RI, ARI ଏବଂ ଅମିନ ପଦବୀ ପାଇଁ ଆସିଲା ବଡ ଧରଣର ନିଯୁକ୍ତି ସୁଯୋଗ । ଆଜି ହିଁ ଶିଘ୍ର ଆବେଦନ କରନ୍ତୁ ।

OSSSC ତରଫରୁ ଆସିଲା ପୁଣି ବହୁତ ବଡ ନିଯୁକ୍ତି ସୁଯୋଗ । ତେବେ ବର୍ତ୍ତମାନ ସମୟରେ ଚାକିରି ଟିଏ ପାଇବା ବହୁତ କଷ୍ଟକର ବ୍ୟାପର ହୋଇଗଲାଣି । ଆପଣ ଯେଉଁଠି କି ବି ଯାଆନ୍ତୁ ନାଁ କାହିଁକି ସମସ୍ତେ ଆଗ ଭଳ ଚାକିରି ଟି ଏ ଖୋଜିଥାନ୍ତି କିନ୍ତୁ ଆଜିର ସମୟରେ ତାହା ମିଳିବା ସମ୍ଭବ ହୋଇପାରୁ ନାହିଁ । ତେଣୁ ବହୁ ଶିକ୍ଷିତ ଯୁବପିଢି ଚାକିରି ନ ପାଇଁ ବେକାର ହୋଇ ବୁଲୁଛନ୍ତି ଏବଂ କିଛି ବ୍ୟବସାୟ ମଧ୍ୟ କରୁଛନ୍ତି । ଆଉ ଏପରି ପରିସ୍ଥିତି ରେ ସରକାର ଙ୍କ ଏଭଳି ଗୋଟିଏ ଘୋଷଣା ନିହାତି ଭାବରେ ଗୋଟିଏ ବଡ ଖୁସି ନେଇ ଆସିଛି ଛାତ୍ରଛାତ୍ରୀ ମାନଙ୍କ ପାଇଁ ।

ତେବେ ଓଡିଶା ସରକାରଙ୍କ ତରଫରୁ ଚାକିରି ପାଇଁ ଇଚ୍ଛୁକ ପାର୍ଥୀ ମାନଙ୍କ ପାଇଁ ଆସିଛି ବହୁତ ବଡ ଖୁସି ଖବର । ଆଉ ସବୁଠାରୁ ବଡ କଥା ହେଉଛି ଏହାକୁ +2 ପାସ୍ କରିଥିବା ପିଲାମାନେ ମଧ୍ୟ ଆବେଦନ କରିପାରିବେ । ଏଥିରେ ମୋଟ 1239 ଟି ପଦବୀ ରହିଛି ,ତେଣୁ ଆପଣ ମାନେ ଏଥିରେ ଆବେଦନ କରି ଏହାର ଫାଇଦା ଉଠାଇ ପାରିବେ ।

ଏହି ଚାକିରି ସୁଯୋଗ ବାହାରିଛି RI, ARI ଏବଂ ଅମିନ ପଦବୀ ପାଇଁ । ତେବେ ଯଦି ଆପଣ କେବଳ +2 ପାସ୍ କରିଛନ୍ତି ତାହେଲେ ଆଉ ଅଧିକ ବିଳମ୍ବ ନକରି ଆଜି ହିଁ ଆବେଦନ କରନ୍ତୁ । ଏଥିରେ ଆପଣଙ୍କୁ ଭଲ ସାଲେରି ମିଳିବା ସହିତ ଏହା ସରକାରୀ ଚାକିରି ମଧ୍ୟ ଅଟେ । OSSSC ପକ୍ଷରୁ ଜାରି ହୋଇଥିବା ପଦବୀ ପାଇଁ ଆପଣ ତାହାର ଅଫିସିଆଲ୍ ୱେବସାଇଟ୍ ରେ ଯାଇ ସବିଶେଷ ବିବରଣୀ ସଂପର୍କରେ ଜାଣି ଯଥା ସମୟରେ ଆବେଦନ କରନ୍ତୁ । ଚାଲନ୍ତୁ ଜାଣିନେବା ଏହାକୁ ଆବେଦନ କରିବା ପାଇଁ କଣ ସବୁ ପ୍ରକ୍ରିୟା ଏବଂ ଆବଶ୍ୟକ ରହିଛି ।


* ପଦବୀ ନାମ – RI, ARI ଏବଂ ଅମିନ ପଦବୀ  , ପଦବୀ ସଂଖ୍ୟା – 1239* ଆପ୍ଲିକେଶନ୍ ଫି -ଜେନେରାଲ୍ ପିଲାଙ୍କ ପାଇଁ 200 ଟଙ୍କା ଏବଂ ଅନ୍ୟମାନଙ୍କ ପାଇଁ ସଂମ୍ପୂର୍ଣ୍ଣ ମାଗଣା ।* ଶିକ୍ଷାଗତ ଯୋଗ୍ୟତା – +2,+3 ପାସ କରିଥିବା ନିହାତି ଆବଶ୍ୟକ ଏବଂ କମ୍ୟୁଟର ନଲୋଜ୍ ଥିବା ଜରୁରୀ । * ଆବେଦନ ମାଧ୍ୟମ – Online  * ଚୟନ ପ୍ରକ୍ରିୟା – ଲିଖିତ ପରୀକ୍ଷା ମାଧ୍ୟମରେ ।

* ଆବେଦନ ତାରିଖ – ଖୁବଶିଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ।* ବୟସସୀମା -ସର୍ବନିମ୍ନ 20 ବର୍ଷ ଏବଂ ସର୍ବାଧିକ 32 ବର୍ଷ ହୋଇଥିବା ଦରକାର ।

* ଦରମା -8,800 – 16,800 ଟଙ୍କା ରହିଛି ।

* ଆବେଦନ ପ୍ରକ୍ରିୟା – OSSSC ୱେବସାଇଟ୍ କୁ ଯାଇ ଏହି ବିଭାଗରେ ଜାରି ହୋଇଥିବା ୱେବସାଇଟ୍ ରେ କ୍ଲିକ କରି ଆବେଦନ .କରିପାରିବେ ଏବଂ ଆବେଦନ ବିଷୟରେ ସବିଶେଷ ବିବରଣୀ ଜାଣିପାରିବେ । ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡିବ କିନ୍ତୁ ଧ୍ୟାନ ରଖିବେ ଯେମିତି ଆପଣଙ୍କ ଦ୍ବାରା ଦିଆଯାଇଥିବା ତଥ୍ୟ ଭୁଲ ହୋଇନଥିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।