Intresting GK Question – ପୃଥିବୀର ସବୁଠାରୁ ଧନୀ ଦେଶ କିଏ ? ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇପାରିବ….

ଆପଣଙ୍କୁ ଆଜି ଏମିତି ମଜାଦାର ପ୍ରଶ୍ନ ପଚାରିବୁ ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନଥିବେ । ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ମଧ୍ୟ ବେଳେବେଳେ ଆପଣଙ୍କ ଉପସ୍ଥିତ ବୁଦ୍ଧି କୁ ପରଖିବା ପାଇଁ ପଚାରା ଯାଏ। ବନ୍ଧୁଗଣ ଯାହା କି ଆମେ ଜାଣିନାହାନ୍ତି ଆମର ନୀତିଦିନ ଜୀବନରେ କିଛି ସାଧାରଣ ଜ୍ଞାନ ର ଆବଶ୍ୟକତା ଅଛି ଯାହା ଆମକୁ ଦେଶ ଭିତରେ ବା ବାହାର ଦେଶରେ ହେଉଥିବା ତଥ୍ୟ ଜାଣିବାରେ ସାହାର୍ଯ୍ୟ କରେ :-

1-କାହାର ଖିର ଦେଖିବାକୁ ଗୋଲାପି ରଙ୍ଗର ହୋଇଥାଏ ?
ଉତ୍ତର -ହିପପୋଟାମଷ
ହିପପୋଟାମଷ ଦେଖିବାକୁ ଗଣ୍ଡା ଭଳି l ଏହି ଜୀବ ଉଭୟଚର l ଏହାକୁ ରିଭର ହର୍ସ ମଧ୍ୟ କୁହନ୍ତି l ଏହି ପଶୁ ମୁଖ୍ୟତଃ ଆଫ୍ରିକାରେ ଦେଖିବାକୁ ମିଳନ୍ତି l ଏହାର ଖିର ଓ ଝାଳ ଦେଖିବାକୁ ଗୋଲାପି l

2-ଓଟ କେଉଁ ଦେଶର ଜାତୀୟ ପଶୁ ?
ଉତ୍ତର – ସାଉଦିଅlରବ
ଏହା ଏକ ମରୁଭୂମିର ଦେଶ ଗୋଟିଏ ଇଷ୍ଟାମିକ କଣ୍ଟ୍ରି ଏ ଦେଶର ମୁଖ୍ୟ କ୍ୟାପିଟାଲ ରିୟାଦ, କରେଁସି ହେଉଛି ସାଉଦିରିଆଲ l

3- କେଉଁ ଖାଦ୍ୟ କେବେବି ଖରାପ ହୁଏ ନାହିଁ ?
ଉତ୍ତର – ମହୁ

4-ମଇଦା କେଉଁଥିରୁ ତିଆରି ହୋଇଥାଏ ?
ଉତ୍ତର -ଗହମରୁ

5-ଖଟା ମହୁ କେଉଁ ଦେଶରେ ମିଳିଥାଏ ?
ଉତ୍ତର -ବ୍ରାଜିଲ
ବ୍ରାଜିଲ ହେଉଛି ସାଉଥ ଆମେରିକା, ଦକ୍ଷିଣ ଆମେରିକା ମହାଦେଶର ଏକ ବିଶାଳ ରାଷ୍ଟ୍ର ଏହାର କ୍ୟାପିଟାଲ ହେଉଛି ବ୍ରସିଲିଆ ଓ କରେଁସୀ ହେଉଛି ବ୍ରାଜିଲିଆ ରିଏଲ l

6-ବଜେଟ ଉପସ୍ଥାପନା କରିବା ଆଗରୁ କେଉଁ ମିଠା ଖିଆଯାଏ ?
ଉତ୍ତର -ହାଲୱା
ବଜେଟ ପ୍ରସ୍ତୁତ ସମୟରୁ ବଜେଟ ଉପସ୍ଥାନ କରିବା ପର୍ଯ୍ୟନ୍ତ ଏହି ତଥ୍ୟ ସବୁ ଗୋପନ ରଖାଯାଏ l ଏଥିରେ ସମ୍ପୃକ୍ତ ଥିବା କର୍ମଚାରୀ ଏହି ସମୟରେ ଅଣ୍ଡର ଗ୍ରାଉଣ୍ଡ ଥାନ୍ତି l ତେବେ ବଜେଟ ସମ୍ପର୍କରେ ଅନ୍ୟ କାହାସହ ଆଲୋଚନା ନ କରିବାକୁ ଖିଆଯାଏ l ଏହାର ଅର୍ଥ ଏଥିରେ ସମ୍ପୃକ୍ତ ଥିବା ସବୁ କର୍ମଚାରୀ ବଜେଟକୁ ଗୋପନ ରଖିବାକୁ ଶପଥ ନେଇଥାନ୍ତି l

7-କେଉଁ ଜୀବ ତା ପାଦରେ ଖାଦ୍ୟ ପଦାର୍ଥର ସ୍ୱାଦ ବାରିଥାଏ l
ଉତ୍ତର- ପ୍ରଜାପତି

8-ରକ୍ତ ପରି ନାଲିରଙ୍ଗ ର ନଦୀ କେଉଁଠାରେ ପ୍ରବାହିତ ହେଉଛି l
ଉତ୍ତର- ରିଓତିଣ୍ଡୋ ( ସ୍ପେନ )
ରିଓତିଣ୍ଡୋ ନାମକ ନଦୀ ସ୍ପେନ ର ଦକ୍ଷିଣ ଓ ପୂର୍ବ ଭାଗରେ ପ୍ରଭାହିତ l ଏହି ନଦୀ ସିଆରା ଓ ମୋରେନା ପର୍ବତ ଏଣ୍ଡୋନେସିଆ ରୁ ବାହାରି ଆଣ୍ଟଲାଣ୍ଟିକ ମହାସାଗର ରେ ପଡିଛି l ଏହାର ଲମ୍ବ 100 କିଲୋମିଟର l

8-ପୃଥିବୀର ସବୁଠାରୁ ଧନୀ ଦେଶ କିଏ ?
ଉତ୍ତର- କତର
କତର ହେଉଛି ଏକ ଆରବ କଣ୍ଟ୍ରି ଏହାର କରେଁସୀ କତେରିଆଲ l

9-କେଉଁ ଦେଶରେ ସମସ୍ତ ମିଲେତାରୀ ଫୋର୍ସ ନାହାନ୍ତି ?
ଉତ୍ତର- ଆଇସଲାଣ୍ଡ
ଦେଶରେ ଏମିତି 23ଟି ଦେଶ ଅଛି, ଯାହାର ସିମା ସୁରକ୍ଷା ପାଇଁ ସମସ୍ତ ମିଲେତାରୀ ଫୋର୍ସ ନାହାନ୍ତି l ଭିନ୍ନ ଭିନ୍ନ ଦେଶ ପାଇଁ ଭିନ୍ନ ସେହି ଦେଶମାନଙ୍କ ମଧ୍ୟରୁ ଆଇସଲାଣ୍ଡ, କଣ୍ଟାରିକା, ପାନାମା, ମାଇକ୍ରୋନେସିଆ, ମାର୍ସଲଆଇରଲାଣ୍ଡ,
ଭାଟିକାନ, ଦେଶ ମନ ଅନ୍ୟତମ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।