Ramdev Health Tips -ଧଳା ବାଳ କୁ କଳା କରିବାର ଘୋରାଇ ଉପଚାର, ଆଜି ହିଁ କରନ୍ତୁ ୧୦୦% ଗ୍ୟାରେଣ୍ଟି –

ବର୍ତମାନ ସମସ୍ତ ଙ୍କ ବାଳ ଧଳା ହୋଇ ଯାଉଛି l ତେଣୁ ଏହି ଧଳା ବାଳ କୁ କଳା କରିବା ପାଈଁ ଅନେକ ପ୍ରକାର ଚେଷ୍ଠା କରୁଛନ୍ତି l କେହି କେହି ଚୁଟି କୁ କଳା କରିବା ପାଈଁ ଡାକ୍ତର ଙ୍କ ସହିତ ପରାମର୍ଶ କରୁଛନ୍ତି l ଯାହାର କିଛି ଉପଯୋଗିତା ଦେଖାଯାଉନାହିଁ l ଆପଣମାନେ ଅନେକ ସମୟରେ ଅର୍ଥାତ ଯେତେବେଳେ କୌଣସି ପାର୍ଟିରେ ଯାଆନ୍ତି ସେତେବେଳେ ଆପଣଙ୍କୁ ବାଳ ଧଳା ବୋଲି ଜଣା ପଡିଥାଏ l ଆପଣ ସେତେବେଳେ ନିଜର ଚୁଟି ର ଧଳା ପଣ ପାଈଁ ବ୍ୟସ୍ତ ହୋଇଥାନ୍ତି l

ଆପଣ ମାନେ ଜାଣିଥିବେ ଯେ ବର୍ତମାନ ମାର୍କେଟରେ ଅନେକ ପ୍ରକରର ଚୁଟି କୁ କଳା କରିବା ର ଅନେକ ପ୍ରକାର ରାସାୟନିକ ଔଷଧ, ଅଥବା ଶାମ୍ପୁ ମିଳୁଛି ଯାହାକୁ ଆପଣ ମାତ୍ର ଥରେ ଲଗେଇଲେ ଚୁଟି କଳା ହୋଇ ଯାଇ ଥାଏ l କିନ୍ତୁ ଏହି ରାସାୟନିକ ଶାମ୍ପୁ ଯେତେ ପର୍ଯ୍ୟନ୍ତ ଲଗାଉ ଥିବେ ଆପଣ ଙ୍କ ବାଳ କଳା ଥିବ କିନ୍ତୁ ଯେତେ ବେଳେ ଏହା ନିୟମିତ ବ୍ୟବହାର କରିବl ଛାଡି ଦେବେ ପୁଣି ପୂର୍ବ ତନ ରଙ୍ଗ ଫେରି ଆସେ l

ଏଥିରେ ଆମର ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ l ଆଉ ଆମର କୌଣସି ଲାଭ ହୁଏ ନାହିଁ l ଆପଣ ବହୁତ ଖର୍ଚ୍ଚାନ୍ତ ହୋଇଥାନ୍ତି l ଆମେ ଆପଣକୁ ଏମିତି ଏକା ଉପାୟ ବତେଇବୁ ଯାହାକୁ ଆପଣ ଘରେ ଅତି ସହଜରେ ବନେଇ ପାରିବେ l ଯାହାକୁ ମାତ୍ର କିଛି ଦିନ ବ୍ୟବହାର କରିବା ପରେ ଆପଣ ସମ୍ପୂର୍ଣ ରୂପେ ଧଳା ବାଳ କୁ କଳା ହୋଇଯିବେ l ତେବେ ଚାଲନ୍ତୁ ଜାଣନ୍ତୁ କଣ ଏହି ଜିନିଷ ଗୁଡ଼ିକ ବ୍ୟବହାର କରିବା l

କହି ବାକୁ ଗଲେ ଶରୀର ରେ ମେଳାଳୀନ କମି ଗଲେ l ଶରୀର ଏହି ଅଂଶ କମି ଗଲେ ଦେହ ଧଳା ପଡି ଯାଏ ଓ ସେହି କାରଣ ରୁ ମଥା ରେ ଚୁଟି ମଧ୍ୟ ପାଚି ଯାଏ l ଦ୍ୱିତୀୟ ରେ ଶାରୀରିକ ସମ୍ପର୍କ ରଖିଲେ ମଧ୍ୟ ଅନେକ ପ୍ରକାର କାରଣ ରୁ ଏହି ପରି ହୋଇ ଥାଏ l ଏହି କେତୋଟି କାମ କଲେ ଆପଣ ମଥା ର ଚୁଟି କଳା ହୋଇ ଯିବ l

1. ଆପଣ ଅଧିକ ମାତ୍ର ରେ ପନିପରିବା ଖାଇବା ଓ ସେଥି ମଧ୍ୟ ରୁ ଅଧିକ ପରିମାଣ ରେ ଗାଜର ଖାଆନ୍ତୁ l ଦେଖିବେ ଆସ୍ତେ ଆସ୍ତେ ଚୁଟି କଳା ହୋଇ ଯିବ l

2. ଅମଲା ଏହି ଫଳ କୁ ପ୍ରତି ଦିନ 2 ଟି ନିଶ୍ଚୟ ଖାଇବେ l ଏହା ଖାଇବା ପରେ ଦେଖିବେ କେମିତି ଆପଣଙ୍କ ଚୁଟି କେମିତି ଆସ୍ତେ ଆସ୍ତେ ଘନ କଳା ହୋଇ ଯିବ ସହିତ ଚୁଟି ଗହଳ ମଧ୍ୟ ହୋଇ ଯାଇ ଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।