ରଚନା ବାନାର୍ଜୀ ହେଲେ ଏହି ଭୟଙ୍କର ରୋଗରେ ଆକ୍ରାନ୍ତ ଜାଣିଲେ ହେବେ ଆଶ୍ଚର୍ଯ୍ୟ ! ଦୟାକରି ତାଙ୍କର ଆରୋଗ୍ୟ କାମନା ପାଇଁ ଇଶ୍ବର ଙ୍କ ନିକଟରେ ପାର୍ଥନା କରନ୍ତୁ….
ଆଜି ଆମେ ଆପଣ ମାନଙ୍କୁ ଆପଣଙ୍କର ପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ବିଷୟରେ କହିବୁ ଯାହାକୁ ଓଡିଶାର ଲୋକମାନେ ବହୁତ ହିଁ ଭଲ ପାଆନ୍ତି ଏବଂ ସେମାନଙ୍କର ମନରେ ରଚନା ବାନାର୍ଜୀଙ୍କର ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ରହିଛି । ତେବେ ଆଜିକା ସମୟରେ ଶୁଣିବାକୁ ମିଳୁଛି କି ରଚନାଙ୍କର ଦେହ ଏବେ ଅସୁସ୍ଥ ରହିଛି ବୋଲି ତେବେ ଏମିତି ତାଙ୍କ ସହ କଣ ହୋଇଗଲା ଯାହା ଫଳରେ କି ସେ ଅସୁସ୍ଥ ହୋଇଗଲେ । ତେବେ କଣ ରହିଛି ଏହା ପଛର ସତ୍ୟତା ଆସନ୍ତୁ ଜାଣିବା ସେ ବିଷୟରେ ।
ରଚନା ବାନାର୍ଜୀ ହେଉଛନ୍ତି ଓଲିଉଡ ଫିଲ୍ମ ଜଗତର 90 ଦଶକର ଜଣେ ବହୁତ ,ସୁନ୍ଦର ଅଭିନେତ୍ରୀ । ସେହି ସମୟରେ ସେ ଓଲିଉଡରେ ରାଜ କରୁଥିଲେ ମାତ୍ର ଏବେକା ସମୟରେ ସେ ଆଉ ଓଲିଉଡ ଜଗତରେ ଦେଖାଯାଆନ୍ତି ନାହିଁ ।
ତେବେ ରଚନା ବାନାର୍ଜୀ ଜଣେ ଓଡିଆ ନୁହନ୍ତି ବରଂ ସେ ହେଉଛନ୍ତି ଜଣେ ବଙ୍ଗାଳି, ତାଙ୍କର ଜନ୍ମ ପଶ୍ଚିମବଙ୍ଗରେ ହୋଇଥିଲା । ତେବେ ସେ ଜଣେ ବଙ୍ଗାଳି ହୋଇ ମଧ୍ୟ ଅନେକ ଓଡିଆ ପିଲ୍ମ କରିଛନ୍ତି ଏବଂ ଏଥିରେ ତାଙ୍କର ଅବଦାନ ଅତୁଳନୀୟ ।
ରଚନା ବାନାର୍ଜୀ କେବଳ ଓଡିଆ ନହେଁ ବରଂ ସେ ବଙ୍ଗାଳୀ , ହିନ୍ଦୀ , ତେଲୁଗୁ , କାନାଡା ଭାଷାରେ ମଧ୍ୟ ଅନେକ ପିଲ୍ମ କରିଛନ୍ତି ଏବଂ ସେଥିରେ ବହୁତ ନାମ କମାଇଛନ୍ତି । ମାତ୍ର ବିଶେଷ କରି ସେ ଓଡିଆରେ ଅନେକ ଫିଲ୍ମ କରିଛନ୍ତି ।
ତେବେ ଏବେକା ସମୟରେ ସେ ବଙ୍ଗାଳୀ ଫିଲ୍ମ ଏବଂ ସିରିଏଲରେ ବହୁତ ସମୟରେ ନଜର ଆସିଥାନ୍ତି ମାତ୍ର ଓଡିଆରେ ଆଉ ନଜର ଆସନ୍ତି ନାହିଁ । ସୁହାଗ ସିନ୍ଦୁର , ସନ୍ତାନ , ମୋ କୋଳ ତୋ ଝୁଲଣା , ଲକ୍ଷ୍ମୀ ପ୍ରତିମା ପରି ଅନେକ ସୁପରହିଟ ଫିଲ୍ମ 90 ଦଶକରେ ଓଡିଆ ମାନଙ୍କୁ ଭେଟି ଦେଇଛନ୍ତି ।
ଏବେକା ସମୟରେ ଏକ କଥା ଶୁଣିବାକୁ ମିଳୁଥିଲା କି ରଚନା ବାନାର୍ଜୀଙ୍କୁ କରୋନା ହୋଇଛି ଏବଂ ସେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଏପରି ଏକ କଥା ଶୁଣି ତାଙ୍କର ଫ୍ୟାନ ମାନେ ବହୁତ ବ୍ୟସ୍ତ ହୋଇ ପଡିଛନ୍ତି ।
ତେବେ ଏହି ସମୟରେ ରଚନା ନିଜର ଫ୍ୟାନ ମାନଙ୍କ ସହିତ ଲାଇଭ ରହିକରି କହିଛନ୍ତି କି ତାଙ୍କୁ କୌଣସି ପ୍ରକାର ରୋଗ କି କରୋନା ହୋଇନାହିଁ ସେ ସଂପୂର୍ଣ୍ଣ ରୂପରେ ଠିକ ଅଛନ୍ତି । ତେବେ ଏପରି ଏକ ମିଥ୍ୟା କଥା କହି ଲୋକମାନଙ୍କୁ ଠକେଇବା ଟିକ ନୁହେଁ ତାଙ୍କର ନାମରେ ଏହା ଏକ ମିଥ୍ୟା ପ୍ରଚାର କରାଯାଇଛି ମାତ୍ର ସେ ପୂରା ଠିକ ଅଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।