ଦେଖନ୍ତୁ ଭିଡ଼ିଓ ! ରାସ୍ତାରେ ଚାଲୁଛି ଅଦ୍ଭୁତ ମୁଣ୍ଡଥିବା ସାପ, ଏମିତି ସାପ ଆପଣ ଆଗରୁ କେବେ ବି ଦେଖି ନ ଥିବେ…

କହିବାକୁ ଗଲେ ୨୦୨୦ ମସିହା ସମସ୍ତ ଙ୍କ ପାଇଁ ବହୁତ୍ ଖରାପ୍ ଅଟେ । ଏହି ବର୍ଷ କରନା ସଂକ୍ରମଣ କେତେ ଲୋକ ମଲେଣି ତାହା କହିବା ଅସମ୍ଭବ ଅଟେ । ଏହା ସହିତ ଏହି ବର୍ଷ କେତେ ଅଘଟଣା ଘଟିଛି ତାହାର ହିସାବ ନାହିଁ । ଏହାରି ଭିତରେ ଦିନ କୁ ଦିନ ନୂଆ ଓ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟୁଛି। ସତରେ ଏହି ୨୦୨୦ ମସିହା ଟି ବହୁତ୍ ଅଶୁଭ ଅଟେ ସମସ୍ତ ଙ୍କ ପାଇଁ । ଏହି ବର୍ଷ ଟି ସମସ୍ତ ଙ୍କ ପାଇଁ କେତେ ଯେ ଅଶୁଭ ତାହା ଏହି ବର୍ଷ ଘଟୁଥିବା ଘଟଣା ମାନ ରୁ ଜଣା ପଡ଼ିଥାଏ । ଏହି ୨୦୨୦ ରେ ଆହୁରି କେତେ କଣ ଅଶୁଭ ଜିନିଷ ଓ ଅଜବ ଜିନିଷ ଦେଖିବାକୁ ମିଳିବ ତାହା କେହି ଜାଣି ନାହାଁନ୍ତି ।

ସୋସିଆଲ ମିଡ଼ିଆ ରେ କେଉଁଠି ଅଜବ ପ୍ରକାର ସାପ ଦେଖିବା ପାଇଁ ମିଳି ଅଛି ତ କେଉଁଠି ହଳଦିଆ ରଙ୍ଗ ର କଇଁଛ । ଏହା ସହିତ ହଳଦିଆ ବେଙ୍ଗ ମଧ୍ୟ ଦେଖିବାକୁ ମିଳିଛି । ଏବେ ପୁଣି ଥରେ ସୋସିଆଲ ମିଡ଼ିଆ ରେ ଆଉ ଏକ ଅଜବ ଫଟୋ ସେୟାର ହୋଇଛି ଯାହା କୁ ଦେଖିଲେ ଆପଣ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଅଜବ ସାପ ବିଷୟ ରେ।

ତେବେ ଆମେ ଆପଣ ଙ୍କୁ ଜଣାଇବା ପାଇଁ ଚାହୁଁଛୁ ଯେ ଆପଣ କଣ କେବେ ଅଧା ଚନ୍ଦ୍ର ପରି ମୁଣ୍ଡ ଥିବା ସାପ ଦେଖି ଅଛନ୍ତି କି।ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା । ସୋସିଆଲ ମିଡ଼ିଆ ରେ ମଧ୍ୟ ଏହି ସାପ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହି ଅଜବ ରୂପ ଥିବା ସାପ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ।

ଭର୍ଜିନିଆ ୱାଇଲ୍ଡ ଲାଇଫ ରୀମୁଭାଲ ସର୍ଭିସ୍ ଆଣ୍ଡ କଣ୍ଟ୍ରୋଲ ସ୍ନେକ୍ ଆଇଦେନ୍ତିଫିକେଶନ ମ୍ୟାମେଜମେଣ୍ଟ ମଧ୍ୟ ଏହି ଅଦ୍ଭୂଦ ସାପ କୁ ଦେଖିଛନ୍ତି । ତେବେ ଯେତେବେଳେ ଏହି ସାପ ର ଫଟୋ ପୋଷ୍ଟ କରାଗଲା ବହୁତ୍ ଲୋକ ଏହାକୁ ନେଇ ବହୁତ୍ ପ୍ରକାର ଟିପ୍ପଣୀ ରଖିଲେ ।

ଏହି ଅଜବ ସାପ ଟି ର ମୁଣ୍ଡ ଦେଖିବାକୁ ଅଧା ଚନ୍ଦ୍ର ଆକୃତି ର ଅଟେ ।ଏହାର ଲମ୍ବ ପ୍ରାୟ ୧୦-୧୨ ଇଞ୍ଚ୍ ଏହା ପରେ ଏହି ଅଦ୍ଭୁଦ ସାପ ବିଷୟ ରେ ଜଣା ପଡ଼ିଲା ।।ଏହାକୁ ହ୍ୟମର ହେଡ ୱର୍ମ କୁହା ଯାଉଛି । ଯାହା କି ଏକ ଆକ୍ରମଣ ପ୍ରଜାତି ର ପ୍ରାଣୀ ଅଟେ । ସେହି ପରି ଆଉ କିଛି ଲୋକ ନିଜ ମତାମତ ରେ ଜଣାଇ ଅଛନ୍ତି ଯେ ଏହି ସାପ କୁ ମାରିବା ବହୁତ୍ କଠିନ ଅଟେ । ଏହାକୁ ସମ୍ପୂର୍ଣ ମାରିବା ପରେ ମଧ୍ୟ ଏହା ପୁନଃ ଜୀବିତ ହୋଇ ଜାଏ ।

ତେଣୁ ଏହି ସାପ କୁ ନେଇ ଲୋକ ମାନଙ୍କ ମନରେ ଭୟ ଉପୁଜିଛି । ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଚାଲିଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।