ପୁଣିଥରେ ସିନେମା ଜଗତରୁ ଆସିଲା ବଡ଼ ଦୁଃଖଦ ଖବର । ସଡ଼କ ଦୁର୍ଘଟଣା ରେ ଜୀବନ ହାରାଇଲେ ଏହି ପ୍ରସିଦ୍ଧ ନାୟିକା
୨୦୨୦ ମସିହା ଏକ କଳା ବର୍ଷ ଭାବେ ଇତିହାସ ରେ ଲିଖିତ ହୋଇ ରହି ଗଲା।କାରଣ ୨୦୨୦ ବର୍ଷ ଟି ଏମିତି ଥିଲା କି କରୋନା ଭାଇରସ ଭଳି ଏକ ମହାମାରୀ ସମସ୍ତ ଜଗତକୁ ନିଜର କୁପ୍ରଭାଵ ରେ ପ୍ରଭାବିତ କରି ଥିଲା।କରୋନା ଭାଇରସ ଯୋଗୁଁ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱ ପ୍ରଭାବିତ ହୋଇ ଥିଲା।ବିଶ୍ୱର ଅନେକ ଲୋକ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ନିଜର ଜୀବନ ହରାଇ ଥିଲେ।ଏହି ବର୍ଷ ଅନେକ ପ୍ରସିଦ୍ଧ କଳାକାର ମୃତ୍ୟୁ ବରଣ କରି ଥିଲେ।
ଓଲିଉଡ ରେ ବିଜୟ ମହାନ୍ତି,ବଲିଉଡ ରେ ସୁଶାନ୍ତ ସିଂହ ରାଜପୁତ ଙ୍କ ପରି ପ୍ରସିଦ୍ଧ ତାରକା ମୃତ୍ୟୁ ବରଣ କରି ଥିଲେ।ଏହା ସହିତ ଅନେକ ସମାଜ ସେବୀ,ରାଜନେତା ଓ ଅନେକ ନିରୀହ ଲୋକ କରୋନା ରେ ମୃତ୍ୟୁ ବରଣ କରି ଥିଲେ।
ତେବେ ୨୦୨୧ ଆରମ୍ଭରେ ପୁଣି ଅଭିନୟ ଜଗତରୁ ଆସିଲା ଏକ ଦୁଃଖଦ ଖବର।କାରଣ ଜଣେ ପ୍ରସିଦ୍ଧ ବଙ୍ଗୀୟ ସିରିଏଲ ଅଭିନେତ୍ରୀ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ଘଟିଛି।ତାଙ୍କର ମୃତ୍ୟୁ ରେ ବର୍ତ୍ତମାନ ସମଗ୍ର ପଶ୍ଚିମବଙ୍ଗ ସହିତ ଓଡ଼ିଶାରେ ମଧ୍ୟ ଦୁଃଖର ଛାୟା ଖେଳି ଯାଇଛି।
ତେବେ ଆସନ୍ତୁ ଜାଣିବା କିଏ ସେହି ଅଭିନେତ୍ରୀ।ତେବେ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ବଙ୍ଗୀୟ ସୁନ୍ଦରୀ ଆଶା ଚୌଧୁରୀ।ତେବେ ମିଳି ଥିବା ସୂଚନା ଅନୁଯାୟୀ, ଆଶା ଏକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଘରକୁ ଫେରୁ ଥିବା ସମୟରେ ତାଙ୍କର ଗାଡ଼ି ଅନ୍ୟ ଏକ ଗାଡ଼ିକୁ ଧକ୍କା ଦେଇ ଥିଲା।ଖବର ମୁତାବକ ରୂପ ନଗର ସ୍ଥାନ ରେ ହୋଇଛି ଏହି ଦୁର୍ଘଟଣା। ଲୋକ ମାନେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇ ଥିଲେ।
ହେଲେ ଦୁର୍ଘଟଣା ରେ ଏତେ ଜୋରରେ ଥିଲା କି ତାଙ୍କର ରାସ୍ତାରେ ହିଁ ମୃତ୍ୟୁ ଘଟି ଥିଲା।ଆଶା ମାତ୍ର ୨୩ ବର୍ଷ ବୟସରେ ଏହି ଦୁନିଆରୁ ବିଦାୟ ନେଇଛନ୍ତି।ତାଙ୍କର ମୃତ୍ୟୁ ର ଖବର ଆସିଲା ପରେ ସମସ୍ତ ସିରିଏଲ ଜଗତର କଳାକାର ଓ ତାଙ୍କର ଅଗଣିତ ପ୍ରଶଂସକ ମାନେ ସ୍ତବ୍ଧ ହୋଇ ଯାଇଛନ୍ତି।
କାରଣ ଆଶା ଜଣେ ନିଷ୍ଠବାନ ଓ ନିଜ କାମକୁ ଭଲ ପାଉ ଥିବା କଳାକାର ଥିଲେ।ତାଙ୍କର ଚମତ୍କାର ଅଭିନୟ ର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖି ଥିଲେ।ବହୁତ ଅଳ୍ପ ବୟସରେ ଅଭିନୟ ଦୁନିଆରେ ପାଦ ରଖି ଥିଲେ ଓ ଖୁବ କମ୍ ସମୟ ମଧ୍ୟରେ ସେ ଅଭିନୟ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରି ଥିଲେ।
ତେବେ ଆଶା ଏବେ ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ ଥିଲେ।ସେ ପାଠରେ ମଧ୍ୟ ଭଲ ପ୍ରଦର୍ଶନ କରୁ ଥିଲେ ବୋଲି ତାଙ୍କ ଅଧ୍ୟାପକ କହିଛନ୍ତି।ତେବେ ନିଶାଙ୍କ ମୃତ୍ୟୁ ପରେ ଅନେକ କଳାକାର ମାନେ ଟ୍ୱିଟ କରି ନିଜର ସମବେଦନା ଜଣାଇଛନ୍ତି।ନିଶାଙ୍କ ମୃତ୍ୟୁ ଅଭିନୟ ଜଗତ ପାଇଁ ଗୋଟିଏ ଅପୁରଣୀୟ କ୍ଷତି ବୋଲି ସମସ୍ତେ କହିଛନ୍ତି।ନିଶାଙ୍କ ଆତ୍ମାର ସତ୍ଗତି ପାଇଁ ସମସ୍ତେ ପ୍ରାର୍ଥନା କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।