ଆଜି ରାତିରେ ଶୋଇବା ବେଳେ ଭଗବାନ କୁ ୧୧ ଥର ଏମିତି କୁହନ୍ତୁ ଏବଂ ସେହି ରାତି ରେ ହିଁ ଚମତ୍କାର ଦେଖନ୍ତୁ।

ଆପଣ ମାନେ ଜାଣିଥିବେ କି ଭାରତରେ 33 କୋଟି ଦେବା ଦେବୀ ଙ୍କୁ ଲୋକ ମାନେ ପୂଜା ଅର୍ଚନା କରିଥାନ୍ତି | ତେବେ ଶଙ୍କଟ ପଡିଲେ ସାଧାରଣତଃ ଆମେ ମହାବୀର ବଜରଙ୍ଗୀ ଙ୍କୁ ପୂଜା କରିଥାଉ | ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ କୁହାଯାଉଛି କୁ ଆଜି ରାତି ଠାରୁ ଗ୍ରହ ପରିବର୍ତ୍ତନ ହେବାକୁ ଯାଉଛି |ଫଳରେ 5 ଗୋଟି ଟି ରାଶିର ଭାଗ୍ୟ ପରିବର୍ତ୍ତନ ହେବା ସହିତ ଧନ ବର୍ଷା ମଧ୍ୟ ହେବାକୁ ଯାଉ.ବର୍ତମାନ ପ୍ରାୟ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗରେ ପୀଡିତ ରହୁଛନ୍ତି,ସେମାନେ ଯେତେ ଔଷଧ ଖାଇଲେ ମଧ୍ୟ ସମ୍ପୂର୍ଣ ସୁସ୍ଥ ହୋଇ ପାରୁନାହାନ୍ତି |

ଜାତକରେ ରୋଗର ଘର ହେଉଛି ଷଷ୍ଠ ଭାଗ, ଆପଣ ରୋଗରୁ ମୁକ୍ତି ପାଇବା ପାଇଁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରୁଥିବେ ନିଶ୍ଚିତ ତଥାପି ଆପଣଙ୍କ ଶରୀର ଭଲ ହେଉନାହିଁ |ମୁଁ ଆଜି ଆପଣକୁ ଏମିତି ଏକ ତିଳକ କଥା କହିବି ଯାହାକି ଆପଣ ଆପଣଙ୍କ ଶରୀରରେ ଲଗାଇଲେ ଆପଣ ବଡ଼ ବଡ଼ ରୋଗରେ ପୀଡିତ ହେବେ ନାହିଁ |ଆପଣ ଯଦି ରୋଗରେ ପୀଡିତ ଅଛନ୍ତି ତେବେ ସମ୍ପୂର୍ଣ ନିରୋଗ ନହେଲେ ବି ଆପଣ କିଛି ମାତ୍ରାରେ ସୁସ୍ଥ ନିଶ୍ଚିତ ହେବେ, ତେବେ ଆସନ୍ତୁ ଜାଣିବା ଏହି ତିଳକ ବିଷୟରେ |
ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ଯେ ଲିମ୍ବ ପତ୍ର ଓ ତୁଳସୀ ପତ୍ର ଆମ ଶରୀର ପାଇଁ ବହୁତ ଉପଯୋଗୀ, ଏହି ପତ୍ର ବ୍ୟବହାର ଦ୍ଵାରା ଆମ ଶରୀରରେ ଅନେକ ରୋଗ ଭଲ ହୋଇଯାଏ |ଏହି ଦୁଇ ପତ୍ରର ବହୁତ ଉପକାରିତା ରହିଛି, ଏହି ତିଳକ ପ୍ରସ୍ତୁତି ପାଇଁ ଆପଣ କିଛି ଲିମ୍ବ ପତ୍ର ଆଣନ୍ତୁ |ଲିମ୍ବ ପତ୍ର ପରିମାଣରେ ତୁଳସୀ ପତ୍ର ମଧ୍ୟ୍ୟ ଆପଣ ଆଣନ୍ତୁ,ଏହି ସମ ପରିମାଣର ଦୁଇ ପ୍ରକାର ପତ୍ରକୁ ଆପଣ ଭଲରେ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ |

ଏହି ଦୁଇ ପତ୍ରର ରସକୁ ଭଲରେ ଚୁପୁଡି ଦିଅନ୍ତୁ ଏବଂ ସେଥିରୁ ବାହାରିଥିବା ରସ ଆପଣ ଏକ ପାତ୍ରରେ ରଖାନ୍ତୁ ଏବଂ ଏଥିରେ ଆପଣ କମଳା ରଙ୍ଗର ସିନ୍ଦୁର ମିଶାଇ ଭଲରେ ମିକ୍ସ କରି ଦିଅନ୍ତୁ |ଏହି ମିଶ୍ରଣକୁ ଆପଣ ଏକ ବର ଗଛର ପତ୍ର ଉପରେ ରଖି ସେହି ପତ୍ରକୁ ଠାକୁର ଘରେ ଠାକୁରଙ୍କ ସାମ୍ନାରେ ରଖାନ୍ତୁ |ଏହାସହିତ ଆପଣ ଭଗବାନଙ୍କ ଉପରେ ଲୟ ରଖି 108 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ, ପରେ ଏହି ମିଶ୍ରଣକୁ ଆପଣ ଏକ ଛୋଟ କାଚ ଜାରରେ ରଖି ଦିଅନ୍ତୁ |


ଏହି ମିଶ୍ରଣକୁ ଆପଣ ଯଦି ବିଶ୍ୱାସର ସହିତ ଲଗାନ୍ତି ତେବେ ଆପଣଙ୍କ ରୋଗ ସମ୍ପୂର୍ଣ ଭଲ ହୋଇଯିବ |ଆପଣ ପ୍ରତ୍ୟେକ ଦିନ ଗାଧୋଇ ସାରିବା ପରେ ମା ଗାୟତ୍ରୀଙ୍କୁ ସ୍ମରଣ କରି ଏହି ତିଳକ ଆପଣଙ୍କ ନାଭିରେ ଲଗାଇବେ ତେବେ ଏହା ଆପଣଙ୍କ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ |

ଏହି ତିଳକ ଲଗାଇବା ସମୟରେ ଆପଣ ଏହାକୁ ରିଙ୍ଗ ଫିଙ୍ଗରରେ ହିଁ ଲଗାଇବେ, ଏହି ତିଳକ ଆପଣ କିଛି ଦିନ ଲଗାନ୍ତୁ ଦେଖିବେ ଏହା ଦ୍ଵାରା ଆପଣଙ୍କର କେତେ ଉପକାର ହେଉଛି |ଆପଣ ଶରୀର ଅସୁସ୍ଥ ଥିଲେ ଆପଣ ଔଷଧ ଖାଇବା ସହିତ ବିଶ୍ୱାସର ସହିତ ଏହି ତିଳକ ଲଗାନ୍ତୁ ଦେଖିବେ ଏହାଦ୍ୱାରା ଆପଣଙ୍କ ଶରୀରର ସମ୍ପୂର୍ଣ ସୁସ୍ଥ ହୋଇଯିବ |ଆପଣ କେବେବି ରୋଗ ଗ୍ରସ୍ତ ହୋଇ ବେଶିଦିନ ରହିବେ ନାହିଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।