ଦେଖନ୍ତୁ ଭିଡ଼ିଓ । ରାନୀ ପଣ୍ଡା ଙ୍କ ରୁଦ୍ରାଭିଷେକ ପୂଜା ପାଠ ର ଭିଡିଓ । ଦେଖନ୍ତୁ ତାଙ୍କ ଘର ର ଦୃଶ୍ୟ…..

ବନ୍ଧୁ ଗଣ ରାନୀ ପଣ୍ଡା ନାମଟି ଶୁଣି ଥିବେ ନିଶ୍ଚିତ ଭାବେ। ଯାତ୍ରା ଜଗତର ଜଣେ ଚର୍ଚ୍ଚିତ ଅଭିନେତ୍ରୀ ଭାବେ ସେ ଦର୍ଶକ ମହଲରେ ଜଣା ଶୁଣା। ତେବେ ଦର୍ଶକ ମାନେ କେବଳ ତାଙ୍କୁ ରାନୀ ପଣ୍ଡା ନାମରେ ନୁହେଁ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ନାମରେ ଜାଣନ୍ତି। କାରଣ ଅନେକ ଘଟଣା ସମ୍ପର୍କରେ ନିଜର ବିବାଦୀୟ ମନ୍ତବ୍ୟ ଦେଇ ସେ ସର୍ବଦା ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ପୁଣି ଭିଡିଓ ଜରିଆରେ ଏବେ ସାମ୍ନାକୁ ଆସିଲେ ଚର୍ଚ୍ଚିତ ଅଭିନେତ୍ରୀ ରାନୀ ପଣ୍ଡା।ତାଙ୍କର କଥା ବାର୍ତ୍ତା ଏବଂ ବୟାନ ବାଜି ଏବଂ କିଛି ପଦକ୍ଷେପ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି।ଏହି ନାମି ଦାମୀ ଅଭିନେତ୍ରୀ ଜଣକ ବର୍ତ୍ତମାନ ସୁଧା ବିବାହ କରି ନାହାନ୍ତି।

ଏହି ଅଭିନେତ୍ରୀ ଜଣଙ୍କ ଏବେ ଓଡ଼ିଶାର ଜଣେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି। ତାଙ୍କ ବିଷୟରେ ଅନେକ କଥା ଜାଣିବା ପାଇଁ ଅନେକ ଇଚ୍ଛା ପ୍ରକାଶ ମଧ୍ୟ କରୁଛନ୍ତି।ତେବେ ଏବେ ଏହି ଅଭିନେତ୍ରୀ ଜଣଙ୍କର ଆଉ ଏକ ଭିଡିଓ ସାମ୍ନା କୁ ଆସିଛି ଯେଉଁଥିରେ ସେ ପୂଜା କର୍ମରେ ନିଜକୁ ନିୟୋଜିତ କରିଥିବାର ଦେଖିବାକୁ ମିଳୁଛି। ଯେଉଁ ଭିଡିଓ କୁ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ରେକର୍ଡ କରିବା ପରେ।ଏଠାରେ ସେ ଶାଢ଼ୀ ପିନ୍ଧି ଏକ ଘରୋଣୀ ବେଶରେ ସଜେଇ ହୋଇଛନ୍ତି।ଏଥିରେ ସେ ବହୁତ୍ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି।

ପାରମ୍ପରିକ ପୋଷାକ ସ୍ୱରୂପ ଶାଢ଼ୀ ପରିଧାନ କରି ମହାଦେବଙ୍କ ରୁଦ୍ର ଅଭିଷେକ ପୂଜା ନିମନ୍ତେ ଅଗ୍ରସର ହେଉଛନ୍ତି ବୋଲି ଭିଡିଓ ରେ କହିଛନ୍ତି।ତାପରେ ସେ ମନ୍ଦିର ଭିତରେ ପୂଜା ଅର୍ଚ୍ଚନା ସହିତ, ମନ୍ତ୍ର ପାଠ କରା ଯାଉଥିବାର ଦେଖା ଯାଉଛି।ସେ ନିଜେ ମଧ୍ୟ ମହାଦେବଙ୍କ ଉପରେ କ୍ଷୀର ଢ଼ାଲୁଛନ୍ତି। ଏହିପରି ଭାବରେ ସେହି ମାହଲଟି ସମ୍ପୂର୍ଣ୍ଣ ଭାବରେ ପୂଜାର ମାହଲ ହୋଇଛି।ଏହାର ଭିଡିଓ କେହି ଜଣେ ରେକର୍ଡ କରିଛି।

ତେବେ ରାନୀ ପଣ୍ଡା ଏହିଭଳି ଭାବରେ ରୁଦ୍ରାଭିଶେକ କୁ ଏବଂ ତାଙ୍କର ଏଭଳି ପୂଜାର୍ଚ୍ଚନା ର ଗେଟ୍ ଅଫ୍ କୁ ନେଇ ସମସ୍ତେ ପ୍ରଶଂସା କରିବା ସହିତ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।ତେବେ ବିବାଦୀୟ ଅଭିନେତ୍ରୀ କୁହା ଯାଉଥିବା ରାନୀ ପଣ୍ଡାଙ୍କ ନାମରେ ଆପଣ ମାନେ ଅନେକ ଖରାପ ବା ଅଶ୍ଳିଲ କଥା ଶୁଣି ଥିବେ।

ତେବେ ବନ୍ଧୁ ଗଣ ଆମେ କାହାର ବ୍ୟକ୍ତିଗତ କାର୍ଯ୍ୟକୁ ନେଇ ତା ସମ୍ପର୍କରେ ନିଜର ମତାମତ ଦେବା ନିଜସ୍ଵ ମୂର୍ଖତା କୁ ସୂଚାଇ ଥାଏ। ରାନୀ ପଣ୍ଡା ନିକଟ ଅତୀତରେ ଅନେକ ବନ୍ୟା ପ୍ରପଡ଼ିତ ଙ୍କୁ ସାହାଯ୍ୟ କରିଛନ୍ତି। ଏଥିରୁ ତାଙ୍କର ମହାନୁଭବତା ସମ୍ପର୍କରେ ପରିଚୟ ମିଳୁଛି।ଯାହା କି ତାଙ୍କର ନିନ୍ଦୁକ ମାନଙ୍କ ମୁଖକୁ ବନ୍ଦ କରିବାରେ ସହାୟକ ହେବ।ସେ ଅନେକ ଭଲ କାମ ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।