ସାବଧାନ ! ରାତ୍ରି ରେ ପରିସ୍ରା କରିବା ପାଇଁ ଉଠିବା ସମୟରେ ଭୁଲ୍ ରେ ମଧ୍ୟ କରନ୍ତୁ ନାହିଁ ଏମିତି କାମ, ନଚେତ
ବେଳେ ବେଳେ ଆମେ ଆମର ଅଜାଣତ ରେ ଏମିତି କିଛି ଭୁଲ କରିଦେଇ ଥାଉ ପ୍ରତିଦିନ ଯାହା ଫଳରେ ଏହା ଆମ ଶରୀର ଉପରେ ପ୍ରଭାବ ପକାଇ ଥାଏ । ତେବେ ଆମେ ଏହି ଭୁଲ୍ ପାଇଁ ବେଳେ ବେଳେ ବହୁତ୍ ସମସ୍ୟା ର ସମୁଖୀନ ହୋଇ ଥାଉ। ତେବେ ଆମେ ସେହି ସବୁ ଭୁଲ୍ କୁ ଛୋଟ ଭାବି ଅଣଦେଖା କରିଥାଉ ।
କିନ୍ତୁ ସେହି ଛୋଟ ଛୋଟ ଭୁଲ୍ ଯୋଗୁ ବେଳେ ବେଳେ ବହୁତ୍ ବଡ଼ ସମସ୍ୟା ର ମଧ୍ୟ ସମୁଖୀନ କରିବାକୁ ପଡ଼ିଥାଏ। ତେବେ ଆଜି ଆମେ ସେମିତି କିଛି ଭୁଲ୍ ବିଷୟ ରେ ଜାଣିବା ଯାହା କି ରାତ୍ରୀ ରେ ଉଠି ପରିସ୍ରା କରିବା।
ପରିସ୍ରା କରିବା ଆମ ଶରୀର ର ଏକ ପ୍ରାକୃତିକ ଉପାୟ ହୋଇଥାଏ । ପରିସ୍ରା କରିବା ଦ୍ୱାରା ଆମ ଶରୀର ର ବିଷାକ୍ତ କେମିକାଲ ପଦାର୍ଥ ପରିସ୍ରା ମାଧ୍ୟମ ରେ ଶରୀର ରୁ ନିଷ୍କାସିତ ହୋଇ ଯାଇଥାଏ । ଶରୀର ରେ ବିଭିନ୍ନ ପ୍ରକାର ରାସାୟନିକ ପ୍ରକ୍ରିୟା ହୋଇଥାଏ ଯାହା ଫଳରେ ବିଭିନ୍ନ ପ୍ରକାର ବିଷାକ୍ତ କେମିକାଲ ପଦାର୍ଥ ଶରୀର ରୁ ବାହାରି ଥାଏ ଯାହା ଆମ ପରିସ୍ରା ଦ୍ଵାରା ଶରୀର ରୁ ନିଷ୍କାସିତ ହୋଇଥାଏ ।
ତେବେ ଆମେ ସମସ୍ତେ ଜାଣିଛନ୍ତି ଯେ ଆମେ ଯେତିକି ପରିମାଣ ପାଣି ପିଇ ଥାଉ ସେହି ହିସାବ ରେ ହିଁ ପରିସ୍ରା କରିଥାଉ । କିଛି ଲୋକ ରାତି ରେ ଅଧିକ ପାଣି ସେବନ କରି ଥାଆନ୍ତି ଯାହା ଫଳରେ ସୋଇଥିବା ବେଳେ ସେମାନଙ୍କୁ ପରିସ୍ରା ଲାଗିଥାଏ। ତେବେ ଏମିତି ରେ ସେହି ବ୍ୟକ୍ତି ନିଦ ରୁ ଉଠି ବହୁତ୍ ଚଞ୍ଚଳ ରେ ପରିସ୍ରା କରିବାକୁ ଯାଇ ଥାଆନ୍ତି ଯାହା ଆମ ଶରୀର ପାଇଁ ବହୁତ୍ କ୍ଷତିକାରକ ହୋଇ ଥାଏ । ଏହା ଦ୍ବାରା ସେମାନେ ଗମ୍ଭୀର ସମସ୍ୟା ର ମଧ୍ୟ ସମୁଖୀନ କରି ପାରନ୍ତି ।
