ପୁରୁଣା ରୁ ପୁରୁଣା ଯାଦୁ କୁଣ୍ଡିଆ କୁ ସମ୍ପୂର୍ଣ ଭାବେ ଭଲ କରନ୍ତୁ ମାତ୍ର ଏହି ଦୁଇଟି ସାମଗ୍ରୀ ଦ୍ଵାରା, ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ

କୁଣ୍ଡିଆ ଯେତିକି ସାଧାରଣ ରୋଗ ହୋଇ ଥାଏ ସେତିକି ଭୟଙ୍କର ମଧ୍ୟ ହୋଇ ଥାଏ । ଲୋକ ମାନେ ଏହାକୁ ଭଲ କରିବା ପାଇଁ ବିଭିନ୍ନ ପ୍ରକାର ସଚେତନତା ଓ ଚିକିତ୍ସା କରି ଥାଆନ୍ତି ।କିନ୍ତୁ ଏହା ଏତେ ଶୀଘ୍ର ଭଲ ହୁଏ ନାହିଁ । ଏହା ବହୁତ୍ ଦିନ ଧରି ହୋଇ ଥାଏ ଓ ଏହା କମିବା ଏତେ ସହଜ ହୋଇ ନଥାଏ । ତେବେ ମେଡ଼ିସିନ୍ ମାଧ୍ୟମ ରେ ଏହି ରୋଗ ଭଲ ହେବା ଏତେ ସହଜ ନୁହେଁ।

ତେବେ ଆଜି ଆମେ ଜାଣିବା ଯେ କିପରି କାଛୁ ଓ କୁଣ୍ଡିଆ ସମସ୍ୟା ରୁ ଘରୋଇ ଉପଚାର ଦ୍ଵାରା ମୁକ୍ତି ପାଇବା । ତେବେ ଏହି ଉପାୟ ଟି ଅତି ସରଳ ଓ ସହଜ ଅଟେ ଏହା କୁ ପ୍ରସ୍ତୁତ କରିବା ମଧ୍ୟ ବହୁତ୍ ସହଜ ଅଟେ । ତେବେ ଆସନ୍ତୁ ଜାଣିବା ।

ତେବେ କୁଣ୍ଡିଆ ସମସ୍ୟା କୁ ଭଲ କରିବା ପୂର୍ବରୁ କୁଣ୍ଡିଆ କେଉଁ ସବୁ କାରଣ ରୁ ହୁଏ ଆସନ୍ତୁ ପ୍ରଥମେ ଜାଣିବା । କାରଣ ଏହାର କାରଣ ଜାଣିଲେ ଆମେ ଏହି ସମସ୍ୟା ରୁ ମୁକ୍ତି ପାଇ ପାରିବା । କୁଣ୍ଡିଆ ର କାରଣ ଯଦି ଆମେ ଅପରିଷ୍କାର ରହିବା କିମ୍ବା ଆମର ପ୍ରାଇଭେଟ୍ ପାର୍ଟ କୁ ଭଲ ଭାବରେ ସଫା କରିବା ନାହିଁ ତେବେ ଏହା ଏକ ବଡ଼ କାରଣ କୁଣ୍ଡିଆ ହେବାର ।

ଏହା ପରେ ଯଦି ଆମେ ଅନ୍ୟ ମାନଙ୍କ ର ଟାଉଲ୍ , ଗାମୁଛା ଆଦି ନିତ୍ୟ ବ୍ୟବହୃତ ଜିନିଷ ବ୍ୟବହାର କରିବା ଦ୍ଵାରା ଆମର ଏହି ସଂକ୍ରମଣ ର ଶିକାର ହୋଇ ଥାଉ । ଏହା ସହିତ ଯଦି ଆମେ ସଂକ୍ରମଣ ହୋଇ ଥିବା ସ୍ଥାନ ରେ ବାରମ୍ବାର ସାବୁନ୍ ର ବ୍ୟବହାର କରୁ ତେବେ ମଧ୍ୟ ଏହି ସଂକ୍ରମଣ ଅଧିକ ହୁଏ। ତେବେ ଘରୋଇ ଉପାୟ ରେ କିପରି ଏହି ସମସ୍ୟା ରୁ ମୁକ୍ତି ପାଇବା ଆସନ୍ତୁ ଜାଣିବା

ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ପ୍ରଥମ ରସୁଣ ଆବଶ୍ୟକ। ରସୁଣ ଆପଣ ଙ୍କୁ ସହଜ ରୁ ରୋଷେଇ ଘରୁ ମିଳି ଯିବ । ପ୍ରଥମ ରସୁଣ ର ଚୋପା କୁ ଭଲ ଭାବରେ ଛଡ଼ାଇ ଦିଅନ୍ତୁ । ଏହା ପରେ ଏହାକୁ ପ୍ରସ୍ତୁତ କରିବା ପାଇଁ ଦ୍ଵିତୀୟ ସାମଗ୍ରୀ ଦେଶୀ ଘିଅ ଆବଶ୍ୟକ । ଦେଶୀ ଘିଅ ରେ ଏମିତି ଅନେକ ଉପକାରୀ ତତ୍ତ୍ଵ ଥାଏ ଯାହା ଆପଣ ଙ୍କ ର ଯାଦୁ ସମସ୍ୟା କୁ ସବୁଦିନ ପାଇଁ ଦୁର କରି ଥାଏ । ତେବେ ଏହି ଦେଶୀ ଘିଅ ରେ ରସୁଣ କୁ କାଟି ପକାଇ ଗରମ କରନ୍ତୁ ଯେମିତି ରସୁଣ ରେ ଥିବା ସବୁ ଉପାଦାନ ଘିଅ ରେ ଭଲ ଭାବରେ ମିଶି ଯିବ ।

ଏହା ପରେ ଆପଣ ଙ୍କୁ ଏକ ଅଲୋବରା ପତ୍ର ର ଆବଶ୍ୟକ । ତେବେ ପ୍ରଥମେ ସଂକ୍ରମଣ ହୋଇ ଥିବା ସ୍ଥାନ ରେ ଏହି ରସୁଣ ଓ ଘିଅ କୁ ଲଗାନ୍ତୁ। ଏହା ପରେ ଆଲୋବରା ର ପତ୍ର କୁ ହାଲୁକା ଭାବେ ସେଠାରେ ଲଗାନ୍ତୁ। ଏହା ପରେ କିଛି ସମୟ ଏହାକୁ ଛାଡ଼ି ଦିଅନ୍ତୁ ।

ଏହା ଶୁଖି ଯିବା ପରେ ଏହାକୁ ଉଷୁମ ପାଣି ରେ ଭଲ ଭାବରେ ଧୋଇ ଦିଅନ୍ତୁ। ତେବେ ଏହା କରିବା ଦ୍ଵାରା ଆପଣ ଙ୍କ କୁଣ୍ଡିଆ ସମସ୍ୟା ଧୀରେ ଧୀରେ ଦୂର ହୋଇ ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।