ବାହାଘର ପାର୍ଟି ରେ କନିଆଁର ” Ram ji ki chal dekho ” ଗୀତରେ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ଆମେ ପ୍ରତିଦିନ ସୋସିଆଲ ମିଡ଼ିଆ ରେ କିଛି ନା କିଛି ଭିଡ଼ିଓ ମାନ ଦେଖିବା ପାଇଁ ପାଇଥାଉ ଯାହା ବେଳେ ବେଳେ ଏତେ ସୁନ୍ଦର ଓ ମନଲୋଭା ହୋଇ ଥାଏ କି ଦେଖିଲେ ଆଖି ମଧ୍ୟ ଫେରାଇ ହୁଏ ନାହିଁ | ତେବେ ଆଜିକାଲି ଯୁଗରେ ଯାହା ବି କେଉଁଠି ହେଲା ତାହା ସଙ୍ଗେ ସଙ୍ଗେ ନିଜ ମୋବାଇଲ ରେ ରେକର୍ଡ କରି ଲୋକେ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଦେଇ ଥାଆନ୍ତି ଆଉ ତାହା ନିଜ ଅଜାଣତରେ ଏତେ ମାତ୍ରା ରେ ଭାଇରାଲ ହୋଇ ଥାଏ କି ଆପଣ କଳ୍ପନା ମଧ୍ୟ କରି ପାରିବେ ନାହିଁ | ତେବେ ପ୍ରାୟ ସମୟରେ ବାହାଘର ର ବର କନିଆଁ ଙ୍କ ଦୃଶ୍ୟ ବା ଅନ୍ୟାନ୍ୟ କିଛି ଝଲକ ଦେଖିବା ପାଇଁ ମିଳିଥାଏ |

ଆପଣ ତ ଜାଣିଛନ୍ତି ବାହାଘର ରେ ଯଦି ନାଚ ନ ହେବ ତେବେ ସେହି ବାହାଘର ରେ ଆଉ କୌଣସି ମଜା ଆସି ନଥାଏ, ଆଉ ବାହାଘର କେଉଁଠି ଦେଖିଲା ମାନେ ସେଠାରେ ଜବରଦସ୍ତ ଡ୍ୟାନ୍ସ ମଧ୍ୟ ହୋଇ ଥାଏ |

ଯାହାକି ବେଳେ ବେଳେ ସେହି ବାହାଘର ର ଡ୍ୟାନ୍ସ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଥାଏ, ତେବେ ସେଭଳି ଭାବେ ଏକ ବାହାଘର ରେ ବର ଓ କନ୍ୟା ଙ୍କର ଏକ ସୁନ୍ଦର ଡ୍ୟାନ୍ସ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ଆପଣ ତ ଜାଣିଛନ୍ତି କେଉଁଠି ଡ୍ୟାନ୍ସ ଦେଖିଲେ ନିଜ ପାଦ ମଧ୍ୟ ନାଚି ଉଠେ ଆଉ ଏହି ଡ୍ୟାନ୍ସ କୁ ଦେଖି ଆପଣ ବେସ ଖୁସି ମଧ୍ୟ ଅନୁଭବ କରିବେ |

ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି କେଉଁ ଭଳି ଭାବରେ ପୁଅ ଜଣଙ୍କ ସୁନ୍ଦର ରୋମାଣ୍ଟିକ ଗୀତ ରେ ଷ୍ଟେଜ ଉପରେ ଡ୍ୟାନ୍ସ କରିବାକୁ ଲାଗିଥିଲେ | ଆଉ ତାଙ୍କର ସାଥ ଦେବା ପାଇଁ ବାହାଘର ର ମଞ୍ଚ ଉପରେ ବର ଓ କନ୍ୟା ଙ୍କର ଜବରଦସ୍ତ ଡାନ୍ସ ପଫମାନ୍ସ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଭିଡ଼ିଓ ଟିରେ | ଆଉ ଯାହା କୁ ଦେଖି ସମସ୍ତେ ବେଶ ଖୁସି ହୋଇ ଯାଇଥିଲେ ବୋଲି କୁହାଯାଉଛି ଓ ସମସ୍ତେ ଷ୍ଟେଜ ସାମ୍ନା ରେ ଛିଡା ହୋଇ ଏନଜୟ ମଧ୍ୟ କରିବାକୁ ଲାଗିଥିଲେ |

ଏହା ସହିତ କୁହାଯାଉଛି କି କେବଳ ଵର ଆଉ କନ୍ୟା ମଧ୍ୟ ଷ୍ଟେଜ ରେ ସୁନ୍ଦର ଭାବରେ ଡାନ୍ସ କରିବା ସହିତ ଏନଜୟ ମଧ୍ୟ କରିବାକୁ ଲାଗିଥିଲେ | ନିଜ ବାହାଘର ରେ ବେସ ଖୁସି ହୋଇ ଉଭୟ ବର କନ୍ୟା ଯେପରି ଡ୍ୟାନ୍ସ କରୁଛନ୍ତି ତାହାକୁ ଦେଖିଲେ ଆପଣ ମଧ୍ୟ ବେସ ଖୁସି ଅନୁଭବ କରିବେ କାରଣ ଉଭୟ ଯେମିତି ଡ୍ୟାନ୍ସ ରେ ହଜି ଯାଇଛନ୍ତି | ତେବେ ଏଭଳି ଏକ ବର କନ୍ୟା ଙ୍କର ସୁନ୍ଦର ଡ୍ୟାନ୍ସ ଭିଡ଼ିଓ ଏବେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |