ଗୋରା ହେବାର ଘରୋଇ ଉପଚାର ୧୦୦ % ଗ୍ୟାରେଣ୍ଟି, ଆଜି ହିଁ କରନ୍ତୁ ଏହି ଉପାୟ – Ramdev Health Tips

ବର୍ତମାନ ସମସ୍ତେ ଗୋରାହେବା ପାଈଁ ଅନେକ ପ୍ରକାର ଚେଷ୍ଠା କରୁଛନ୍ତି l କେହି କେହି ଗୋରା ହେବା ପାଈଁ ଡାକ୍ତର ଙ୍କ ସହିତ ପରାମର୍ଶ କରୁଛନ୍ତି l ଯାହାର କିଛି ଉପଯୋଗିତା ଦେଖାଯାଉନାହିଁ l ଆପଣମାନେ ଅନେକ ସମୟରେ ଅର୍ଥାତ ଯେତେବେଳେ କୌଣସି ପାର୍ଟିରେ ଯାଆନ୍ତି ସେତେବେଳେ ଆପଣଙ୍କୁ କଳା ଗୋରାର ଫରକ ଜଣା ପଡିଥାଏ l

ଆପଣ ସେତେବେଳେ ନିଜର କଳା ରଙ୍ଗ ପାଈଁ ବ୍ୟସ୍ତ ହୋଇଥାନ୍ତି l କୁହାଯାଏ ଯେ ଯାହାର ଯେମିତି ରଙ୍ଗ ତାହା ଯେତେ ଯାହା କଲେ ମଧ୍ୟ ନିଜର ପ୍ରକୃତ ରଙ୍ଗ ଫେରି ଆସିବ l

ଆପଣ ମାନେ ଜାଣିଥିବେ ଯେ ବର୍ତମାନ ମାର୍କେଟରେ ଅନେକ ପ୍ରକରର ଗୋରା ହେବାର ରାସାୟନିକ ଔଷଧ, ଅଥବା କ୍ରିମ ମିଳୁଛି ଯାହାକୁ ଆପଣ ମାତ୍ର ଥରେ ଲଗେଇଲେ ଗୋରା ହୋଇ ଯାଆନ୍ତି l କିନ୍ତୁ ଏହି ରାସାୟନିକ କ୍ରିମ ଯେତେ ପର୍ଯ୍ୟନ୍ତ ଲଗାଉ ଥିବେ ଆପଣ ଗୋରା ଥିବେ କିନ୍ତୁ ଯେତେ ବେଳେ ଏହା ନିୟମିତ ବ୍ୟବହାର କରିବl ଛାଡ଼ିଦେବେ ସେତେବେଳେ ମୁହଁରେ ନାନା ପ୍ରକାରର ରୋଗ ବାହାରି ଯାଏ l ଏଥିରୁ ପୁଣି ମୁକ୍ତି ପାଇବl ପାଈଁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିଥାଏ l

ଏଥିରେ ଆମର ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ l ଆଉ ଆମର କୌଣସି ଲାଭ ହୁଏ ନାହିଁ l ଆପଣ ବହୁତ ଖର୍ଚ୍ଚାନ୍ତ ହୋଇଥାନ୍ତି l ଆମେ ଆପଣକୁ ଏମିତି ଏକା ଘର ତିଆରି ଫେସିଆଲ ବତେଇବୁ ଯାହାକୁ ଆପଣ ଘରେ ଅତି ସହଜରେ ବନେଇ ପାରିବେ l

ଯାହାକୁ ମାତ୍ର ସାତ ଦିନ ବ୍ୟବହାର କରିବା ପରେ ଆପଣ ସମ୍ପୂର୍ଣ ଗୋରା ହୋଇଯିବେ l ବିଶେଷ ରୂପେ ମହିଳା ମାନେ ଗୋରା ହେବା ପାଈଁ ଇଛା କରିଥାନ୍ତି l ତେଣୁ ଏହି ଫେସିଆଲ କୁ ଅତି ସହଜରେ ବ୍ୟବହାର କରିବେ l ତେବେ ଚାଲନ୍ତୁ l ଜାଣନ୍ତୁ କେମିତି ଏହି ଘରୋଇ ଫେସିଆଲ ବନେଇବେ l

1. ପ୍ରତିଦିନ 250 ଗ୍ରାମ ର କ୍ଷୀର କୁ ଦେହ ରେ ମାଲିସ କରନ୍ତୁ l ଏମିତି କିଛି ଦିନ କଲେ ଗୋରା ହୋଇ ଯିବେ l

2.ପ୍ରତିଦିନ ଗାଧୋଇବା ପୂର୍ବ ରେ ବେସନ ରେ କିଛି ସୋରିଷ ତେଲ ମିଶାଇ ଗାଧେଇବେ l

3, ଏହାକୁ ଭଲରେ ମିଶାନ୍ତୁ, ଏହା ପରେ ଏଥିରେ ହଳଦୀ ମିଶାନ୍ତୁ, ଏହା ସହିତ ହଳଦୀ ଅଧା ଦହି ହଳଦୀ ମିଶାଇ ଦିୟନ୍ତୁ l ଏହା ପରେ ଭଲ ଭାବରେ ଫେଣ୍ଟି ମୁହଁରେ ଲଗେଇ 15ମିନିଟ ରଖନ୍ତୁ ଏହା ପରେ ଫେସୱାସ ରେ ଧୁଇ ଦିୟନ୍ତୁ l

4 ପ୍ରତିଦିନ କିଛି କ୍ଷୀର ରେ ଅଳ୍ପ ହଳଦୀ ଗୁଣ୍ଡ ମିଶାଇ ପିଅନ୍ତୁ ଦେଖିବେ ଆପଣ ଙ୍କର ତ୍ୱଚା କେମିତି ବଦଳି ଯିବ l ଏମିତି 90 ଦିନ କରନ୍ତୁ ଆପଣ ଗୋରା ହୋଇ ଯିବେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।