ଓଡିଶା ବାହାରେ ରହି ଓଡିଶାବାସୀ ଙ୍କୁ ରାନୀପଣ଼୍ଡା ଏମିତି ଅଶୀଳ ଭାଷାରେ ଗାଳିଦେଲେ ଆପଣ ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…ଆପଣଙ୍କ ମତରେ ରାନୀ ପଣ୍ଡା କଣ ଠିକ କରୁଛନ୍ତି କି ?

ରାଣୀ ପଣ୍ଡା କେବେ ଯାତ୍ରା ମଣ୍ଡପରେ ବିବାଦୀୟ ନାୟିକା ତ ପୁଣି କେବେ ରାଜନୀତି ରେ । ସବୁବେଳେ ସେ ଏକ ଗଣ ମାଧ୍ୟମରେ ବହୁ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି । ଏମିତି କହିଲେ ଭୁଲ ହେବ ନାହିଁ କି ଯେଉଁଠି ବିବାଦ ସେଇଠି ରାଣୀ ପଣ୍ଡା । ନିକଟ ଅତୀତରେ ସେ ଯାତ୍ରା ମଞ୍ଚ ଖୋଲିବା ପାଇଂ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ ଏବଂ ବହୁ ବିବାଦର ଶିକାର ହୋଇଥିଲେ । ବିଭିନ୍ନ ପ୍ରକାର ବିବାଦର ଶିକାର ହୋଇ ଆଜି ସେ ଓଡିଶା ଛାଡି ମଧ୍ୟ ଚାଲି ଯାଇଛନ୍ତି ।

କିନ୍ତୁ ସେ କହିଛନ୍ତି ଯେ ସେ ଓଡିଶା ଛାଡି ଏହିଥି ପାଇଂ ଚାଲିଗଲେ ଯେ ସେ ତାଙ୍କର ଗୋଟିଏ ନୂଆ କ୍ୟାରିୟର ଗଢିବା ପାଇଁ ଚାହୁଁଛନ୍ତି ଏବଂ ସେ କାହାକୁ ଡରି ଓଡିଶା ଛାଡି ନାହାଁନ୍ତି । କିନ୍ତୁ ହଁ ଓଡିଶାର କିଛି ଲୋକମାନେ ତାଙ୍କୁ ଘୃର୍ଣା ଏବଂ ନିନ୍ଦା ଅପମାନର ପାତ୍ରି ସାଜିଥିବାରୁ ସେହି କାରଣରୁ ବି ସେ ଓଡିଶା ଛାଡି ବା ବାଧ୍ୟ ହେଲେ ।

ତେବେ ନିଜର କଟୁ ଶବ୍ଦ ଏବଂ ଭାଷା ପାଇଁ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ କହିଛନ୍ତି ଓଡିଶା ଲୋକମାନେ ତାଙ୍କୁ ଭଲ ପାଆନ୍ତି ନାହିଁ ବରଂ ସବୁବେଳେ ନିନ୍ଦା, ଅପମାନ ତଥା ଘୃର୍ଣା କରନ୍ତି । ସେଥିପାଇଂ ସେ ବହୁତ ଦୁଃଖୀତ ଅଛନ୍ତି ବୋଲି କହିଥିଲେ ।

ତେଣୁ ବର୍ତ୍ତମାନ ସେ ଓଡିଶା ବାହାରେ ରହି ନିଜର କ୍ୟାରିୟର ପୁଣି ଥରେ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ସେ ଯାହାକୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉଥିଲେ ସେ ବି ତାଙ୍କୁ ଛାଡି ଦେଇଛି । ତେଣୁ ତାଙ୍କର ଆଉ କାହା ପ୍ରତି ବିଶ୍ବାସ କି ଭଲ ପାଇବା ନାହିଁ ।


ତେବେ ରାଣୀ ପଣ୍ଡା ବର୍ତ୍ତମାନ ସମୟରେ ଓଡିଶା ଛାଡି ବାହାରକୁ ଚାଲି ଯାଇଛନ୍ତି । ସେଠାରେ ସେ ଏକ ଲାଇଭ ଭିଡିଓ କରି ତାଙ୍କର ବହୁ ବେଦନା ବିଷୟରେ ଏବଂ ତାର କାରଣ ବିଷୟରେ ମଧ୍ୟ କହିଛନ୍ତି । କେମିତି ଓଡିଶା ଲୋକମାନେ ତାଙ୍କୁ ସମସ୍ତଙ୍କର ଘୃଣାର ପାତ୍ର ସାଜି ଦେଇଛନ୍ତି ସେ ବିଷୟରେ ବହୁ କଥା କହିଛନ୍ତି । ଏହା ସହିତ ବହୁ ଝିଅ ମାନେ ମଧ୍ୟ ତାଙ୍କୁ ବହୁଚ ଅଶ୍ଳୀଳ ଭାଷାରେ ମଧ୍ୟ ଗାଳି କରିଛନ୍ତି ଏବଂ ତାଙ୍କୁ ଟ୍ରୋଲ କରିଛନ୍ତି ।

ତେଣୁ ସେ କହିଛନ୍ତି ଯେ ତାଙ୍କର ମଧ୍ୟ ବହୁ ଇଚ୍ଛା ଗୋଟିଏ ଭଲ ଏବଂ ସୁନ୍ଦର ଜୀବନ ଅତିବାହିତ କରିବା ପାଇଁ କିନ୍ତୁ ଲୋକମାନେ ତାଙ୍କୁ ସବୁବେଳେ ନିନ୍ଦା ଅପମାନ ଏବଂ ଘୃଣାର ପାତ୍ର ବନିଦେଲେ କାହିଁକି ନାଁ ତାଙ୍କର ରୋକଠୋକ୍ କଥା ପାଇଁ । ତେବେ ସେ ଭିଡିଓଟି କରି ନିଜର ବେଦନା ବିଷୟରେ କହିବା ସହିତ ଲୋକମାନେ ବିଶେଷ କରି ଝିଅମାନେ ତାଙ୍କୁ କଣ ସବୁ ଅଶ୍ଳୀଳ ଭାଷାରେ ଗାଳି କରନ୍ତି ସେହି ସବୁ କହି ନିଜର ବେଦନା ଜଣାଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।