ଦେଖନ୍ତୁ ଭିଡ଼ିଓ । ପୁଣି ଭାଇରାଲ ହେଲା ଲୋକପ୍ରିୟ ଅଭିନେତ୍ରୀ ଦୀପ୍ତିରେଖା ଙ୍କର ବାହାଘର ପର ର ଭିଡ଼ିଓ…..ସ୍ୱାମୀଙ୍କର ଏମିତି…..

ଗତ କିଛି ଦିନ ପୂର୍ବରୁ ଓଡ଼ିଶା ର ପ୍ରସିଧ ଗାୟିକା ଦିପ୍ତିରେଖା ପାଢ଼ୀ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି। ତେବେ ସେ ବିବାହ ପରେ କିପରି ତାଙ୍କ ଶାଶୁ ଘରେ ଅଛନ୍ତି ଆଉ ତାଙ୍କ ବିବାହ ପର ର କିଛି ଫାଟି ଆସନ୍ତୁ ଦେଖିବା ।ତେବେ ଦିପ୍ତିରେଖା ପାଢ଼ୀ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଥିବେ । ଆଲିଉଡ ରେ ବହୁତ୍ ଗୀତ ଗାଇ ସେ ପ୍ରସିଦ୍ଧ ହୋଇ ପାରିଛନ୍ତି ।

ତେବେ ଦିପ୍ତିରେଖା ପାଢ଼ୀ ଯିଏ ସବୁ ଓଡ଼ିଆ ମାନଙ୍କ ର ପ୍ରିୟ ଗାୟିକା ଅଟନ୍ତି ସେ ୨୦୦ ରୁ ଅଧିକ ଓଡ଼ିଆ ଫିଲ୍ମ୍ ଗୀତ , ଭଜନ ଆଦି ଗାଇ ଘରେ ଘରେ ପରିଚିତ ଅଟନ୍ତି ଓ ନିଜ ଗୀତ ମାଧ୍ୟମ ରେ ସେ ଲୋକ ମାନଙ୍କ ମନରେ ଏକ ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

ତାଙ୍କ ଗୀତ ର ଯାଦୁ ରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ତେବେ ଦିପ୍ତିରେଖା ପାଢ଼ୀ ଗତ ଦୁଇ ଦିନ ତଳେ ଶିଳ୍ପପତି ସୌମ୍ୟ ଙ୍କୁ ବିବାହ କରିଛନ୍ତି। ତେବେ ଦିପ୍ତିରେଖା ପାଢ଼ୀ ଙ୍କ ଗୀତ ଲୋକ ମାନଙ୍କୁ ଖୁବ୍ ପସନ୍ଦ ଓ ତାଙ୍କର ପ୍ରାୟ ସବୁ ଗୀତ ସୁପର୍ ହିଟ୍ ହୋଇ ପାରିଛି । ତାଙ୍କର ଗୀତ ଯୋଗୁଁ ସେ ଆଜି ଓଡିଶା ର ଘରେ ଘରେ ପରିଚିତ ଅଟନ୍ତି ।

ତେବେ ତାଙ୍କ ସିନେ ଆର୍ଟିଷ୍ଟ ମାନେ ତାଙ୍କ ମ୍ୟାରେଜ୍ ଆଟେନ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇ ଥିଲେ । ତେବେ ତାଙ୍କର ବିବାହ ଫଟୋ ସୋସିଆଲ ମିଡ଼ିଆ ରେ ଏବେ ପ୍ରବଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି। ତାଙ୍କର ଏହି ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଭଲ ପାଉଥିବା ଅନେକ ଫ୍ୟାନ ମାନଙ୍କ ମନରେ ଦୁଃଖ ର ଛାୟା ଖେଳି ଯାଇଛି କାରଣ ସେ କେବଳ ନିଜ ଗୀତ ମାଧ୍ୟମ ରେ ନୁହଁ ନିଜ ସୁନ୍ଦରତା ପାଇଁ ମଧ୍ୟ ଲୋକ ମାନଙ୍କ ମନକୁ ବେଶ୍ ଜିଣି ଥିଲେ ।

ତାଙ୍କର କଣ୍ଠ ଯେତିକି ସୁନ୍ଦର୍ ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର୍ । ତେବେ ସେ ଅନେକ ଓଡ଼ିଆ ଫିଲ୍ମ୍ ର ସଙ୍ଗୀତ ରେ ନିଜର କଣ୍ଠ ଦାନ କରିଛନ୍ତି । ଅନେକ ହିଟ୍ ଗୀତ ରେ ସେ ନିଜର କଣ୍ଠ ପ୍ରଦାନ କରିଛନ୍ତି। ଯେତେବେଳେ ବି ଓଡ଼ିଶା ର କିଛି ହିଟ୍ ଗୀତ ଆସେ ଦେ ପ୍ରାୟତଃ ଦିପ୍ତିରେଖା ଙ୍କ କଣ୍ଠ ରୁ ଶୁଣିବାକୁ ମିଳି ଥାଏ।

ବର୍ତ୍ତମାନ ଦିପ୍ତିରେଖା ବିବାହ କରି ନିଜ ଶାଶୁ ଘରେ ଅଛନ୍ତି । ସେ ଏକ ଓଡ଼ିଆ ଘର ର ବୋହୂ ହିସାବ ରେ ନିଜର ସବୁ କାର୍ଯ୍ୟ କରୁଛନ୍ତି । ଦିପ୍ତିରେଖା ନିଜ ବିବାହ ପରର ଫଟୋ ସବୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ନିଜ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି । ବର୍ତ୍ତମାନ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।