ପୁଣି ଭାଇରାଲ ଅଭିନେତ୍ରୀ ଙ୍କ ଅଶ୍ଳୀଳ ଫୋଟୋ । ସତରେ କଣ ବିନା ଚୁଡିଦାରରେ ଥିଲେ ଏହି ଅଭିନେତ୍ରୀ……
ଆପଣ ଜାଣିଛନ୍ତି କିଛିଦିନ ତଳେ ସାଉଥ୍ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଜଣେ ଜଣାଶୁଣା ଆଗ ଧାଡ଼ିର ଲୋକପ୍ରିୟ ଅଭିନେତ୍ରୀ ଙ୍କ ଚର୍ଚ୍ଚା ଜୋର ଧରିଥିଲା। ଘଟଣା ଏହା ଥିଲା, ଯାହା କୁହା ଯାଉଥିଲା ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ଯେ ଏହି ଏଭିନେତ୍ରି ଜଣଙ୍କ ସୁଟିଂ ସମୟରେ ତଳେ ପୋଷାକ କିମ୍ବା ଚୁଡିଦାର ପିନ୍ଧି ନଥିଲେ।ତେବେ ଏହା କଣ ପାଇଁ ହୋଇଥିଲା,ସେ କୌଣସି ସିନ ର ସୁଟିଂ ପାଇଁ ଏମିତି କରିଥିଲେ କି ଏବଂ ଏହି ଘଟଣା ସତ କି ମିଛ ଜାଣିବା ପୂର୍ବରୁ ଏହା ଖୁବ୍ ଭାଇରାଲ ହୋଇଥିଲା।
ତେବେ ଏହି ଖବର କୁ ନେଇ ଚର୍ଚ୍ଚା ହେଉଥିବା ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ସାଉଥ୍ ଫିଲ୍ମ୍ ଜଗତର ସବୁଠାରୁ ନାମୀଦାମୀ ସୁନ୍ଦରୀ ଅଭିନେତ୍ରୀ ଅନୁପମା ପରମେଶ୍ୱରମ।
ଆପଣ ମାନଙ୍କର ବି ସେ ବହୁତ ପ୍ରିୟ ଏବଂ ପସନ୍ଦ ର ଅଭିନେତ୍ରୀ ଅଟନ୍ତି।ତେବେ ତାଙ୍କ ନାମରେ ଯେଉଁ ଖବର ଟି ଭାଇରାଲ ହେବାରେ ଲାଗିଛି ପ୍ରକୃତରେ ଏହି ଖବର ର ସତ୍ୟତା କଣ ଅଟେ ଆସନ୍ତୁ ଜାଣିବା। ଆପଣଙ୍କୁ କହି ରଖୁଛୁ ଏହି ଘଟଣା ଏବେକାର ନୁହଁ ବରଂ କିଛି ମାସ ତଳର, ଯାହା ପାଖା ପାଖି ୧ ବର୍ଷ ତଳର।ସେହି ସମୟରେ ଏହା ଚର୍ଚ୍ଚା ହେଉଥିଲା ଯେ ଏହି ଅଭିନେତ୍ରୀ ଅନୁପମା ପରମେଶ୍ୱରମ ଖୋଲା ସ୍ଥାନରେ ସର୍ବ ସାଧାରଣରେ ବିନା ଡ୍ରେସ୍ ରେ ଅର୍ଥାତ୍ ବିନା ସାଲୱାର୍ ରେ ବୁଲୁଛନ୍ତି। ଯାହାକୁ ନେଇ ଅନେକ ଫଟୋ ଭିଡିଓ ଭାଇରାଲ ହେବାକୁ ଲାଗିଲା।
ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଏମିତି କୁହାଗଲା କି ଏହି ଭିଡିଓ, ଫଟୋ କୁ ଦୟାକରି ଛୋଟ ପିଲା ମାନଙ୍କ ସହ ଦେଖିବେ ନାହିଁ,ଏହି ଫଟୋ କୁ ଦେଖିଲେ ଏହି ଅଭିନେତ୍ରୀ ପ୍ରତି ଆପଣଙ୍କର ଖରାପ୍ ଚିନ୍ତାଧାରା ଆସିବ। ଆପଣ ଆଉ ତାଙ୍କୁ ପସନ୍ଦ କରିବେ ନାହିଁ କିମ୍ବା ତାଙ୍କ ଫିଲ୍ମ୍ ଦେଖିବେ ନାହିଁ। କାରଣ ଏଥିରେ ଏମିତି ଅଶ୍ଳୀଳ ରହିଛି ଏବଂ ଏହା ଦେଖିବାକୁ ଲାଜ ଲାଗୁଚି।
ଏହିପରି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିବା ପରେ ଯେତେବେଳେ ଏହାକୁ ନେଇ ତର୍ଜମା କରାଗଲା ସେତେବେଳେ ଜଣା ପଡ଼ିଲା କି ଏହି ଅଭିନେତ୍ରୀ ଜଣଙ୍କ ଖାଲି ଦେହ ରେ ନଥିଲେ।ସେ ଲେଗୀଙ୍ଗଂସ ପିନ୍ଧିଥିଲେ ଏବଂ ତାହା ସ୍କିନ୍ କଲର୍ ର ଥିଲା।
ଯେହେତୁ ସେ ପିନ୍ଧିଥିବା ପୋଷାକ ସ୍କିନ ବା ଦେହ କଲର୍ ର ଥିଲା ସେଥିପାଇଁ ଏହା କିଛି ନ ପିନ୍ଧିଥିବା ର ବୋଲି ଲାଗୁଥିଲା। କିନ୍ତୁ ବାସ୍ତବରେ ସେ ପୋଷାକ ପରିଧାନ କରିଥିଲେ ଯାହାକୁ ଆପଣ ଭଲ ଭାବରେ ତାଙ୍କ ପାଦ ପାଖରେ ଦେଖିଲେ ଜାଣି ପାରିବେ।ଏହା କେମିତି ପାଦ ଆଡ଼କୁ ମୁଡି ମୁଡ଼ି ହୋଇ ରହିଛି। ଯାହାକୁ ଦେଖିଲା ପରେ ଆପଣ ଜାଣି ପାରିବେ ଯେ କିଭଳି ଭାବରେ ଆଜିକାଲି ସୋସିଆଲ ମିଡିଆରେ ଗୁଜବ ସବୁ ପ୍ରଚାର ହେଉଛି।
ତେବେ ଆମେ ଏହା କହିବାକୁ ଚାହୁଁଛୁ ଯେ କାହାକୁ ଏମିତି ମିଛରେ ବଦନାମ କରିବା ଠିକ୍ ନୁହଁ। କାରଣ ତାଙ୍କର ଅନେକ ଲୋକପ୍ରିୟତା ରହିଛି। ଏମିତି ଜଣେ ପ୍ରତିଷ୍ଠିତ କଳାକାର ଙ୍କୁ ସୋସିଆଲ ମିଡିଆରେ ବଦନାମ କରିବା ଭଳି ଖବର ଭାଇରାଲ କରିବା ବାସ୍ତବରେ ନିନ୍ଦନୀୟ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।