ଗାଉଁଲି ଝିଅ Romyanjali & Joydev ” Prema Sikheilu ” ଗୀତରେ କଲେ ଏମିତି Different ଡ୍ୟାନ୍ସ ଜୀବନରେ କେବେ ଦେଖି ନଥିବେ….

ଆପଣ ମାନେ ସୋସିଆଲ ମିଡ଼ିଆ ରେ ହେଉ କିମ୍ବା ଟିଭି ଆଦିରେ ହେଉ ଅନେକ ଆଲବମ ଗୀତ ନିହାତି ଭାବରେ ଶୁଣି ଥିବେ | ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବର୍ଷ କୁ ବର୍ଷ ଅନେକ ନୂଆ ଆଲବମ ଆସି ଥାଏ ଯାହାକି ଗୀତ ସହିତ ଡ୍ୟାନ୍ସ ଅଭିନୟ ବେସ ସୁନ୍ଦର ଲାଗି ଥାଏ | ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବି ଅନେକ କଳାକାର ରହିଛନ୍ତି ଯେଉଁ ମାନେ ଏହି ଆଲବମ ଆଦି କରି ଥାଆନ୍ତି ଆଉ ଏହି ଆଲବମ ରେ ଅନେକ ପ୍ରେମ କାହାଣୀ ମଧ୍ୟ ଦେଖିବା ମିଳେ | ମ୍ୟୁଜିକ ଏକ ଏମିତି କଳା ଯାହାକି ଶୁଣିଲେ ଆମ ମନ ମଧ୍ୟ ଖୁସି ଲାଗି ଥାଏ ଏବଂ କିଛି ଟେନ୍ସନ ମଧ୍ୟ ଦୂର ହୋଇ ଯାଇ ଥାଏ |

ତେବେ ଆପଣ ମାନେ ତ ଜାଣିଛନ୍ତି ପ୍ରେମ ଏକ କେତେ ପବିତ୍ର ବନ୍ଧନ ହୋଇ ଥାଏ ଯାହା ପ୍ରେମ ପାଇଁ ବ୍ୟକ୍ତି କିଛି ବି କରି ପାରେ | କିନ୍ତୁ ବେଳେ ବେଳେ ଏମିତି ହୋଇ ଥାଏ କି ପ୍ରେମିକ ଓ ପ୍ରେମିକା ପରିବାର ଲୋକ ଙ୍କ ପାଇଁ ମଧ୍ୟ ପ୍ରେମ ତ୍ୟାଗ କରି ଦେଇ ଥାଆନ୍ତି | ତେବେ ଏହି ଘଟଣା କୁ ନେଇ ହିଁ ଏକ ପ୍ରେମ କାହାଣୀ ଉପରେ ଏକ ଆଲବମ ରିଲିଜ ହୋଇଛି | ଯାହାର କାହାଣୀ ସହିତ ଗୀତ ଟି ମଧ୍ୟ ଖୁବ ସୁନ୍ଦର ହୋଇଛି |

ତେବେ ଏହି ଗୀତ ଟିର ଲିରିକ୍ସ ହେଉଛି ଧୀରେ ଧୀରେ ତୁ ନିଦ ଚୋରି କଲୁ, “ଧୀରେ ଧୀରେ ତୁ ସ୍ୱପ୍ନ ଦେଖେଇଲୁ ଏମିତି ଋତୁ ଟିଏ ଆଣି ତୁ ଦେଲୁ ରେ ତୋ ପ୍ରେମ ଆଜିର ଦିନ ରାତି ଭିଜେରେ..” | ଏହି ଆଲବମ ଟିର ଡିରେକ୍ଟର ରହିଛନ୍ତି କୁମାର ଜିତୁ ଏବଂ ଏହି ଗୀତ ଟିରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ଗାୟିକା ଅସୀମା ପଣ୍ଡା | ଗୀତ ଟିରେ ଲିରିକ୍ସ ସୁଧାଜିତ ରାଉତରାୟ ରହିଥିବା ବେଳେ ମ୍ୟୁଜିକ ସରୋଜ ସାମଲ ଦେଇଛନ୍ତି |

ଏହି ଆଲବମ ଗୀତ ଟିରେ ଏକ ନୂଆ ଆକ୍ଟର ଦେଖିବା ପାଇଁ ମିଳି ଥିଲା ଯିଏ କି ହିରୋ ଜୟ ଦେବ ଥିବା ବେଳେ ହିରୋଇନ ଭୂମିକା ରେ ରୋମ୍ୟାଞ୍ଜଳି ରହିଛନ୍ତି | ତେବେ ଦୁହିଁଙ୍କର ଅଭିନୟ ଏବଂ ଏକ୍ସପ୍ରେସନ ଏତେ ସୁନ୍ଦର ଥିଲା ଯେ ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ପସନ୍ଦ କରିବେ | ତେବେ ଏହି ଗୀତ ଟି ରିଲିଜ ହେଉ ହେଉ ଅନେକ ଲୋକ ଦେଖିବା ସହିତ ଅନେକ ଲୋକ ପସନ୍ଦ ମଧ୍ୟ କରି ସାରିଲେଣି | ତେବେ ଏହି ଗୀତ ଟି ଏବେ ମାର୍କେଟ ଖୁବ ନାଁ କରିଛି ଏବଂ ଅନେକ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।