ପୁଣି କରୋନା ଠୁ ଭୟଙ୍କର ହେବାକୁ ଯାଉଛି ପରିସ୍ଥିତି, ବେଳ ଥାଉଁ ହୋଇଯାଆନ୍ତୁ ସାବଧାନ ! ବିଶେଷଜ୍ଞ ମାନେ ଦେଲେ ବଡ ଚେତାବନୀ
କରନା କୁ ନେଇ ସବୁ ଆଡେ ଏବେ ହାହାକାର ପରିସ୍ଥିତି । କିନ୍ତୁ ଏତିକି ଦେଖି ଆପଣ ଥକି ପଡନ୍ତୁ ନାହିଁ । କାରଣ ଆଗକୁ ବହୁତ୍ ବଡ଼ କିଛି ଘଟିବା ପାଇଁ ଯାଉଛି । ଧର୍ଯ୍ୟ ରଖନ୍ତୁ କାରଣ କରନା ମଣିଷ ପାଇଁ ଯେତିକି ବିପଦ ଆଣିଛି ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ପାଇଁ ଯାଉଛି । ତେବେ ବିଶେଷଜ୍ଞ ମାନେ କହୁଛନ୍ତି ଆମ ପାଣି ପାଗ ଖୁବ୍ ପରିବର୍ତ୍ତନ ହେବାରେ ଲାଗିଛି । ସେହି ଅନୁପାତ ରେ ଚଳିତ ବର୍ଷ ଥଣ୍ଡା ବି ଅଧିକ ରହିବ ।
ଏହି ପରିବର୍ତ୍ତନ ଆମ ଦୁନିଆ ପାଇଁ ବହୁତ୍ ଭୟଙ୍କର ହେବା ପାଇଁ ଯାଉଛି । ଚାଇନା ରୁ କରନା ଭାଇରସ ପହଞ୍ଚିବା ପାଇଁ ଯେତିକି ସମୟ ଲାଗି ଥିଲା ସମୁଦ୍ର ରେ ସୁନାମି ହେବା ପାଇଁ ତାର ଦଶ ଗୁଣ କମ୍ ସମୟ ଲାଗିବ ।
ସ୍ଵିଡେନ ରେ ଦୁଇ ମାସ ତଳେ ନିଲ ନଦୀ ଫୁଲି ଉଠି ଥିଲା । ପରିସ୍ଥିତି ଏମିତି ହୋଇ ଯାଇଥିଲା ଯେ ଦୁଇ ରୁ ତିନି ମାସ ବିତି ଗଲାଣି କିନ୍ତୁ ପରିସ୍ଥିତି ସୁଧିରି ନାହିଁ । ଆଉ ଏହାର କାରଣ ପୃଥିବୀ ର ଦୁଇ ସାଇଡ ରେ ଥିବା ବରଫ ର ଚାଦର ଏବେ ତରଳିବାରେ ଲାଗିଛି । ଏଥିରେ ସମୁଦ୍ର ର ଜଳ ସ୍ତର ବଢୁଛି ଆଉ ଏହା ଜନଜୀବନ ପାଇଁ ବିପଦ ସୃଷ୍ଟି କରିଛି। ପ୍ରାୟ ୯୦% ବୈଜ୍ଞାନିକ କହି ସାରିଲାଣି 2023 ଶେଷ ବେଳକୁ ପ୍ରତ୍ୟେକ ବର୍ଷ 2 କୋଟି ରୁ ଅଧିକ ଲୋକ ମାନଙ୍କ ଚିହ୍ନବର୍ଣ୍ଣ ଲିଭିଯିବ ସୁନାମି ଆଉ ବର୍ଷା ପାଇଁ ।
ଆମେରିକାର ୱଷ୍ଟକର୍ଷ ନିଆଁ ରେ ଏବେ 50 ଏକର ରୁ ଅଧିକ ଜମି ନଷ୍ଟ ହୋଇ ସାରିଛି। ଅଗଷ୍ଟ ମାସ ରୁ ଆଜି ଯାଏ ଆମେରିକା ପରି ଦେଶ ରେ ଲୋକ ମାନେ ହନ୍ତସନ୍ତ ହେଉଛନ୍ତି । ଆଉ ଆମ ଅବସ୍ଥା ଯେ କଣ ହେବ ଅନୁମାନ ଲଗାଯାଇ ପାରୁଛି। ଭବିଷ୍ୟତ ରେ ବିପଦ ମାଡ଼ି ଆସୁଛି । ବିଶେଷଜ୍ଞ ମାନେ ଚେତାବନୀ ଦେଇ ସାରିଛନ୍ତି ଏହା ପାଣି ପାଗ ପରିବର୍ତ୍ତନ ହେବାର ଫଳ ଓ ଏହାକୁ ଆମେ ହିଁ ସୃଷ୍ଟି କରିଛେ। ଜଙ୍ଗଲ ନଷ୍ଟ ହେଉଛି ଜଙ୍ଗଲ ର ପଶୁ ପକ୍ଷୀ ମାନଙ୍କ ସଂଖ୍ୟା କମିବାରେ ଲାଗିଛି ଏହା ପ୍ରଳୟ ଆଉ ବିନାଶ ର ସଂକେତ ନୁହେଁ କି ।
ଆପଣ ଜାଣିଛନ୍ତି କି ପ୍ରାୟ 68% ଜୀବଜନ୍ତୁ ଲୋପ ପାଇ ସାରିଛନ୍ତି କାରଣ ଆମେ ତାଙ୍କର ପ୍ରାକୃତିକ ଆବାସ ସ୍ଥଳୀ କୁ ନେଇ ଚାଲିଛନ୍ତି । ତେଣୁ ଆମେ ମାନଙ୍କ ପାଇଁ ହିଁ ମହାମାରୀ ବଢ଼ି ଚାଲିଛି ବୋଲି କହି ପାରିବା ଏହା ନିୟନ୍ତ୍ରଣ ହେଇ ପାରୁ ନାହିଁ କେବଳ ଆମ ମାନଙ୍କ ପାଇଁ କାରଣ ଆମେ ହିଁ ସବୁ କିଛି ର କାରଣ । ବିଶେଷଜ୍ଞ ମାନେ କହିଛନ୍ତି ଏବେ ଆମକୁ ବୁଝିଯିବା ଦରକାର ଯେ ପ୍ରକୃତି ଓ ମଣିଷ ଉଭୟ ପରିପୂରକ।
ଏହି ସବୁ ଘଟଣା କୁ ଚେତାବନୀ ଆକାର ରେ ନେବାର ଅଛି ଆଉ ଆମକୁ ସତର୍କ ରେ ରହିବାରେ ଅଛି । ତେବେ ମହାମାରୀ କୁ ଆମେ ଯେମିତି ହେଲେ ନିୟନ୍ତ୍ରଣ କରି ପାରିବା କିନ୍ତୁ ଆଗକୁ ଆସୁଥିବା ପରିସ୍ଥିତି ର କିପରି ସାମ୍ନା କରିବା। ଆପଣ ମାନଙ୍କୁ ଭୟବିତ କରିବା ଆମର ଉଦ୍ଦେଶ୍ୟ ନୁହେଁ କିନ୍ତୁ ଆଗକୁ କଣ ଏହି ପରି ପରିସ୍ଥିତି ଆସିପାରେ ବୋଲି ଚେତାବନୀ ଦେଉଛୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।