ପୁରା ଭୟଙ୍କର ମାତ୍ରାରେ ଆଗକୁ ମାଡ଼ି ଚାଲିଛି ବାତ୍ୟା ” ଗୋନି ” !! ନଭେମ୍ବର ୯ ରେ ଓଡ଼ିଶା ର କରିବ ଲ୍ୟାଣ୍ଡଫଲ, ଶୀଘ୍ର ଦେଖନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ…..
ଭାରତ ର ପାଣି ପାଗ ବିଭାଗ ଦ୍ୱାରା ପୁଣି ସତର୍କ କରାଯାଇଛି l କାରଣ ପୁଣି ଏକ ସାମୁଦ୍ରିକ ବାତ୍ୟା ଆସୁଛି l ଯାହା ପାଇଁ ଓଡିଶା ପାଣିପାଗ ଉପକୂଳ ବର୍ତ୍ତୀ ଅଞ୍ଚଳ କୁ ପୂର୍ଣ୍ଣ ମାତ୍ରl ରେ ସଚେତନ କରାଯାଇଛି l କାରଣ ଏହି ଲଘୁଚାପ ଟି ଫିଲିଫାଇନସ ରେ ସୃଷ୍ଟି ହୋଇ ବଙ୍ଗୋପ ସାଗର ଦେଇ ଦକ୍ଷିଣ ଓଡିଶା ରେ ଲାଣ୍ଡ ଫଲ କରିବ ବୋଲି ଜଣା ପଡିଛି l ଯେମିତି କି ଆପଣ ମାନେକେହି ସମୁଦ୍ର କୁ ଯିବା ପାଇଁ ମନା କରା ଯାଇଛି l
ପ୍ରତି ବର୍ଷ ବାତ୍ୟା ଆସି ଓଡ଼ିଶାର ସ୍ଥିତି କୁ ଦୋହଲି ଦେଉଛି l ଲୋକମାନେ ନିଜର ସବୁକିଛି ହରାଇ ଦେଇ ସର୍ବ ଶାନ୍ତ ହେଉଛନ୍ତି କାରଣ ଏହି ସାମୁଦ୍ରିକ ବାତ୍ୟା ଗୁଡାକ ସବୁକିଛି ନଷ୍ଟ କରି ଦେଉଛି l
ତେଣୁ କେତୋଟି ଜିଲ୍ଲା କୁ ସତର୍କ ସାବଧାନ ଦିଅ ଯାଇଛି l କଟକ, ଭୁବନେଶ୍ୱର, ବାଲେଶ୍ୱର, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ ଆଦି ଜିଲ୍ଲା ରେ 200 ରୁ 250 km ବେଗ ରେ ପବନ ବହିବ l
ଓଡିଶା କୁ ଆସୁଥିବା ଏହି ବାତ୍ୟା ଟି ପୁଣି ଆତଙ୍କ ଖେଳି ଦେବ ଓଡିଶା ରେ l ଏହି ବାତ୍ୟା ହେବ ବୋଲି ପାଣି ପାଗ ବିଭାଗ ସୂଚନା ଦେଇଛି l ଯାହାକି ଓଡିଶା ର ଏବେ ବହୁତ ଜିଲ୍ଲା ରେ ଏବେ 9 ତାରିଖ ପର୍ଯ୍ୟନ୍ତ ବର୍ଷ ହେବା ଓ ଏହି ବାତ୍ୟା ସୃଷ୍ଟି ସମୟ ରେ ଘଣ୍ଟା ପ୍ରତି 150 ରୁ 200 kmବେଗ ରେ ପବନ ବହିବ l ଏହି ଗୋନି ସ୍ଥଳ ଭାଗ ରେ ପବନ କମିବ l ଏହି ସୁପର ଟାଇଫୋନ ର ଝଙ୍କାର 280 km ରହିବ l ଏହି ବାତ୍ୟା ର ଅନେକ କ୍ଷତି ହୋଇ ପରେ l
ଏହି ବାତ୍ୟା ଟି ଓଡିଶା କୁ ଏକ ଭୟଙ୍କର ରୂପନେଇ ଉପକୂଳ ବର୍ତ୍ତୀ ଅଂଚଳ ଆଡକୁ ମାଡି ଆସୁଛି l ଏହି କାରଣରୁ ଉପକୂକଲ ବର୍ତ୍ତୀ ଅଞ୍ଚଳ ରେ ପ୍ରବଳ ବର୍ଷl ହେବ l ତl ସହିତ ମଧ୍ୟ ପବନର ଗତି ଅଧିକ ରହିବ l ଯେଉଁ ସବୁ ଅଂଚଳ ରେ ଏହାର ପ୍ରଭାବ ରହିଛି ସେହି ସବୁ ଅଞ୍ଚଳ ରେ ସଚେତନ ରହିବାପାଇଁ ପାଣିପାଗ ବିଭାଗ ସଚେତନ କରାଇଛି ।
ଏହି ବାତ୍ୟା ଓଡିଶା ରୁ କିଛି ଦିନ ହୋଇ ସାରିବା ପରେ ଅନ୍ୟ ଦେଶ କୁ ଛୁଇଁବ ଯାହାର କି କିଛି ବିଶେଷ ପ୍ରଭାବ ନୁହଁ l କେବଳ ବର୍ଷl ହୋଇ ପରେ l ତେଣୁ ସମସ୍ତ ଙ୍କୁ ସତର୍କ କରା ଯାଇଛି l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।