ହେ ଭଗବାନ !! ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲ ଗଲେ ରାଷ୍ଟ୍ରପତି ,, ତାଙ୍କ ଅବସ୍ଥା ଗୁରୁତର ! ଦୟାକରି ଶୀଘ୍ର ତାଙ୍କ ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରନ୍ତୁ……
ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ ଅଟେ , କାରଣ ଏହା ହେଉଛି ଆମ ଦେଶର ପ୍ରଥମ ନାଗରିକଙ୍କର କଥା । ଆପଣ ମାନେ ତ ଜାଣିଥିବେ ଆଜିର ଦୁନିଆରେ କେତେବେଳେ କାହା ସହିତ କଣ ଘଟିବ ତାହା କେହି ହେଲେ ମଧ୍ୟ କହିପାରିବ ନାହିଁ । ତେଣୁ ପ୍ରତ୍ୟେକ ବ୍ୟକ୍ତି ସର୍ବଦା ସାବଧାନ ରହିବା ଦରକାର , ବିଶେଷ କରି ଏବେକା ସମୟରେ ଏହି କରୋନା ପାଇଁ ଆମେ ଆମର ସ୍ୱାସ୍ଥ୍ୟ ପ୍ରତି ଟିକେ ଅଧିକ ଯତ୍ନବାନ ରହିଲେ ଭଲ ହେବ , ଯାହା ଦ୍ୱାରା ଆମେ ଭଲରେ ରହିବା ସହ ଅନ୍ୟ ମାନେ ମଧ୍ୟ ଭଲରେ ରହିବେ ।
ଆମେ ଆପଣ ମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ କହିବୁ ଯାହାକି ହେଉଛି ଆମ ଦେଶ ରାଷ୍ଟ୍ରପତିଙ୍କର କଥା । ଆପଣ ମାନେ ତ ଜାଣିଛନ୍ତି କି ଏହି କିଛି ଦିନ ତଳେ ରାଷ୍ଟ୍ର ପରି ରାମନାଥ କୋବିନ୍ଦ ତାଙ୍କ ପତ୍ନୀଙ୍କର ସହିତ ଓଡିଶା ଗସ୍ତରେ ଆସିଥିଲେ ପୁରୀର ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପାଇଁ ।
ଏହା ସହିତ ତାଙ୍କର ସ୍ୱାଗତ ବହୁତ ଧୁମଧାମରେ କରାଯାଇଥିଲା ଏପରିକି ସେ ସମସ୍ତ କୋଭିଡ ନିୟମ ପାଳନ ମଧ୍ୟ କରିଥିଲେ ଏବଂ ଜଗନ୍ନାଥଙ୍କର ଦର୍ଶନ କରିଥିଲେ । ସେ କେବଳ ଜଗନ୍ନାଥ ମନ୍ଦିର ଦର୍ଶନ କରିଛନ୍ତି ତାହା ନୁହେଁ ବରଂ ତା ସହିତ କୋଣାର୍କର ମନ୍ଦିର ଏବଂ ତାର ଐତିହ୍ୟ ବୁଲି କରି ମଧ୍ୟ ଦର୍ଶନ କରିଛନ୍ତି । ମାତ୍ର ଏବେକା ସମୟରେ ତାଙ୍କ ନେଇ ଏକ ବହୁତ ବଡ ସୂଚନା ମିଳିଛି , ଯାହା ପାଇଁ ସମସ୍ତ ଏବେ ବହୁତ ବ୍ୟସ୍ତ ହୋଇପଡିଛନ୍ତି ।
ସୂଚନା ମୁତାବକ 75 ବର୍ଷିୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ସକାଳୁ ଛାତିରେ ଯନ୍ତ୍ରଣା ଅନୁଭଭ କରିଥିଲେ ତେବେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ତୁରନ୍ତ ହିଁ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଡାକ୍ତର ତାଙ୍କର ଚିକିତ୍ସା କରିଛନ୍ତି ଏବଂ ତାଙ୍କର ରୁଟିନ ଚେକଅପ ମଧ୍ୟ କରୁଛନ୍ତି ।
ତାଙ୍କର ସ୍ୱାସ୍ଥ୍ୟବସ୍ଥାଟୁ ନିରୀଯଣ କରି ଡାକ୍ତର କହିଛନ୍ତି କି ଏବେ ତାଙ୍କର ସ୍ୱାସ୍ଥ୍ୟ ସ୍ଥିର ରହିଛି ତେବେ କିଛି ଅସୁବିଧା ନାହିଁ । ମାତ୍ର ଏହା ବ୍ୟତୀତ ତାଙ୍କର ସ୍ୱାସ୍ଥ୍ୟ ସଂପର୍କରେ ଅଧିକ କିଛି ବିଶେଷ ସୂଚନା ଡାକ୍ତର ପ୍ରଦାନ କରିନାହାନ୍ତି ।
ଆପଣ ମାନଙ୍କୁ ବ୍ୟସ୍ତ ଚିନ୍ତା ହେବାର ଦରକାର ନାହିଁ କାରଣ ବହୁତ ଶୀଘ୍ର ହିଁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ହୋଇଯିବ । ଏହା ବ୍ୟତୀତ ତାଙ୍କର ସ୍ୱାସ୍ଥ୍ୟ ବସ୍ଥା ଭଲ ହେବା ପାଇଁ ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।