ରେଡିଓ କିଏ ଉଭାବନ କରିଥିଲେ ? ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ୍ ….ଯଥାଶିଘ୍ର ଉତ୍ତର କମେଣ୍ଟ ବକ୍ସରେ ଜଣାନ୍ତୁ…..
ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି । ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି । ଲୋକର ଜ୍ଞାନ ବୃଦ୍ଧିର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ପ୍ରକାର ଜ୍ଞାନ ମୂଳକ କାର୍ଯ୍ୟ କରିଥାନ୍ତି । ସେ ସମାଜର ଏବଂ ପ୍ରତ୍ୟେକ ଲୋକ ବିଶେଷ ର ଅନେକ ଉନ୍ନତି ସାଧନ କରନ୍ତି । ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି।ଜ୍ଞାନ ପିପାସୁ ଲୋକମାନେ ଖାଇବା ପିଇବା ଶୋଇବା , ନର୍ମ ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ ।
ଏବେକା ସମୟରେ ଆମ ମାନଙ୍କର ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି । କାହିଁକିନା ଏହି ସାଧାରଣ ଜ୍ଞାନ ମାଧ୍ୟମରେ ଆମେ ବହୁତ କିଛି ଜାଣିବାକୁ ପାଇପାରିବା । କାରଣ ଏହି ଜ୍ଞାନ ପରବର୍ତ୍ତୀ ସମୟରେ ଆମ ମାନଙ୍କର ବହୁତ କାମରେ ଆସିଥାଏ ।
ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ କିଛି ଜିନିଷ ରହିଛି । ତେବେ ଆମ ଦେଶ ଓ ରାଜ୍ୟ ବିଷୟ ରେ ଏମିତି ଅନେକ ତଥ୍ୟ ରହିଛି । ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ , ଏହା ଆମର ଆଗକୁ କାମ ରେ ଲାଗିବ।ତେବେ ଏହି ବିଷୟ ରେ ସାମୁହିକ ଜ୍ଞାନ ରହିବା ନିହାତି ଆବଶ୍ୟକ। ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ପ୍ରଶ୍ନ ପଚାରିବୁ , ଯାହାକୁ ଆପଣ ମାନେ ହୁଏତ ଜାଣିଥିବେ ଯଦି ଜାଣିନଥିବେ ତେବେ ଏବେ ଜାଣିପାରିବେ ।
1–ଓଡିଶାରେ ଥିବା 30 ଜିଲ୍ଲା ମଧ୍ୟରୁ ସବୁଠାରୁ ବଡ ଜିଲ୍ଲାର ନାମ କଣ ?
ଉତ୍ତର–ମୟୂରଭ଼ଞ୍ଜ ହେଉଛି ଓଡିଶାର ସବୁଠୁ ବଡ ଜିଲ୍ଲା
2–କେଉଁ ପକ୍ଷୀ 30 ହଜାର ଫୁଟ ପର୍ଯ୍ୟନ୍ତ ଉଡିପାରେ ?
ଉତ୍ତର–ଶାଗୁଣା
3–ଭାରତରେ ସର୍ବପ୍ରଥମେ କେଉଁଟାରେ ସୂର୍ଯ୍ୟଉଦୟ ହୋଇଥିଲା ?
ଉତ୍ତର–ଅରୁଣାଚଳ ପ୍ରଦେଶ
4–କେଉଁ ପ୍ରାଣୀର ଆଖିରୁ ସର୍ବଦା ଲୁହ ଝରେ ?
ଉତ୍ତର–କୁମ୍ଭୀର
5–ରେଭେନ୍ସା କଲେଜ କେଉଁ ମସିହାରେ ବିଶ୍ୱବିଦ୍ୟଳୟର ମାନ୍ୟତା ପାଇଥିଲା ?
ଉତ୍ତର–2006 ରେ ବିଶ୍ୱବିଦ୍ୟଳୟର ମାନ୍ୟତା ଲାଭ କରିଥିଲା ।
6–ରେଡିଓ କିଏ ଉଦ୍ଭାବନ କରିଥିଲେ ?
ଉତ୍ତର–ମାର୍କନି
7–ଓଡିଶାର ପ୍ରଥମ କୂଳପତିଙ୍କର ନାମ କଣ ?
ଉତ୍ତର–ଡକ୍ଟର ପ୍ରାଣକୃଷ୍ନ ପରିଜା
8–ପୁଅ ମାନଙ୍କର ଏମିତି କେଉଁ ଜିନିଷ ଲମ୍ବା ଏବଂ ଝିଅ ମାନଙ୍କର ଗୋଲ ଗୋଲ ହୋଇଥାଏ ?
ଉତ୍ତର–ତିଳକ
9–ଓଡିଶାର ମନ୍ତ୍ରୀ ମଣ୍ଡଳ ପ୍ରଥମେ କେଉଁ ମସିହାରେ ଗଠିତ ହୋଇଥିଲା ?
ଉତ୍ତର–1937 ମସିହା
10—ସମୁଦ୍ରର ଲୁଣି ପାଣିକୁ ଶୁଦ୍ଧ ଜଳରେ ପରିଣତ କରିବାକୁ କେଉଁ ପ୍ରକ୍ରିୟା ଆବଶ୍ୟକ ପଡେ ?
ଉତ୍ତର – ଆସବନ ଦ୍ୱାରା l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।