ଶୋଇବା ପୂର୍ବରୁ ଜପ କରନ୍ତୁ ଏହି ଦୁଇଟି ମନ୍ତ୍ର ସବୁ ସମସ୍ୟା ହୋଇଯିବ ଦୁର. ସାତ ପୁରୁଷ ପ୍ରଯ୍ୟନ୍ତ ଅଭାବ ରହିବ ନାହିଁ…..
ମାନବ ଜୀବନ ଈଶ୍ୱର ଙ୍କ ବରଦାନ ବୋଲି କୁହାଯାଏ ତେଣୁ ମଣିଷ ଜୀବନ ରେ ଯାହା ବି ସବୁ ଉଥାନ ପତନ ଆସିଥାଏ ଭଗବାନ ଙ୍କ କୃପା ରୁ ଆସିଥାଏ ବୋଲି କୁହାଯାଏ । ଆମ ଜୀବନ ରେ କିଛି ଦିବ୍ୟ ଶକ୍ତି ର ଆଭାସ ଆସିଥାଏ ଯାହା ଆମ ଜୀବନ ରେ ଅନେକ କିଛି ପରିବର୍ତ୍ତନ କରାଇ ଥାଏ । ଆମ ଘରେ ଏମିତି କିଛି ଜିନିଷ ରହିଥାଏ ଯାହା ରହିବା ଦ୍ଵାରା ଆମର ମନସ୍କାମନା ପୂର୍ଣ୍ଣ ହେଉଥାଏ । ଶାସ୍ତ୍ର ରେ କୁହା ଯାଇଛି ଯେ ସଚା ମନରେ ଓ ଶ୍ରଦ୍ଧା ରେ ଯେଉଁ କାର୍ଯ୍ୟ କରି ଥାନ୍ତି ସେହି ସବୁ କାର୍ଯ୍ୟ ନିଶ୍ଚୟ ପୂରଣ ହୋଇଥାଏ। ଏହି ମନସ୍କାମନା ଡେରି ହେଲେ ବି ମଧ୍ୟ ପୂରଣ ହୋଇଥାଏ ।
ଆଜି ଆମେ ଆପଣ ଙ୍କୁ ଏମିତି ଦୁଇଟି ଶବ୍ଦ ବିଷୟ ରେ କହିବୁ ଯାହା ଆପଣ ଶୋଇବା ପୂର୍ବରୁ କହିବା ଦ୍ଵାରା ଆପଣ ଙ୍କ ଭାଗ୍ୟ ଚମକି ଉଠିବ ଓ ଏହା ସହିତ ଘରେ ଟଙ୍କା ପଇସା ର ଅଭାବ ପୂରଣ ହେବ । ଆଉ ଏହାଦ୍ବାରା ଆପଣ ଙ୍କ ଘରକୁ ଧନ ସଂପତ୍ତି ଆସିବାରେ ଲାଗିବ ।
ପ୍ରଥମ ଟି ହେଉଛି ଶ୍ରୀକୃଷ୍ଣ , ଶ୍ରୀକୃଷ୍ଣ ଶବ୍ଦ ହିଁ ଏକ ମନ୍ତ୍ର ହୋଇଥାଏ । ଶୋଇବା ପୂର୍ବରୁ ଶ୍ରୀକୃଷ୍ଣ କିମ୍ବା ନାରାୟଣ ଙ୍କ ନାମ ଜପ କରି ଶୋଇବା ଦ୍ଵାରା ମଣିଷ ର ସମସ୍ତ ପ୍ରକାର ଦୁଃଖ କଷ୍ଟ ଦୂର ହୋଇଥାଏ । ଏହି ନାମ ରେ ସମ୍ପୂର୍ଣ ବ୍ରହ୍ମାଣ୍ଡ ଲୀନ ହୋଇଥାଏ ଏହି ନାମ 108 ଜପ କରିବା ଦ୍ଵାରା ଆପଣଙ୍କର ସମସ୍ତ ମନ ସ୍କାମନା ପୂରଣ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁ ଙ୍କ ର ଅଷ୍ଟମ ଅବତାର ବୋଲି କୁହା ଯାଏ । ତେଣୁ ଏହି ମନ୍ତ୍ର ଜପ କରିବା ଦ୍ଵାରା ମନୁଷ୍ୟ ର ସମସ୍ତ ପ୍ରକାର ଦୁଃଖ ଦୂର ହୋଇଥାଏ । ଯେଉଁ ବ୍ୟକ୍ତି ମାନଙ୍କ ର ଧନ ସମ୍ବର୍ଧିତ ସମସ୍ୟା ଥାଏ ଏହି ନାମ ଜପ କରିବା ଦ୍ଵାରା ସେହିସବୁ ସମସ୍ୟା ଦୂର ହୋଇଥାଏ ଓ ଅପାର ଧନ ପ୍ରାପ୍ତି ହୋଇଥାଏ।
ଗୋବଲଭୟଃ ସ୍ୱାହା , ମାତ୍ର ଦୁଇଟି ଶବ୍ଦ ରେ ତିଆରି ଏହି ମନ୍ତ୍ର ଆପଣଙ୍କ ସମସ୍ତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ଏହି ମନ୍ତ୍ର ଜପ କରିବା ବେଳେ ଆପଣ ଭୁଲ୍ ଶବ୍ଦ ର ଉଚ୍ଚାରଣ କରନ୍ତୁ ନାହିଁ କାରଣ ଏହି ମନ୍ତ୍ର କୁ ଭୁଲ୍ ଉଚ୍ଚାରଣ କରିବା ଦ୍ୱାରା ଏହାର କୌଣସି ପ୍ରଭାବ ପଡି ନଥାଏ। ଏହି ମନ୍ତ୍ର ସିଦ୍ଧ କରିବା ଏହାକୁ ଅଢେ଼ଇ ହଜାର ଥର ଜପ କରନ୍ତୁ । ତେବେ ଏହି ମନ୍ତ୍ର ଶୋଇବା ପୁର୍ବରୁ ଜପ କରି ହାତ ଯୋଡ଼ି ନମସ୍କାର ହୋଇ ଶୋଇବା ଦ୍ଵାରା ଆପଣଙ୍କ ସବୁ ସମସ୍ୟା ର ଅନ୍ତ ହୋଇଥାଏ । ଧନ ସମ୍ପଦ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ ।