ରାତିରେ ୩ ଥର କହିଦିଅନ୍ତୁ ଏହି ମନ୍ତ୍ର ସେ ଝିଅ ପାଗଳ ଭଳି ଭଲପାଇବ ୧୦୦% ଗ୍ୟାରେଣ୍ଟି

ଅନେକ ସମୟରେ ମଣିଷ ଦୁଃଖ, ବେଦନା ଭିତରେ ନିଜକୁ ରଖିଥାଏ। କାରଣ କୌଣସି କାର୍ଯ୍ୟ କିମ୍ବା ଇଚ୍ଛାରେ ସେ ଅକୃତକାର୍ଯ୍ୟ ହୋଇଥାଏ। ଅଧିକାଂଶ ସମୟରେ ଯୁବକ ଯୁବତୀ ସେମାନଙ୍କ ପ୍ରେମ ଏବଂ ଭଲପାଇବା କୁ ନେଇ ଚିନ୍ତାରେ ରହିଥାନ୍ତି। କଣ କଲେ ସେମାନେ ନିଜର ମନ ପସନ୍ଦର ସାଥୀ କୁ ପାଇ ପାରିବେ ସେଥିପ୍ରତି ଚିନ୍ତା କରିଥାନ୍ତି।

ଯେମିତି ବି ହଉ ସେମାନେ ଚାହୁଁଥିବା ପୁଅ କିମ୍ବା ଝିଅକୁ ପାଇବାକୁ ଚାହାନ୍ତି ଏବଂ ତାକୁ ନିଜର କରିବାକୁ ଚାହାନ୍ତି। କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହା ସଫଳ ହୋଇ ନଥାଏ।

ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ କଥା କହିବୁ ଯାହା ମାଧ୍ୟମରେ ଆପଣ ଯୁବକ କିମ୍ବା ଯୁବତୀକୁ ନିଜ ବଶ ରେ କରିପାରିବେ।କିନ୍ତୁ ସାବଧାନ, ଯେମିତି ଆପଣ ଏହି କଥାର ବ୍ୟବହାର ମନ୍ଦ ଉଦ୍ଦେଶ୍ୟ ରଖି କରିବେ ନାହିଁ। ଆମେ ଆପଣଙ୍କୁ କହିବୁ ଅତି ସହଜ ଏବଂ ସରଳ ଉପାୟ ଯାହା ଦ୍ଵାରା ଆପଣ ସହଜରେ ଚାହୁଁଥିବା ଝିଅ ବା ପୁଅକୁ ନିଜ ବଶ ରେ କରି ପାରିବେ।ମନେ ରଖନ୍ତୁ ଆପଣଙ୍କୁ ଏହି ଉପାୟ କେବଳ ଗୁରୁବାର ଦିନ ହିଁ କରିବାକୁ ପଡ଼ିବ।

ସର୍ବପ୍ରଥମେ ଆପଣଙ୍କୁ ଏକ ସାଧା କାଗଜ ଏବଂ ଏକ ନାଲି କଲମ ଆଣିବାକୁ ପଡ଼ିବ।ତାପରେ ଏହି ସାଧା କାଗଜରେ ୩ ଟି ଶବ୍ଦକୁ ସୁନ୍ଦର ଭାବରେ ବଡ଼ବଡ଼ କରି ଲେଖି ଦିଅନ୍ତୁ।ଏହି ୩ଟି ଶବ୍ଦ ହେଉଛି (ବଶଂ ଭବଂ ବଶଃ)। ଏହାକୁ ଭଲ ଭାବରେ ଲେଖିବାକୁ ଚେଷ୍ଟା କରିବେ ଯେମିତି ଏହାକୁ ଆପଣ ପଢି ପାରିବେ।

ଲେଖି ସାରିବା ପରେ ଆପଣ ୩ଥର ଏହାକୁ ପଢି ଦିଅନ୍ତୁ।ଏହାପରେ ଆପଣ ମନ ଭିତରେ ୩ ଥର ଏହାକୁ ଉଚ୍ଚାରଣ କରନ୍ତୁ। ଏହି ନାମକୁ ଉଚ୍ଚାରଣ କରିବା ପରେ ଆପଣ ସେହି ଝିଅ କିମ୍ବା ମନୁଷ୍ୟର ନାମକୁ ୫ଥର ଉଚ୍ଚାରଣ କରି ଦିଅନ୍ତୁ।ତେବେ ଆପଣ ଏହି ମନ୍ତ୍ର କୁ ନିଶ୍ଚିତ ପ୍ରଥମେ ଭଲ ଭାବରେ ଲେଖିବା ପରେ ଏହାକୁ କରିବେ।

ତାପରେ ଭଲ ଭାବରେ ୩ ଥର ପଢି ସାରିଲା ପରେ ଆପଣଙ୍କୁ ଏହାକୁ ମନ ଭିତରେ ୩ ଥର ଉଚ୍ଚାରଣ କରିବା ନିହାତି ଦରକାର।ତାପରେ ଯାଇ ଆପଣ ସେହି ଝିଅ ହେଉ କିମ୍ବା ଅନ୍ୟ କେହି ହେଉ କିମ୍ବା ବିବାହିତା ନାରୀ ହେଉ ଯାହାକୁ ଆପଣ ନିଜ ବଶ ରେ କରିବାକୁ ଚାହୁଁ ଛନ୍ତି କିମ୍ବା ସିଏ ଆପଣଙ୍କୁ ପାଗଳ ଭଳି ଭଲପାଉ ବୋଲି ଚାହୁଁଛନ୍ତି ତେବେ ତାର ନାମ କୁ ୫ ଥର ଉଚ୍ଚାରଣ କରି ଦିଅନ୍ତୁ।

ଏହାପରେ ଆପଣ ଯାହା ନାମ ଧରିଥିଲେ ଦେଖିବେ ସେ ଆପଣଙ୍କ ପ୍ରତି ଧ୍ୟାନ କେମିତି ଦେଉଛି କି ନାହିଁ। ଏହାକୁ ଗୁରୁବାର ଦିନ କରିବା ଦ୍ୱାରା ସେ ଝିଅ ହେଉ କିମ୍ବା ପୁଅ ଆପଣଙ୍କ ବଶ ରେ ନିଶ୍ଚୟ ଆସିଯିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।