ତେବେ ଗୋଟିଏ ରିସର୍ଚ୍ଚ ଜରିଆ ରେ ସାମ୍ନା କୁ ଆସିଛି ଯେ ଲୁଣ ଖାଉଥିବା ଲୋକ ମାନଙ୍କୁ ଅଧିକ ଥର ପାଇଁ ପରିସ୍ରା ଲାଗିଥାଏ । ଯେତେବେଳେ ସେମାନଙ୍କୁ ଲୁଣ ଖାଇବା କମ୍ କରିବା ପାଇଁ କୁହାଗଲା ସେତେବେଳେ ସେମାନଙ୍କ ସାଧାରଣ ଭାବେ ପରିସ୍ରା ଲାଗିଲା । ଏହା ସହିତ ସେମାନଙ୍କ ଜୀବନଶୈଳୀ ରେ ମଧ୍ୟ ପରିବର୍ତ୍ତନ ଦେଖା ଗଲା । ତାଙ୍କର ହର୍ମୋନ କ୍ଷରଣ ମଧ୍ୟ ଠିକ୍ ହୋଇଗଲା । ତେବେ ରାତ୍ରି ରେ ପରିସ୍ରା ଲାଗିବା ଦ୍ଵାରା ପୁଅ ମାନଙ୍କ ପ୍ରୋଟେଷ୍ଟ ଗ୍ଲାଣ୍ଡ ଉପରେ ପ୍ରେସର୍ ପଡ଼ିଥାଏ ଆଉ ଏହା ଦ୍ଵାରା ଅଧିକ ପରିସ୍ରା ଲାଗିଥାଏ।
ତେବେ ଆମେ ଯେତେବେଳେ ରାତ୍ରୀରେ ବିଶ୍ରାମ କରିଥାଉ ଆମ ମସ୍ତିସ୍କ ମଧ୍ୟ ବିଶ୍ରାମ ରେ ଥାଏ । ଯାହା ଦ୍ଵାରା ଆମ ମସ୍ତିସ୍କ କୁ ରକ୍ତ ପ୍ରବାହ ଆରାମ ରେ ହୋଇଥାଏ। କିନ୍ତୁ ଯେତେବେଳେ ଆମକୁ ରାତ୍ରି ରେ ଶୋଇବା ସମୟ ରେ ପରିସ୍ରା ଲାଗିଥାଏ ସେତେବେଳେ ଆମ ନିଦ ହଠାତ୍ ଭାବେ ଭାଙ୍ଗି ଜାଏ ଯାହା ଆମ ବ୍ରେନ୍ ଉପରେ ମଧ୍ୟ ପ୍ରେସର୍ ପକାଇ ଥାଏ ।
ଆଉ ଯଦି ଠିକ୍ ସେତିକି ବେଳେ ଆମେ ହଠାତ୍ ପରିସ୍ରା କରିବାକୁ ଯାଇ ଥାଉ ସେତେବେଳେ ବ୍ରେନ୍ ଉପରେ ବହୁତ୍ ପ୍ରେସର୍ ପଡ଼ିଥାଏ ଯାହା ଫଳରେ ଆମକୁ ବ୍ରେନ୍ ହ୍ୟମେରେଜ୍ ପରି ଗମ୍ଭୀର ରୋଗ ମଧ୍ୟ ହେବାର ସମ୍ଭାବନା ଥାଏ । ତେଣୁ ଯଦି ରାତ୍ରୀ ରେ ପରିସ୍ରା ଲାଗୁଛି ତେବେ ଆରାମ ସେ ଉଠି ୩-୫ ବିଛଣା ରେ ବସି ତାହାପରେ ପରିସ୍ରା କରିବାକୁ ଯାଆନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।