ଭାଇରାଲ Audio Call : ରୁମ୍କୁ ଜଲ୍ଦି ଆସ ମୁଁ ଆଉ ସମ୍ଭାଳିପାରୁନି ପୋଲିସ୍ ବାବୁଙ୍କ ଜଣେ ଛାତ୍ରୀଙ୍କ ଅଶ୍ଳୀଳ କଥାବାର୍ତ୍ତା ର Call ରେକର୍ଡ଼ ଭାଇରାଲ ହେବାରେ ଲାଗିଛି…ଦେଖନ୍ତୁ viral ଭିଡ଼ିଓ ଟିକୁ….

ବର୍ତ୍ତମାନ ର ଏହି ସମାଜର ମାନବିକତା କୁଆଡେ ଉଭେଇ ଗଲାଣି ଆଉ ବର୍ତ୍ତମାନ କେବଳ ଦେଖାଯାଉଛି , ଅମାନବୀକତା , ଆସଭ୍ୟତା ର କରାଳ ଦୃଶ୍ୟ।ତେବେ ବନ୍ଧୁଗଣ ଆମେ ଅନେକ ସମୟରେ ଆପଣଙ୍କୁ ଭିନ୍ନ ଭିନ୍ନ କ୍ରାଇମ , ଗୁଣ୍ଡାଗ୍ରଦି , ଅନ୍ୟାୟ ଅତ୍ୟାଚାର , ଚୋରି , ଆଶୀଳତା ବିଷୟରେ ଜଣେଇଛୁ ।କିନ୍ତୁ ଆଜି ଆପଣଙ୍କୁ ଯେଉଁ ପରି ଏକ ଘଟଣା ବିଷୟ ରେ ଜଣେଇବାକୁ ଯାଉଛୁ ତାହା ଜାଣିଲା ପରେ ଆପଣ ବୁଝିପାରିବେ ନାହିଁ , ବର୍ତ୍ତମାନ ସମାଜର କଣ ହେଉଛି ଏବଂ ଏହି ଲୋକମାନ କେଉଁ ସ୍ତର ଦେଇ ଗତି କରିଛନ୍ତି ବୋଲି।

ତେବେ ସୋସିଆଲ ମିଡିଆ ରେ ପ୍ରତିଦିନ ଅନେକ ପ୍ରକାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।ଆଉ କିଛି ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ଲୋକେ ତୀବ୍ର ନିନ୍ଦା କରିଥାନ୍ତି ସମାଲୋଚନା କରିଥାନ୍ତି।


ତେବେ ବର୍ତ୍ତମାନର ସମୟରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟୁଛି।ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହୁଛି। ତେବେ ନିକଟରେ ସୋସିଆଲ ମିଡିଆ ଏକ ଅଡିଓ ରେକର୍ଡ ବେଶ୍ ଭାଇରାଲ ହେବାରେ ଲାଗିଛି।ଆଜି ଆମେ ଆପଣ ମାନଙ୍କୁ ଏହି ଅଡିଓ ରେକର୍ଡ ବିଷୟରେ କହିବାକୁ ଯାଉଛୁ ଓ ଏହା ବିଷୟରେ ଜାଣିଲା ପରେ ଆପଣ ମାନେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ।

ଆଜି ଆମେ ସେହିଭଳି ଏକ ଭାଇରାଲ ଅଡିଓ ରେକର୍ଡ ବାବଦରେ ଜଣାଇବୁ ଯେଉଁଥିରେ ଜଣେ ପୋଲିସ ଅଫିସର ଜଣେ କଲେଜ୍ ଛାତ୍ରୀଙ୍କ ସହିତ ଏମିତି କଥାବାର୍ତ୍ତା କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ।

ପୋଲିସ କର୍ମଚାରୀ ଜଣଙ୍କ ଯୁବତୀ ଜଣଙ୍କ ସହ ଏପରି ଭାବେ କଥାବାର୍ତ୍ତା କରୁଛନ୍ତି ଯାହା ଭାଇରାଲ ହେବା ପରେ ପୋଲିସ୍ ବାବୁ ଙ୍କ ଚରିତ୍ର ଉପରେ ଆଙ୍ଗୁଠି ଉଠାଇ ଛନ୍ତି ଲୋକେ।ଆଉ ଏଭଳି ଏକ ଅଡିଓ ଭାଇରାଲ ହେବା ପରେ ଏଭଳି ଘଟଣାକୁ ଲୋକେ ତୀବ୍ର ନିନ୍ଦା କରିଛନ୍ତି।ଆଉ ଏହି ଭିଡିଓ ଭାଇରାଲ ହେବା ପରେ ଏସପି ସାହେବ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଚାକିରୀରୁ ସସ୍ପେଣ୍ଡ ମଧ୍ୟ କରି ଦେଇଥିବାର ସୂଚନା ମିଳିଛି।


ଅଡିଓ ରେ ପରସ୍ପର ମଧ୍ୟରେ ପାଖାପାଖି ଦଶ ମିନିଟ୍ ପର୍ଯ୍ୟନ୍ତ ବାର୍ତ୍ତାଳାପ କରିଛନ୍ତି। ଆଉ ସେମାନେ କିଛି ଏଭଳି ଭାବରେ କଥାବାର୍ତ୍ତା କରିଛନ୍ତି ଯାହା ଶୁଣିଲେ ଆପଣ ମଧ୍ୟ ଏ ଘଟଣାକୁ ନିନ୍ଦା କରିବା ପାଇଁ ବାଧ୍ୟ ହେବେ।ଉଭୟ ପରସ୍ପର ସାକ୍ଷାତ କରି ମିଶିବା ପାଇଁ କଥାବାର୍ତ୍ତା ହେଉଛନ୍ତି।ଆଉ ସେମାନେ ଯେଉଁ ଭଳି ଭାବରେ ବାର୍ତ୍ତାଳାପ କରୁଛନ୍ତି ତାହାକୁ ଲୋକେ ତୀବ୍ର ନିନ୍ଦା କରୁଛନ୍ତି।

ଏହି ଅଡିଓ ଏବେ ଖୁବ୍ ଭାଇରାଲ ହେବାରେ ମଧ୍ୟ ଲାଗିଛି। ତେବେ ପୋଲିସ କର୍ମଚାରୀ ଓ ଯୁବତୀ ଜଣଙ୍କ କିପରି କଥା ହେଉଛନ୍ତି ଆପଣ ଏହି ପୁରା ଅଡିଓ ଶୁଣିଲା ପରେ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।