2023 Rashifala | ଦୁନିଆର ଭାଗ୍ୟଶାଳୀ ରାଶି (2023 ରୁ 2025 ) ଭାଗ୍ୟ ବଦଳିବ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନ ସହିତ ୧୨ ଗୋଟି ରାଶିର ପ୍ରଭାବ ବିଶେଷ ଭାବେ ରହିଥାଏ।ସଂସାରରେ ଜନ୍ମ ନେଇଥିବା ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ସହିତ ୧୨ ଗୋଟି ରାଶି ଜଡ଼ି ହୋଇ ରହିଥାଏ। ଆଉ ଏହି ରାଶି ମାନେ ବ୍ୟକ୍ତିର ବ୍ୟକ୍ତିତ୍ୱ ବ୍ୟବହାର ବର୍ତ୍ତମାନ ଭବିଷ୍ୟତ ଦର୍ଶାଇଥାନ୍ତି। ଅଲଗା ଅଲଗା ରାଶି ହେବା କାରଣରୁ ପ୍ରତ୍ୟେକ ମନୁଷ୍ୟର ବ୍ୟବହାର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ।
ପ୍ରତ୍ୟେକ ରାଶି ମାନେ କିଛି ନା କିଛି ଗ୍ରହ ମାନଙ୍କର ସଂସ୍ପର୍ଶରେ ଆସିଥାନ୍ତି। ଏହି କାରଣରୁ ଗ୍ରହ ମାନଙ୍କ ସ୍ଥିତି ରାଶି ମାନଙ୍କ ମାଧ୍ୟମରେ ମନୁଷ୍ୟ ଜୀବନ ଉପରେ ପ୍ରଭାବ ପକାଇଥାଏ। ଏଥିପାଇଁ ମନୁଷ୍ୟ ଜୀବନରେ ଉତ୍ଥାନ ପତନ ଦେଖାଯାଏ।
କୁହାଯାଏ କି ଯେତେବେଳେ ଭାଗ୍ୟ ସାଥ୍ ଦେଇଥାଏ ସେତେବେଳେ ଆମେ କିଛି ନ ଚାହିଁ ମଧ୍ୟ ବହୁତ କିଛି ମିଳିଥାଏ। ଆଉ ବେଳେବେଳେ ବହୁତ ପ୍ରୟାସ ପରେ ମଧ୍ୟ ଆମେ ଆମ ପରିଶ୍ରମ ଅନୁଯାୟୀ ଫଳ ପାଇପାରୁ ନଥାଉ।ତେବେ ଆଗାମୀ ୨୦୨୩ ରୁ ଆରମ୍ଭ କରି ୨୦୨୫ ମଧ୍ୟରେ ୫ ଗୋଟି ରାଶି ଭାଗ୍ୟଶାଳୀ ହେବାକୁ ଯାଉଛି। ଏହି ରାଶି ମାନେ ବର୍ଷ ୨୦୨୩ ଓ ୨୦୨୫ ମଧ୍ୟରେ ସମ୍ପୂର୍ଣ୍ଣ ରାଜ କରିବେ।
ତେବେ ଜାଣିବା ସେହି ୫ ଗୋଟି ଭାଗ୍ୟଶାଳୀ ରାଶି ମାନଙ୍କ ବାବଦରେ ଯେଉଁ ମାନଙ୍କ ଭାଗ୍ୟରେ ଭଗବାନ୍ ଶନିଦେବ ଏବଂ ଦେବଗୁରୁ ବୃହସ୍ପତି କରିବେ ଧମାଲ୍।ଭଗବାନ୍ ଶନିଦେବ ଏବଂ ଦେବଗୁରୁ ବୃହସ୍ପତି ଶୁଭ ଦୃଷ୍ଟି ଏହି ବ୍ୟକ୍ତି ମାନଙ୍କ ଉପରେ ପଡ଼ିବା ପାଇଁ ଯାଉଛି ଯାହା ଫଳରେ ଏମାନେ ବର୍ଷ ୨୦୨୩ ଓ ୨୦୨୫ ମଧ୍ୟରେ ରାଜ କରିବେ।
୧- ମେଷ ରାଶି
ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ୨୦୨୩ ରୁ ୨୦୨୫ ମଧ୍ୟରେ ବନୁଅଛି ରାଜଯୋଗ। ବ୍ୟବସାୟୀ ମାନଙ୍କ ପାଇଁ ଏହା ଏକ ଉତ୍ତମ ସମୟ ଅଟେ ବ୍ୟବସାୟ କ୍ଷେତ୍ରରେ ଏମାନେ ଆଶା ଠାରୁ ବହୁତ୍ ଅଧିକ ଲାଭ ପାଇବାର ଯୋଗ ବନୁଅଛି। ଏହା ସହ ବିବାହ ହେବାର ଯୋଗ ମଧ୍ୟ ରହିଛି ବିବାହ ପରେ ଆପଣଙ୍କ ଭାଗ୍ୟ ଉଦୟ ହେବା ପାଇଁ ଯାଉଛି।
୨- ସିଂହ ରାଶି
ଏହି ସିଂହ ରାଶି ଙ୍କର ବ୍ୟକ୍ତି ଙ୍କର ଭାଗ୍ୟ ଚମକି ବାକୁ ଯାଉଛି । ଆଉ ତାହା ସହିତ ଯାହା କୁହାଯାଉଛି କି ଶନିଦେବ ଙ୍କର ବିଶେଷ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି ।ତେବେ ଏହି ରାଶିର ବ୍ୟକ୍ତି ମାନେ ସେମାନଙ୍କର ସାଥି ଙ୍କ ସହିତ ବେଶ ଭଲ ସମୟ କଟାଇବେ ବୋଲି କୁହାଯାଉଛି ।ଧନ ବର୍ଷା ର ଯୋଗ ମଧ୍ୟ ରହିଛି ଏହି ରାଶିର ବ୍ୟକ୍ତି ଙ୍କ ଜୀବନରେ ।
୩- ମିଥୁନ ରାଶି
ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବର୍ଷ ୨୦୨୩ ଓ ୨୦୨୫ ଅତ୍ୟନ୍ତ ଶୁଭ ରହିବ। ଆଗରୁ ଯାହାବି ସମସ୍ୟା ରହିଛି ତାହା ଦୂର ହେବା ପାଇଁ ଯାଉଛି। ବହୁତ୍ ଦିନରୁ ଯେଉଁ କାର୍ଯ୍ୟ ଅଟକି ରହିଥିଲା ଯେଉଁ କାର୍ଯ୍ୟ ଆପଣଙ୍କ କରିବାକୁ ଚାହିଁ କରି ପାରି ନାହାଁନ୍ତି ଏବଂ ଆପଣଙ୍କ ଭାଗ୍ୟ ସାଥ୍ ଦେଉନଥିଲା ତେବେ ଏହି ବର୍ଷ ୨୦୨୩ ଓ ୨୦୨୫ ମଧ୍ୟରେ ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଯାଉଛି।
୪- ତୁଳା ରାଶି
ଏହି ରାଶିର ବ୍ୟକ୍ତି ମାନଙ୍କର ଜୀବନରେ ନୂଆ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ତେବେ ଏହା ସହିତ ଧନ ର ଯୋଗ ମଧ୍ୟ ହେବାକୁ ଯାଉଛି । ଚାକିରୀ କ୍ଷେତ୍ରରେ ମଧ୍ୟ ଆଶାତୀତ ସଫଳତା ମଧ୍ୟ ପାଇବାକୁ ଯାଉଛନ୍ତି ଏହି ରାଶିର ବ୍ୟକ୍ତି ମାନେ । ତାହା ସହିତ ଅନ୍ୟ ମାନ ଙ୍କ ପାଖରୁ ସଫଳତା ମଧ୍ୟ ପାଇବେ ଏହି ରାଶିର ବ୍ୟକ୍ତି ମାନେ ।
୫- ବିଛା ରାଶି
ଏହି ରାଶିର ବ୍ୟକ୍ତି ମାନେ ବାଣିଜ୍ୟ କ୍ଷେତ୍ରରେ ପ୍ରଗତି କରିବେ। କ୍ୟାରିୟର କୁ ନେଇ ଯେଉଁ ସମସ୍ୟା ଚାଲିଥିଲା ,ଯେଉଁ ମାନଙ୍କୁ ଚାକିରି ମିଳି ନଥିଲା ସେମାନଙ୍କ ଭାଗ୍ୟ ସାଥ୍ ଦେଉ ନଥିଲା, ତାହାଲେ ନିଶ୍ଚିତ ଭାବରେ ଏହି ଦୁଇ ବର୍ଷ ଆପଣଙ୍କୁ ସାଥ୍ ଦେବ।