ଦେଖନ୍ତୁ ଭିଡିଓ – ପୁଣି ଭାଇରାଲ ହେଲା କିଭଳି ସବ୍ୟ ଓ ଅର୍ଚ୍ଚିତାଙ୍କ ନିଆରା ଢଙ୍ଗରେ ଗୃହ ପ୍ରବେଶ ଭିଡିଓ 96,000 ରୁ ଅଧିକ ଲୋକ ଦେଖିସାରିଲେଣି

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ। ତେବେ ବର୍ତ୍ତମାନ ଏକ ଖବର ଖୁବ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।

ରିଲ ଲାଇଫ ରେ ଲୋକ ମାନଙ୍କ ର ସବୁଠୁ ପ୍ରିୟ ଯୋଡ଼ି ଆଜି ରିଅଲ ଲାଇଫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ ଏହି ଚର୍ଚ୍ଚିତ ଯୋଡ଼ି ଆଉ କେହି ନୁହନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା ସାହୁ ଙ୍କ ଯୋଡ଼ି । ଅଲିଉଡ ର ଏହି ପ୍ରିୟ ଯୋଡ଼ି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ତେବେ ଦୁଇ ଜଣ ରାଜସ୍ଥାନ ରେ ଏକ ବିଳାସପୂର୍ଣ୍ଣ ଅବସ୍ଥା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସେମାନେ ବହୁତ୍ ଘାତ ପ୍ରତଘାତ , ଆଲୋଚନା ଓ ସମାଲୋଚନା ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ସବ୍ୟ ଅର୍ଚ୍ଚିତା । କାହିଁକି ନା ସବ୍ୟ ଦ୍ଵିତୀୟ ଥର ପାଇଁ ଅର୍ଚ୍ଚିତା କୁ ବିବାହ କରିଥିଲେ ।ତେବେ ରାଜସ୍ଥାନ ରେ ସୁଦୂର ଓଡ଼ିଶା ରେ ଯାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ସବ୍ୟ ଅର୍ଚ୍ଚିତା ।

ଆଉ ସବ୍ୟ ଓ ଅର୍ଚ୍ଚିତା ପ୍ରତି ମିନିଟ୍ ରେ ସୋସିଆଲ ମିଡ଼ିଆ ରେ ସେମାନଙ୍କ ଫଟୋ ନିଜ ଫ୍ୟାନ ମାନଙ୍କ ସହିତ ସେୟାର କରୁଛନ୍ତି । ତେବେ ବର୍ତ୍ତମାନ ସେ ଓଡ଼ିଶା ଫେରି ସାରିଛନ୍ତି । ଆଉ ଓଡ଼ିଶା ଫେରିବା ପରେ ବହୁତ୍ ଆଡମ୍ବର ରେ ସବ୍ୟସାଚୀ ଙ୍କ ଘରେ ନୂଆ ବୋହୂ ଅର୍ଚ୍ଚିତା ଙ୍କ ର ସ୍ବାଗତ କରାଯାଇଛି ।

ବର୍ତ୍ତମାନ ଅର୍ଚ୍ଚିତା ଙ୍କ ନୂଆ ଘରେ ସ୍ବାଗତ ହେଉ ଥିବାର ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଚି ।ତେବେ ଅର୍ଚ୍ଚିତା ନିଜ ସୁନ୍ଦରତା କୁ ନେଇ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି ଆଉ ବର୍ତ୍ତମାନ ତାଙ୍କର ଏହି ନବ ବଧୁ ବେଶ ତାଙ୍କୁ ଆହୁରି ସୁନ୍ଦର୍ ଦେଖା ଯାଉଛନ୍ତି । ନିଜ ନୂଆ ଘରେ ଏକ ନୂତନ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ।

ତେବେ ନିଜ ଶାଶୁଘରେ ନିଜର ସ୍ଵାଗତ ପରେ ନିଜ ନୂଆ ପରିବାର ଲୋକ ମାନଙ୍କ ସହିତ ବହୁତ ଫଟୋ ଉଠାଇ ଅଛାନ୍ତି ଅର୍ଚ୍ଚିତା । ସେ ସବ୍ୟସାଚୀ ଙ୍କ ସହିତ ଏକ ନୂତନ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି । ତେବେ ସବ୍ୟ ଓ ଅର୍ଚ୍ଚିତା ପ୍ରତି ମିନିଟ୍ ରେ ସୋସିଆଲ ମିଡ଼ିଆ ରେ ସେମାନଙ୍କ ଫଟୋ ସେୟାର କରୁଛନ୍ତି ଓ କହିଛନ୍ତି ଯେ ସେମାନେ ଏବେ ଯେମିତି ଖୁସି ରେ ରହିଛନ୍ତି ଆଗକୁ ମଧ୍ୟ ସେମିତି ଖୁସି ରେ ରହିବେ ସାତ ଜନ୍ମ ପାଇଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।