ରାମନବମୀ ଦିନ ଖାଇ ନିଅନ୍ତୁ ଏହି ଗୋଟିଏ ଜିନିଷ ପୁରା ବର୍ଷ ଜମିକି ପଇସା ଆସିବ।
ରାମ ନବମୀ ଦିନ ଏହି ଗୋଟିଏ ଜିନିଷ ଖାଇ ଦିଅନ୍ତୁ ଜମିକି ଟଙ୍କା ଆସିବ। ଆଜି ଆମେ ଆପଣଙ୍କୁ ଜଣେଇବୁ ରାମନବମୀ ଦିନ ଏମିତି କେଉଁ ଖାସ୍ ଉପାୟ କରିବା ଦ୍ୱାରା ଏବଂ ଆଉ ତାହା କେଉଁ ଜିନିଷ ଖାଇବା ଦ୍ଵାରା ପୁରା ବର୍ଷ ଜମିକି ଟଙ୍କା ଆସିବ। ଧନ ଧାନ୍ୟରେ ବୃଦ୍ଧି ହେବ। ତଥା ସୁଖ ଶାନ୍ତିର ବାସ ହେବ। ଚେତ୍ର ମାସର ଶୁକ୍ଳପକ୍ଷ ନବମୀ ଦିନ ଭଗବାନ ଶ୍ରୀ ହରି ବିଷ୍ଣୁ ନାରାୟଣଙ୍କ ୨୧ ଅବତାର ରୂପରେ ତ୍ରେତୟା ଯୁଗରେ ମହାରାଜା ଦଶରତ ତଥା ମହାରାଣୀ କୌଶଲ୍ୟା ଙ୍କ ଘରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମ ହୋଇଥିଲା।
ସେଥିପାଇଁ ରାମନବମୀ କୁ ଖାସ୍ ଦିନ ମାନାଯାଇଥାଏ। ରାମଚରିତ ମାନସ ରେ ତୁଳସୀ ଦାସ ଲେଖିଛନ୍ତି କି, ନବମୀ ତିଥି ମଧୁମାସ ପୁରିତ ଶୁକ୍ଳପକ୍ଷ ଭଗବାନ ଶ୍ରୀ ରାମଙ୍କ ଜନ୍ମ ହୋଇଥିଲା।
ଅର୍ଥାତ୍ ଚୈତ୍ର ମାସର ଶୁକ୍ଳପକ୍ଷର ନବମୀ ତିଥିରେ ଠିକ୍ ମଧ୍ୟାହ୍ନ ସମୟରେ ଭଗବାନ ଶ୍ରୀରାମଙ୍କ ପ୍ରକଟ ହୋଇଥିଲା। ରାମର ଜନ୍ମ ଅଯୋଧ୍ୟା ରେ ହୋଇଥିଲା। ସେବେଠାରୁ ନବମୀ ଦିନକୁ ବହୁତ ଖାସ୍ ମାନାଯାଏ। ରାମନବମୀ ଦିନ ସର୍ବସିଦ୍ଧି ଓ ଶୁଭ ସଂଯୋଗ ବନୁଅଛି। ଏହି କାରଣରୁ ଏହି ରାମନବମୀ ବହୁତ ଖାସ୍ ବନୁଛି। ରାମନବମୀ ଦିନ ଯଦି କୌଣସି ବି ଶୁଭ କାମ କରୁଛନ୍ତି ତେବେ ତାହା ଅଧିକ ଲାଭକାରୀ ହୋଇଥାଏ।
ଆଉ ଏହି ଦିନ ମଧ୍ୟାହ୍ନ ରେ ପ୍ରଭୁ ଶ୍ରୀରାମ ଙ୍କ ପ୍ରାକାଟ୍ୟ ଉତ୍ସବ ପାଳନ ହେବ। ଏହି ଦିନ କଣ ଖାଇବା ଦ୍ଵାରା ପୁରା ଜୀବନ ଧନର ଅଭାବ ରହେ ନାହିଁ ଆଜି ଆମେ ଆପଣଙ୍କୁ ଜଣେଇବୁ।
ଏହି ଦିନ ସକାଳୁ ଉଠି ସ୍ନାନ କରି ନିତ୍ୟ କର୍ମରୁ ନିବୃତ୍ତ ହୋଇ ଘରେ ପୂଜାପାଠ କରନ୍ତୁ। ଭଗବାନ ସୂର୍ଯ୍ୟ ନାରାୟଣ ଙ୍କୁ ଅବଶ୍ୟ ଜଳ ଅର୍ପଣ କରନ୍ତୁ। ଏହି ଦିନ ରାମନବମୀ ବ୍ରତ ନିଶ୍ଚୟ ରଖନ୍ତୁ। ଏହି ବ୍ରତ ତିନି ପ୍ରହର ଯାଏ ମାନାଯାଇଥାଏ।
ଏହି ଦିନ ଆପଣ ଶ୍ରୀରାମଙ୍କୁ ଭୋଗରେ କ୍ଷୀରି ତିଆରି କରି ଭୋଗ ଲଗାନ୍ତୁ। ପୂଜା ସରିବା ପରେ ଆପଣ ଯେଉଁ କ୍ଷୀରି ଭୋଗ ଲଗାଇଥିଲେ ତାହାକୁ ଆପଣ ଗ୍ରହଣ କରନ୍ତୁ। ରାମନବମୀ ଦିନ କ୍ଷୀରି ଖାଇବା ଦ୍ଵାରା ଜୀବନରେ କେବେବି ଧନ ସମ୍ପତ୍ତି ର ଅସୁବିଧା ଆସି ନଥାଏ ଏବଂ ଘରକୁ ଧନର ସ୍ରୋତ ବନେଇ ଯାଇଥାଏ। ଆଉ ଏହା କଲେ ଶ୍ରୀରାମଙ୍କ ଆଶୀର୍ବାଦ ମିଳିଥାଏ।
ଏଥିପାଇଁ ରାମନବମୀ ରେ କ୍ଷୀରି ନିଶ୍ଚୟ ଖାଇବେ। କ୍ଷୀରି ଖାଇବା ପୂର୍ବରୁ ସେଥିରେ ଗୋଟିଏ ଅଳେଇଚ ପକାଇବେ ଏବଂ ଯେଉଁ ସବୁ ଫଳର ଭୋଗ ଆପଣ ଲଗାଇଛନ୍ତି ସେ ସବୁର ସେବନ ଆପଣ ନିଶ୍ଚୟ କରନ୍ତୁ। ରାମନବମୀ ଦିନ ନାଲି କିମ୍ବା କଳା ରଙ୍ଗର ଅଙ୍ଗୁର କୋଳିର ଭୋଗ ଲଗେଇଛନ୍ତି ସେ ଅଙ୍ଗୁରକୁ ନିଶ୍ଚୟ ଖାଆନ୍ତୁ। ଏହା ବହୁତ ଶୁଭ ମାନାଯାଇଥାଏ। ରାମନବମୀ ଦିନ କ୍ଷୀରି ରେ ମିଶ୍ରି ମଶାଇ ଯଦି ଖାଇବେ ତାହେଲେ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଜୀବନରେ କେବେବି ଗରିବର ସାମ୍ନା କରିବାକୁ ପଡ଼ି ନଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।