ରସୁଣ ଖାଇବା ଦ୍ୱାରା ମୂଳ ରୁ ଶେଷ ହୋଇଥାଏ,ଏହି ୮ଟି ଭୟଙ୍କର ରୋଗ

ରସୁଣ ବିଷୟରେ ସମସ୍ତେ ଜାଣିଥିବେ କାରଣ ରସୁଣ ସବୁ ତରକାରୀ ରେ ମସଲା ରୂପରେ ବ୍ୟବହାର ହୋଇ ଥାଏ l ଏହା ସହିତ ରସୁଣ ମଧ୍ୟ କଞ୍ଚାରେ ଖିଆ ଯାଏ କାରଣ ଏହିପରି ଖାଇଲେ ବହୁତ ଉପକାର ହୋଇ ଥାଏ l କାରଣ ରସୁଣ ଭିଟାମିନ A, B, ତଥା ମାଙ୍ଗାନିଜ, ସୋଡ଼ିଅମ, କ୍ୟାଲସିଅମ, କପର, ପଟାସିଅମ, ଫସଫରସ, ଆଇରନ ଏହା ସହିତ ଫାଇବର ଆଦି ରେ ନିର୍ମିତ ଅଟେ l

ଏହି ସବୁ ରହିଥିବାରୁ ରସୁଣ ରେ ସେଥି ପାଇଁ ରସୁଣ ମଣିଷ ର ଶରୀର ପାଇଁ ବହୁତ ଆବଶ୍ୟକ l ତେବେ ଚାଲନ୍ତୁ ଜାଣିବା ରସୁଣ ଖାଇଲେ କଣ ସବୁ ଉପକାର ହୋଇ ଥାଏ l

1-ରସୁଣ ଜଣେ ମଣିଷ ସବୁଦିନ ଏକ କୋଷା ଖାଏ ତାହାଲେ ତାଙ୍କର ଫୁଡ ପୈଜନ ହୋଇ ନଥାଏ l କାରଣ ଥୀରେ ଥିବା ଆଣ୍ଟି ବାୟୋଟିକ, ଆଣ୍ଟି ଭାଇରସ ଯାହା ଆମର ପାକସ୍ଥଳୀରେ ଥିବା ଏକୋଲି ବ୍ୟାକ୍ଟେରିଆ ମାରିବାରୁ ରକ୍ଷା କରିଥାଏ l

2-ଏହା ଆମକୁ ଚର୍ମ ଜନିତ ରୋଗରୁ ରକ୍ଷା କରିଥାଏ, ଏହା ସହିତ ଏହା ମଧ୍ୟ ଆମର ଚର୍ମ ଜନିତ ସଂକ୍ରମଣ ରୁ ରକ୍ଷା କରେ l ଏହା ମଧ୍ୟ ଚର୍ମ ଜନିତ ବଡ଼ ରୋଗ ଯେମିତି ଚର୍ମ କର୍କଟ ରୋଗ ରୁ ରକ୍ଷା କରେ l କାରଣ ଏହା ଆମର କୋଷ କୁ ଶକ୍ତ କରିଥାଏ l ଏହା କେନସାର ରୋଗରେ ଆକ୍ରାନ୍ତ କୋଷ କୁ ବିଭାଜିତ ହେବାରୁ ରକ୍ଷା କରେ l

3-ଏହାକୁ ପ୍ରତି ଦିନ ନିୟମିତ ଖାଇଲେ ଆମକୁ ଠିକରେ ଭୋକ ଲାଗିଥାଏ l କାରଣ ରଶୁଣରେ ଥିବା ଆଣ୍ଟି ଵlୟୋଟିକ ଯୋଗୁଁ l

4-ରସୁଣ କହିଲେ ଆମ ଶରୀରର ଓଜନ ନିୟନ୍ତ୍ରଣ ହୋଇ ଥାଏ l ଏହା ଅଧିକ ଓଜନ ବଢ଼ିବାରୁ ରୋକି ଥାଏ l ଏହା ଆମ ଶରୀରର ମୋଟା ପା କୁ କମେଇ ଦିଏ ଯଦି ଜଣେ ନିୟମିତ ଏକ କୋଷା ରସୁଣ ଖାଇବ l

5-ରସୁଣ ଖାଇଲେ ଆମର ଆମର ରକ୍ତ ଚାପ ବଢ଼େ ନାହିଁ l ଏହା ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ l ତାହା ସହିତ ଏହା ଆମ ଶରୀର ରକ୍ତରେ ଥିବା କଲେଷ୍ଟ୍ରଲ କୁ କମେଇ ଥାଏ l ଏହା ସହିତ ଏହା ଆମର ରକ୍ତ କୁ ପତଳା କରି ରକ୍ତ ର ଗତି ଠିକ କରାଏ l

6-ଏହା କୁ ନୀତି ସେବନ କଲେ ଆମର ସର୍ଦି ଥଣ୍ଡା ଭଳି ରୋଗ ହୁଏ ନାହିଁ l ଏହା ମଧ୍ୟ ଆଜ୍ମା ଭଳି ରୋଗରୁ ମୁକ୍ତି ଦେଇ ଥାଏ l

7-ଏହା ଆମର ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଏ l ଯାହା ଯୋଗୁଁ ଆମକୁ ହଠାତ କୌଣସି ରୋଗ ହୁଏ ନାହିଁ l

8- ଏହା ହୃତପିଣ୍ଡ ଜନିତ ରୋଗରୁ ମୁକ୍ତି ଦେଇ ଥାଏ l ଏହା ମଧ୍ୟ ଡାଇବେଟିସ ଜନିତ ରୋଗରୁ ମୁକ୍ତି ଦେଇ ଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।