ଆଶ୍ଚର୍ଯ୍ୟ ! ରାସ୍ତାରେ ବହୁତ ସ୍ପିଡ଼ ରେ ଯାଉଥିଲା ଦୁଧ କଣ୍ଟେନର, ପୋଲିସ କୁ ହେଲା ସନ୍ଦେହ ସେଥିରୁ ବାହାରିଲା ଏଭଳି ଜିନିଷ, ଯାହା ଦେଖି ସମସ୍ତେ ଅବାକ…..

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଏବଂ ଆଲୋଚନା କରିବା ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ କିନ୍ତୁ ସେହି ଘଟଣା ସତ। ଏମିତି ଅନେକ ଘଟଣା ଥାଏ ଯାହା ଘଟିବା ପରେ ଆମେ ଧାରଣା ବି କରିବାରେ ବିଫଳ ହେଉ ଯେ ଏମିତି ବି ଘଟିପାରେ। ମଣିଷ ଏମିତି ବି ଅସାଧାରଣ କାର୍ଯ୍ୟ କରିପାରେ।ତେବେ ଏହିସବୁ ଘଟଣା ଯେତେବେଳେ ସର୍ବ ସମ୍ମୁଖକୁ ଆସିଥାଏ, ସେତେବେଳେ ଆମେ ତାହାକୁ ଜାଣି ଆଶ୍ଚର୍ଯ୍ୟ ହୋଇ ଯାଉ।

ଅଧିକାଂଶ ସମୟରେ ଆମେ ତାହା ବିଶ୍ୱାସ କରିଥାଉ ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଆମେ ସେହି ବିଷୟରେ ଜାଣି ପାରୁ।ତେବେ ଆସନ୍ତୁ ଜାଣିବା ସେହିଭଳି ଏକ ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।

ଆପଣ ତ ଜାଣିଥିବେ ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ? ସେହିଭଳି କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା, ପରେ ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ।

ସେହିଭଳି ଏକ ଘଟଣା ଘଟିଛି ବିହାର ଏବଂ ଉତ୍ତରପ୍ରଦେଶ ର ବୋର୍ଡର ଚନ୍ଦବାଲି ରେ। ଆପଣ ଏହା ଜାଣିଥିବେ ଯେ କିଛିଦିନ ତଳେ ବିହାରରେ ନିର୍ବାଚନ ର ମାହଲ ବେଶ ସରଗରମ ରହିଥିଲା। ନିର୍ବାଚନ ଚାଲି ଥିବା କାରଣରୁ ସେଠାରେ ନିର୍ବାଚନ ଅଧିକାରୀ ଙ୍କ ପକ୍ଷରୁ ଆଦର୍ଶ ଆଚରଣ ବିଧି ଲାଗୁ କରା ଯାଇଥିଲା।ସେହି କାରଣରୁ ସେଠାରେ ସମସ୍ତ ସ୍ଥାନରେ ମଦ ଦୋକାନ ମଧ୍ୟ ବନ୍ଦ ରହିଥିଲା।

ଯେଉଁ କାରଣରୁ କିଛି ବ୍ୟକ୍ତି ଯେଉଁମାନେ ମଦରେ ଅଭ୍ୟସ୍ତ ଅଟନ୍ତି ସେମାନେ ଏଥିରେ ବହୁତ୍ ହଇରାଣ ହେଉଥିଲେ ଏବଂ ଏଥିପାଇଁ ଅନେକ ଅନୈତିକ ଉପାୟ ଅବଲମ୍ବନ କରି ମଧ୍ୟ ମଦ୍ୟ ପାନ ପାଇଁ ପ୍ରୟାସ ଜାରି ରଖିଥିଲେ। ସେମାନେ ସହିବା ଏବଂ ନିଜକୁ ନିୟନ୍ତ୍ରଣ ଭିତରେ ରଖି ନିୟମ କୁ ମାନିବର ସବୁ ସୀମା ଟପି ଯାଇଥିଲେ।

ଯେଉଁ କାରଣରୁ ଏକ ଅଭିନବ ପ୍ରୟାସ କରି କ୍ଷୀର ଟ୍ୟାଙ୍କର ରେ ସେମାନେ ବିହାର ଏବଂ ଉତ୍ତରପ୍ରଦେଶ ର ବୋର୍ଡର ଚନ୍ଦବାଲି ଦେଇ ମଦ ଆଣୁ ଥିଲେ।ଏହି ଟ୍ୟାଙ୍କର ରେ ପ୍ରବଳ ମାତ୍ରାରେ ମଦ ଆଣୁଥିବା ର ଖବର ପୋଲିସ୍ ପାଇବା ପରେ ଏହାକୁ ଅଟକା ଯାଇଥିଲା ଏବଂ ମଦ ଜବତ କରା ଯାଇଥିଲା। ପୋଲିସ୍ ପକ୍ଷରୁ ଏହି ଚୋରା ମଦ ଚାଲାଣ ରେ ସଂପୃକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରା ଯାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।