ପୁରୁଣା ମୁଦ୍ରା ଏବଂ ନୋଟ ପାଖରେ ଥିଲେ ହୋଇଯିବେ ମାଲାମାଲ, ଜାଣନ୍ତୁ କଣ କରିବାକୁ ପଡିବ

ଆଗରୁ ଯେଉଁ ସବୁ ପୁରୁଣା ତାଙ୍କl ବ୍ୟବହାର ଅର୍ଥାତ ପ୍ରଚଳିତ ଥିଲା ସେହି ସବୁ ମୁଦ୍ରା ଏବଂ ନୋଟ ଦ୍ୱାରା ଆପଣ ବହୁତ ଏମିତିକି 20 ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପାଇବେ l ଯାହାଦ୍ୱାରା ଆପଣଙ୍କ ଏହି ସବୁ ଟଙ୍କା ଯାହା ବନ୍ଦ ହୋଇ ଯାଇଛି ସେ ସବୁ ଟଙ୍କା ଦ୍ୱାରl ଆପଣ ହଜାର ହଜାର ଟଙ୍କା ପାଇଁ ପାରିବ lଆଜି ଆମେ ଆପଣଙ୍କୁ ଏମିତି କିଛି ପୁରୁଣା ଟଙ୍କା କହିବି ଯାହା ଆପଣଙ୍କ ପାଖରେ ଥିଲେ ଆପଣ ଲକ୍ଷ ଲକ୍ଷ ଟଙ୍କା ପାଇଁ ପାରିବେ l

ନିମ୍ନ ଲିଖିତ ସଂକେତ ଥିଲେ ଏହି ମୁଦ୍ରା ଗୁଡ଼ିକ କେତେ ଟଙ୍କା ହେବ ଏହା ବିଷୟରେ ଆମେ ଆପଣଙ୍କୁ ଜଣେଇବୁ l ତେବେ ଚାଲନ୍ତୁ ଜାଣିବା ଏହି ସବୁ ମୁଦ୍ରା ଗୁଡିକ କଣ l

1-ଯଦି ଆପଣଙ୍କ ପାଖରେ 1835 ମସିହାରେ ପ୍ରଚଳିତ ହୋଇଥିଆ ମୁଦ୍ରା ଯେଉଁ ଥୀରେ ଚାରିଟି ସିଂହ ଥିବେ ଆଉ ସେଥିରେ ତଳ ଭାଗକୁ ଧନୁ ପରି ଚିତ୍ର ହୋଇ ଥିବ ଆଉ ମୁଦ୍ରା ଟିର ରଙ୍ଗ ହେଉଛି ଲାଲି ରଙ୍ଗରେ ହୋଇଥିବ l ତେବେ ଏହି ମୁଦ୍ରା ଟିର ଦାମ ହେବା ପାଞ୍ଚ ଲକ୍ଷ ଟଙ୍କା l

2-ଆଗରୁ ପ୍ରଚଳିତ ଥିବା ଟଙ୍କା କିୟା ଯାହାର ରଙ୍ଗ ହେଉଛି ସାମାନ୍ୟ ନୀଳ ରଙ୍ଗର ଏହି ଭଳି ଟଙ୍କା ପ୍ରାୟ ଆପଣଙ୍କ ପାଖରେ ଥିବ କାରଣ ଏହି ପଇସା ଗୁଡ଼ିକ ଆମ 7 ବର୍ଷ ପୂର୍ବରୁ ଛାପl ଯାଉ ଥିଲା l ଏହି ନୋଟ ଆପଣଙ୍କ ପାଖରେ ଥିଲେ ଆପଣକୁ ତିରିଶ ହଜାର ଟଙ୍କା ମିଳିବ l ଏହି ଟଙ୍କା ମଧ୍ୟ ଆପଣଙ୍କ ପାଖରେ ଥାଇ ପରେ କିନ୍ତୁ ଏହି ପଇସା ପ୍ରଚଳିତ ନାହିଁ l

3-50 ଟଙ୍କା ଯାହା ଏବେ ପ୍ରଚଳିତ ନାହିଁ l ଏହି 50 ଟଙ୍କା ନୋଟ ରେ ଯଦି ପଛରେ ଯଦି ସମ୍ବିଧାନ ଚିତ୍ର ଥିବ l ଏବଂ ଏହି ନୋଟ ର ରଙ୍ଗ ହୋଇ ଥିବ l ଏବଂ ଏହି ନୋଟ ମସିହାରେ 1958 ମସିହାର ହୋଇ ଥିବ ଯେମିତି l ଯଦି ଏମିତି ଥାଏ ତାହାଲେ ଆପଣ ଏହି ଟଙ୍କା କୁ ବିକ୍ରୀ କଲେ 20 ହଜାର ଟଙ୍କା ପାଇ ପାରିବେ l

4-ଏକ ଟଙ୍କା ମୁଦ୍ରା ଯଦି ଆପଣଙ୍କ ପାଖରେ ଥାଏ ଯାହାର ରଙ୍ଗ ଲାଲୀ ରଙ୍ଗର ହୋଇଥିବା ଦରକାର ଯଦି ହୋଇ ଥାଏ ତାହାଲେ ଆପଣ ଏହି ଟଙ୍କା ପରିବର୍ତ୍ତେ ପାଇବେ ତିନି ଲକ୍ଷ ଟଙ୍କା l

5-ଯଦି ଆପଣଙ୍କ ପାଖରେ 10 ପଇସା ତଥା 20 ପଇସା ଥିବ ତାହାଲେ ଆପଣ 50 ହଜାର ଟଙ୍କା ରେ ଏହାକୁ ବିକ୍ରୀ କରିବେ l କିନ୍ତୁ ଏହି ଟଙ୍କା 1935 ମସିହାର ହୋଇ ଥିବl ଦରକାର l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।