ଦେଖନ୍ତୁ LIVE ଭିଡ଼ିଓ । ଓଃ କି ଦୃଶ୍ୟ । ପୁଣି ରାଜଧାନୀ ଭୁବନେଶ୍ୱର ରେ ବ୍ରାଣ୍ଡେଡ ଚୋର…….

ବର୍ତମାନ ଆମ ଦେଶରେ ସବୁବେଳେ ଚୋରି ହେଉଛି । ଆଜି ବ୍ୟାଙ୍କ ରେ ତୋ କେଉଁଠି ଘରେ ଅଫିସ ରେ ଚୋରି ହେଉଛି । ଆଉ ଚୋର ଲୁଟି ନେଉଛି ଧନ, ଗହଣା, ଘରର ଦାମୀ ଦାମୀ ଜିନିଷ ଚୋରି କରି ରାତାରାତି ଭିକାରୀ କରିଦେଉଛି । ଏହି ଚୋର ମାନେ ମଧ୍ୟ ପୋଲିସ ମାନଙ୍କ ଆଖିରେ ଧୂଳି ଦେଇ ଦେଉଛନ୍ତି । ଆଜି ଆମେ ଆପଣଙ୍କୁ ଏଭଳି ଏକ ଚୋର ବିଷୟରେ କହିବୁ ଯେ କି ହେଉଛି ବ୍ରାଣ୍ଡେଡ ଚୋର ।

ଏହି ବ୍ରାଣ୍ଡେଡ ଚୋର କେଉଁଠି ଏବଂ କେଉଁ ଠାରେ ସେ ବ୍ରାଣ୍ଡେଡ ଚୋରି କରୁଛି ତାହା ବିଷୟରେ ଆମେ ଆପଣଙ୍କୁ କହିବୁ । ଯାହା ଆପଣ ଜାଣିଲେ ହସି ହସି ଗାଡି ଯିବେ । ତେବେ ଚାଲନ୍ତୁ ଜାଣିବା ।

ଆଜିର ସମାଜରେ ଲୋକେ ଚଳିବା ପାଇଁ ନିଜର କୌଶଳ ଅନୁସାରେ ବୃତ୍ତି ବlଛୁଛନ୍ତି । ସେହି ପରି କିଛି କଳୁଷିତ ମାନସିକ ଲୋକ ଚୋରି କରିବl ବୃତ୍ତି ବାଛୁଛନ୍ତି । ଲୋକେ ଅତି କଷ୍ଟରେ ପରିଶ୍ରମ କରି ନିଜର ଘରେ ଆଣି ରଖୁ ଛନ୍ତି କିନ୍ତୁ ଚୋର ମାନେ ସୁବିଧା ସୁଯୋଗ ଦେଖି ତାହାର ଚୋରି କରି ନେଉଛି । ଯାହା ଦ୍ୱାର ସେହି ଲୋକ ଦାଣ୍ଡର ଭିକାରୀ ହେବାକୁ ପଡୁଛି । ଲୋକଙ୍କ ତଣ୍ଟି ଚିପି ଦେଲା ଭଳି ସେମାନେ ଲୋକର ସଂଚିନ୍ତ ଧନକୁ ଚୋରି କରୁଛନ୍ତି ।

ବିଶେଷ କରି ଆଜିର ସ୍ମାର୍ଟ ଚୋର ମାନେ ବଡ ବଡ଼ ସୁନା ଗହଣା ଦୋକାନ ତଥା ବଡ ବଡ଼ ବ୍ୟାଙ୍କ କୁ ଟାର୍ଗେଟ କରୁଛନ୍ତି ଆଉ ତାହାକୁ ଲୁଟି ନେଉଛନ୍ତି । ଯାହା କୁ ଧରିବା ପାଈଁ ପୋଲିସ ମଧ୍ୟ ଅନେକ ସମୟରେ ସକ୍ଷମ ହେଉ ନାହିଁ । ଏହି ଚୋର ମାନେ କେବେବି ଛୋଟ ଛୋଟ ଜିନିଷ ଉପରେ ନଜର ପକାନ୍ତି ନାହିଁ ।

କିନ୍ତୁ ରାଜଧାନୀ ଭୁବନେଶ୍ୱର ରେ ଏଭଳି ଏକ ଚୋର ସେ ଯାହା ଚୋରି କରୁଛି ତାହା ଆପଣ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ଭୁବନେଶ୍ୱର ର ଏକ ଫ୍ଲାଟ ରେ ଜଣେ ଚୋର ଚୋରି କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି ଯାହାକୁ ଆପଣ ଦେଖିଲେ ହସି ବେ । ଆଉ କହିବେ ଆପଣ ବ୍ରାଣ୍ଡେଡ ଚୋର ।

ଚୋର ଟି ଅତି ଭଦ୍ର ବ୍ୟକ୍ତି ଭଳି ଷ୍ଟେୟାର ଉପରେ ଆସୁଛି ବିଭିନ୍ନ ଫ୍ଲୋର ଉପରକୁ ଆଉ ଲୋକଙ୍କ ଶୁଖା ଯାଇଥିବା ପୁରୁଣା ସାର୍ଟ ଗୋଡ଼ିକ ଭଲ ଭାବରେ ଦେଖୁଛି । ଆଉ ପରେ ସେଥିରୁ ଯେଉଁଟା ବ୍ରାଣ୍ଡେଡ ସେଇ ସlର୍ଟ କୁ ନେଇ ସେ ନିଜର ବ୍ୟାଗ ରେ ରଖୁଛି । ପୁଣି ତାହାକୁ ସଜାଡି ।

ଚୋର ଟି କେଉଁ ଠାରୁ ଆସିଛି ଅଥବା ସେ ସେହି ଫ୍ଲାଟ ରେ ରହୁଛି ଯାହାର କିଛି ଜଣା ପଡି ନାହିଁ । କିନ୍ତୁ ଏହି ସବୁ କାର୍ଯ୍ୟ ଚୋର ର ସିସିଟିବି ଫୁଟେଜ ରେ ଜଣା ପଡିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।