ଷତି ହେବ ଏବଂ ମାତା ଅର୍ଣ୍ଣପୂର୍ଣ୍ଣା ବାସ କରିବେ ନାହିଁ l ଏବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ କଣ ?

1.ଅଗ୍ନି,ଆମେ ସମସ୍ତେ ଜାଣିଛନ୍ତି ଅଗ୍ନି ରେ ଅଗ୍ନି ଦେବତା ବାସ କରନ୍ତି |ପ୍ରାଚୀନ କାଳରେ ସମସ୍ତେ ଚୁଲିରେ ରୋଷେଇ କରୁଥିଲେ l ବର୍ତ୍ତମାନ ହିଟର, ଗ୍ୟାସ ରେ ରୋଷଇ କରୁଛନ୍ତି |ଯାହାକି ଅଶୁଭ ହେଇଥାଏ l ଏ ଭଳି ସ୍ଥାନରେ ଅଗ୍ନି ଦେବ ବାସ କରନ୍ତି ନାହିଁ l ବନ୍ଧୁଗଣ ସର୍ବଦା ରୋଷଇ ଘରୁ ଅଗ୍ନି ସମାପ୍ତ କରନ୍ତୁ ନାହିଁ l ଅଗ୍ନି ଦେବ ରୁଷ୍ଟ ହେଇଯାନ୍ତି l ଆଉ ଆପଣ ଭିକାରି ହେଇଯାଇ ପାରନ୍ତି l

2. ହଳଦୀ.ହଳଦୀ ହେଉଛି ଗୋଟିଏ ଆମ ପାଇଁ ଅତି ଆବଶ୍ୟକ ଜିନିଷ ଟିଏ l ହଳଦୀ ଖାଦ୍ୟ ର ରଙ୍ଗ ବଦଳାଇ ଦେଇଥାଏ l ଅନେକ ପୂଜାରେ ମଧ୍ୟ ହଳଦୀ ଲାଗିଥାଏ l ଯେଉଁ ଘରେ ଭଗବାନ ବିଷ୍ଣୁ ରହନ୍ତି, ସେଠାରେ ମାତା ଲଷ୍ମୀ ମଧ୍ୟ ରହିଥାନ୍ତି l ଯଦି ଆପଣଙ୍କ ଘରେ ହଳଦୀ ସରିଯାଇଛି, ତାହେଲେ ଆପଣଙ୍କ ଘରକୁ ସଙ୍କଟ ମାଡି ଆସି ପରେ l ହଳଦୀ ସରିଯିବା କାରଣରୁ ମାତା ଲଷ୍ମୀ ବାସକରନ୍ତି ନାହିଁ l ଫଳରେ ଆପଣ ଭିକାରି ପାଲଟି ଯାଇପାରନ୍ତି l

3.ମୁଖ୍ୟ ଖାଇବା ଜିନିଷ.ଆପଣଙ୍କ ଘରେ ମୁଖ୍ୟ ଖାଇବା ଜିନିଷ ଶେଷ ନହେବା ଉଚିତ l ଯେପରି କି ଚାଉଳ, ଅଟା ଇତ୍ୟାଦି l ଯେଉଁ ଘରେ ସର୍ବଦା ଚାଉଳ, ଅଟା ଭରି ରହିଥାଏ, ସେହି ଘରେ ଅର୍ନପୂର୍ଣ୍ଣା ବାସକରନ୍ତି l ଘର ର ଲୋକଙ୍କୁ ଲକ୍ଷ୍ୟ ପତି ବନାଇଦିଅନ୍ତି l

4. ଲୁଣ.ଲୁଣ ହେଉଛି ଆମ ଖାଦ୍ୟ ର ଏକ ପ୍ରଧାନ ଅଂଶ |ଲୁଣ ଖାଦ୍ୟର ସ୍ୱାଦ ବଢାଏ l ବିନା ଲୁଣରେ ଖାଦ୍ୟ ସ୍ୱାଦହୀନ ଲାଗେ l ଯଦି ଆପଣଙ୍କ ଘରେ ଲୁଣ l ସରିଯାଇଥାଏ ତାହେଲେ, ପରିବାର ମଧ୍ୟରେ ମତଭେଦ ସୃଷ୍ଟି ହୋଇଥାଏ ଯାହା ଦ୍ଵାରା ପରିବାରରେ ଆସନ୍ତି ଦେଖାଦିଏ l ଯଦି କିଏ ଆପଣଙ୍କୁ ଲୁଣ ଦିଏ ତାହେଲେ ତାକୁ ରଖନ୍ତୁ ନାହିଁ l ପଡିଶା ଘରକୁ ମଧ୍ୟ ଲୁଣ ଧରେ ଦେବ ନାହିଁ l ଏମିତି କଲେ ତନ୍ତ୍ର ଶକ୍ତି ର ପ୍ରଭାବ ଆପଣଙ୍କ ଘରେ ପଡିଥାଏ l ଆଉ ମଧ୍ୟ ଏହା ଅଶୁଭ ସଂକେତ ହୋଇଥାଏ l

5. ଜଳ, ଜଳ ହିଁ ଜୀବନ l କଥାରେ ଅଛି, ଜଳ ବହୁଳେ ସୃଷ୍ଟି ନାଶ l ଜଳ ବିହୁନେ ସୃଷ୍ଟି ନାଶ l ଯେଉଁ ଘରେ ଜଳ ସମାପ୍ତ ହେଇଯାଇଥାଏ, ସେଠାରେ ସର୍ବନାଶ ହୋଇଥାଏ |ଯେଉଁ ଘରେ ସର୍ବଦା ଜଳ ରହିଥାଏ, ସେଠାରେ ସର୍ବଦା ଖୁସିର ମାହୋଲ ରହିଥାଏ l ସଫଳତା ମିଳିଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।