ଦେଖନ୍ତୁ ଭିଡ଼ିଓ । ରାତି ଅଧରେ ପ୍ରେମୀଯୁଗଳ ଜଙ୍ଗଲ ରେ କରୁଥିଲେ ରାସଲୀଳା, ଧରି ନେଲେ କିଛି ଟୋକା । ଭିଡ଼ିଓ ଉଠାଇ ସୋସିଆଲ ମିଡିଆରେ କଲେ ଭାଇରାଲ….

ସଭ୍ୟ ଶିକ୍ଷିତ ସମାଜରେ ବେଳେବେଳେ ଏମିତି ଲଜ୍ୟାଜନକ ଘଟଣା ମାନ ଘଟୁଛି ଯାହା ବାସ୍ତବରେ ନିନ୍ଦନୀୟ ଏବଂ ପରିତାପ ର ବିଷୟ। ବର୍ତ୍ତମାନର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ,ଅଭଦ୍ର ବ୍ୟକ୍ତି ବିଶେଷ ମାନଙ୍କ ର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ। ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ।

କଣ ସଭ୍ୟ ଶିକ୍ଷିତ ସମାଜର ଏହା ହେଉଛି ବାସ୍ତବ ରୂପ ରେଖ? କଣ ବଦଳିନି ଆଜିବି ମଣିଷର ନିମ୍ନ ମାନସିକତା ? ଏହା ଏବେ ସମାଜର ବହୁତ ବଡ଼ ପ୍ରଶ୍ନ।

ତେବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆଜିର କିଛି ଯୁବପିଢି ଙ୍କ କଥା। ଯେଉଁମାନେ କି ଯୌବନ ର ରଙ୍ଗ କୁ ସ୍ପର୍ଶ କରିବା ମାତ୍ରେ ଖୋଲା ଆକାଶର ପକ୍ଷୀ ଭଳି ଉଡି ଯିବାକୁ ପସନ୍ଦ କରୁଛନ୍ତି। ଯେମିତିକି ସେମାନଙ୍କ ସାମ୍ନା ରେ ଦୁନିଆର କୌଣସି ବାଡ଼ ବତା ନାହିଁ। ନୀତି ନିୟମ ସଂସ୍କାର କୁ ସେମାନେ ତିଲେ ହେଲେ ଖାତିର କରୁ ନାହାନ୍ତି। ହେଲେ ଏସବୁ ପଛରେ ଯେଉଁ ସବୁ ସମସ୍ୟା ଦେଇ ସେମାନଙ୍କୁ ଗତି କରିବାକୁ ପଡୁଛି ଯାହାର ଅନ୍ତିମ ପରିଣତି ଅତି ଭୟାନକ ହୋଇଥାଏ।

ନିଜର ଉପସ୍ଥିତ ବୁଦ୍ଧି କୁ ପ୍ରୟୋଗ ନକରି ନିଜ ଜୀବନକୁ ଅନୈତିକ ଢଙ୍ଗ ରେ ଅତିବାହିତ କରିବାକୁ ଚାହୁଁଛନ୍ତି ଏମାନେ।ସର୍ବ ଶେଷରେ ଯାହା ଘଟୁଛି ତାହା ସେମାନଙ୍କୁ ସମାଜର ପ୍ରତିକୂଳ ସ୍ଥିତି ଦେଇ ଗତି କରିବାକୁ ବାଧ୍ୟ କରୁଛି ଏବଂ ସମାଜର ଅନୁକୂଳ ସ୍ରୋତ ରେ ସେମାନେ ସାମିଲ୍ ନିଜକୁ କରି ପାରୁ ନାହାଁନ୍ତି।

ତେବେ ଆମେ ଏସବୁ କହିବାର ମାନେ ଯେତେବେଳେ ଯୁବପିଢି କିଛି ଖରାପ୍ କାର୍ଯ୍ୟ କରିବାର ମନ୍ଦ ପ୍ରବୃତ୍ତି ନେଇ ଦୁନିଆ ଆଗରେ ଲଜ୍ଜିତ ହେଉଛନ୍ତି ସେତେବେଳେ ସେମାନେ ନିଜ ପରିବାର ଏବଂ ନିଜର ମାନ ସମ୍ମାନ କୁ ତଳେ ପକାଉଛନ୍ତି। ଯେମିତି ଏଠାରେ ଏହି ଭିଡିଓ ରେ ଆପଣ ଦେଖନ୍ତୁ କିପରି ଭାବରେ ଏହି ପ୍ରେମୀ ଯୁଗଳଙ୍କ ଅବସ୍ଥା ଘଟିଛି। ସେମାନେ କେଉଁ ଭଳି ପରିସ୍ଥିତି କୁ ସାମ୍ନା କରୁଛନ୍ତି।

ଲୋକେ ତାଙ୍କୁ ଯାହା ଇଚ୍ଛା ତାହା କହୁଛନ୍ତି, ଅପ ଶବ୍ଦ ମଧ୍ୟ ବ୍ୟବହାର କରି କହୁଛନ୍ତି। ଭୁଲ୍ ହୋଇ ଯାଇଛି , ଆମକୁ ଛାଡ଼ି ଦିଅନ୍ତୁ, ଆଉ ଏଭଳି ଭୁଲ୍ ହେବନି, ଏହିଭଳି ଭାବରେ ସେମାନେ କହି ଅନୁରୋଧ କରୁଛନ୍ତି ସେମାନଙ୍କୁ ଛାଡ଼ି ଦେବାପାଇଁ। ତେବେ ଏହା ଦ୍ବାରା କାହାର ଚରିତ୍ର ଉପରେ ଆଞ୍ଚ ଆସୁଛି ଥରେ ଏହିଭଳି କାର୍ଯ୍ୟ କରୁଥିବା ଯୁବପିଢି ମାନେ ଭାବିବା ଦରକାର। କାରଣ ସେମାନଙ୍କ ଉପରେ ମଧ୍ୟ ଆଗାମୀ ପିଢୀ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ନିର୍ଭରଶୀଳ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।