Health Tips – ରସୁଣ ଦ୍ୱାରା 5 ମିନିଟରେ ଜାଣିପାରିବେ ଗର୍ଭରେ ବଢୁଥିବା ପିଲା ପୁଅ ନା ଝିଅ – କେମିତି ଜାଣନ୍ତୁ

ନାରୀକୁ ଆମେ ସାକ୍ଷାତ ଭଗବାନ ବା ଦେବୀ ମାତା ବି କହିପାରିବା କାରଣ ସେ ଆମକୁ ଏ ଦୁନିଆକୁ ଆଣିଛି। ନୂଆ ଦୁନିଆକୁ ଆଣିବାରେ ସହାୟତା କରିଥାଏ ଗୋଟିଏ ନାରୀ। ଆମ ଦେଶରେ ଯେତେବେଳେ ଗୋଟିଏ ସ୍ତ୍ରୀ ମା ହେବାର ଥାଏ ସେତେବେଳେ ସେ ବହୁତ ଖୁସିରେ ଥାଏ। ଯାହା ସବୁବି ହେଉଛି ସବୁ ଭଗବାନଙ୍କ ଆଶୀର୍ବାଦରୁ।

ଆମେ ମାନେ ଜାଣିଛେ ଯଦି ଗୋଟିଏ ନାରୀ ମା ହେବାର ଅଛି ତେବେ ତାଙ୍କର ବନ୍ଧୁ ବାନ୍ଧବ ଏବଂ ପଡୋଶୀ ଘର ଲୋକ ମାନେ ବହୁତ ଖୁସି ହୋଇଥାନ୍ତି, ସେହି ଖୁସିରେ ଗୋଟିଏ ଉତ୍ସବ କରନ୍ତି।

ଯଦି ଜଣେ ନାରୀ ପୁଅ ଜନ୍ମ ଦେଇଛି ତେବେ ଖୁସିରେ ଲହରୀ ଖେଳିବା କିନ୍ତୁ ଯଦି ଝିଅ ଜନ୍ମ ହୋଇଛି କେହି ଖୁସି ହୁଅନ୍ତି ନାହିଁ ଆଉ କିଛି ବି ଉତ୍ସବ ପାଳନ କରନ୍ତି ନାହିଁ। ସମସ୍ତେ ଝିଅକୁ ବୋଝ ବୋଲି ମନେ କରନ୍ତି। ଝିଅକୁ ଭାବନ୍ତି ଅବହେଳା ଆଉ ହୀନ ବୋଲି ମନେ କରନ୍ତି, ଆଉ କୁହନ୍ତି ସେ କିଛି କରିପାରିବ ନାହିଁ। ତାକୁ ମଧ୍ୟ ଆଗକୁ ବଢ଼ିବାରେ ସୁଯୋଗ ଦିଅନ୍ତି ନାହିଁ। ସେଥିପାଇଁ ଝିଅ ମାନେ ତଳେ ରହିଛନ୍ତି । ଆମ ସମାଜରେ ନାରୀକୁ ଦୁର୍ବଳ ,ହୀନ ମନେ କରନ୍ତି।

ନାରୀ ତାର କଷ୍ଟ କରି ଏ ଦୁନିଆକୁ ଆମ ମାନଙ୍କୁ ଆଣିଥାଏ। ଯେତେବେଳ ନାରୀ ଗର୍ଭବତୀ ରୁହେ ତାଙ୍କ ଘର ଲୋକଙ୍କ ମନରେ ଥାଏ ଯେ ଯିଏ ଜନ୍ମ ହେବାକୁ ଅଛି ସେ ପୁଅ ନ ଝିଅ । ସେଥିପାଇଁ ସେ ସବୁବେଳେ ଡାକ୍ତରଙ୍କ ସହ ପରମର୍ଶରେ ଥାଆନ୍ତି। ଏବେ ତ ବିଜ୍ଞାନ ଯୁଗ ,ବିଜ୍ଞାନର ଅଗ୍ରଗତି ଯୋଗୁ ପୁଅ କି ଝିଅ ଜାଣିବା ପାଇଁ ଯନ୍ତ୍ର ଉଭାବନ ସରିଛି। ଏହି ଯନ୍ତ୍ର ମାଧ୍ୟମରେ ଯଦି ଝିଅ ବୋଲି ଜଣା ପଡୁଛି ତେବେ ଝିଅକୁ ନଷ୍ଟ କରିଦିଆ ଯାଉଛି। ତେଣୁ ସରକାର ଏହାକୁ ଆଇନଗତ ଅପରାଧ ବୋଲି କହୁଛନ୍ତି।

ଏବେ ସରକାର ଏହକୁ ବନ୍ଦ କରିଦେଇଛନ୍ତି।କିନ୍ତୁ ଏବେ ଲୋକମାନେ ଅନେକ ସ୍ଥାନରେ ବହୁତ ଟଙ୍କା ଦେଇକି ଅଲ୍ଟ୍ରାସାଉଣ୍ଡ କରିକି ପୁଅ ଅଛି କି ନାହିଁ ଜାଣିବାକୁ ଚାହୁଁଛନ୍ତି। ଯଦି ଆପଣ ଏହାକୁ ଜାଣିବାକୁ ଚାହୁଁଛନ୍ତି। ତାହାପାଇ ଆମର ଘରୋଇ ଉପଚାର ଅଛି ଯାହା ମାଧ୍ୟମରେ ଆପଣ ମାନେ ଗର୍ଭରେ ପୁଅ କି ଝିଅ ଅଛି ଜାଣିପାରିବେ । ଏହି ଉପଚାରରେ କିଛି ଶରୀର ଉପରେ ପ୍ରଭାବ ପଡେ ନାହିଁ। ଏହା ବହୁତ କମ ମୂଲ୍ୟରେ ଭଲ ଉପଚାର ମିଳିବ।

ଏହି ଉପଚାର ଦ୍ୱାରା ଗର୍ଭ ଉପରେ କିଛି ପ୍ରଭାବ ପକାଏ ନାହିଁ। ତେବେ ଏହି ଉପଚାର ପାଇଁ ରସୁଣ ଆଣିପାରିବେ। କିନ୍ତୁ ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ର ପୃଷ୍ଠରେ ପହଂଚିଲେଣି। ପରେ ବୈଜ୍ଞାନିକ ମାନେ ଏହା ଜାଣିଲାପରେ ଆଶ୍ଚର୍ଯ୍ୟ ହୋଇଗଲେ। ପରେ ରସୁଣ ଦ୍ୱାରା ଏସବୁ କେମିତି ସମ୍ଭବ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ।

ଏହା ପରେ ଅନେକ ସମୟରେ ସତ ବୋଲି ହୋଇଛି। ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ରସୁଣ ଖାଆନ୍ତୁ। ଏହାକୁ ଖାଇବାପରେ ଯଦି ଦୁର୍ଗନ୍ଧ ବାହାରେ ତେବେ ପୁଅ ହୋଇପାରେ କିନ୍ତୁ ଯଦି ଦୁର୍ଗନ୍ଧ ନ ଆସେ ଝିଅ ହେବ ହୋଇପାରେ , ଏଥିରେ ନିଶ୍ଚିନ୍ତ ନୁହେଁ କିନ୍ତୁ ଅନୁମାନ କରାଯାଇପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।