ଦେଖନ୍ତୁ ଭିଡ଼ିଓ । ପୁଣି TIK TOK ଷ୍ଟାର୍ ନିଶା ଗୁରୁଜେନ୍ ଙ୍କ ଅନ୍ତରଙ୍ଗ ଭିଡିଓ ମୋବାଇଲ ରୁ ମୋବାଇଲ କୁ ନିଆଁ ଭଳି ଭାଇରାଲ ହେଉଛି…..
ସୋସିଆଲ ମିଡ଼ିଆ ରେ ଜଣେ ପରିଚିତ ଚେହେରା ଭାବରେ ନିଶା ଗୁରୁଜେନ୍ ଙ୍କୁ ତ ଆପଣ ମାନେ ଜାଣିଥିବେ। ଯିଏ କି ଟିକ ଟକ୍ ର ଜଣେ ଲୋକପ୍ରିୟ ଅଭିନେତ୍ରୀ।ତାଙ୍କର ଅନେକ ଫ୍ୟାନ ଓ ପ୍ରଶଂସକ ମାନେ ରହିଛନ୍ତି। ଏହା ଜାଣିବା ପାଇଁ ଓ ଶୁଣିବା ପାଇଁ ଅଜିବ ଅଟେ ଯେ ଏହି ଲୋକପ୍ରିୟ ଅଭିନେତ୍ରୀ ଙ୍କ ଅଶ୍ଳୀଳ ଭିଡିଓ ଏବେ ଭାଈରାଲ୍ ହେବାରେ ଲାଗିଛି। ଆଧୁନିକ ସମାଜରେ ସୋସିଆଲ ମିଡିଆର ଚାହିଦା ବଢିବାରେ ଲାଗିଛି।
ଏହାର ଉପଯୋଗୀତା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଆଜିର ଦୁନିଆ ଏହି ସୋସିଆଲ ମିଡିଆ ଓ ଅନ୍ ଲାଇନ୍ ଜଗତ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭରଶୀଳ। ତେଣୁ ଏହି ସମୟରେ ଏହାର ବ୍ୟବହାର ପାଇଁ ମଣିଷ ନିଜର ଅଧିକ ସମୟ ସାପେକ୍ଷ କାର୍ଯ୍ୟ କୁ ବହୁତ୍ ଅଳ୍ପ ସମୟ ମଧ୍ୟରେ କରି ପାରୁଛି।ବହୁତ୍ କ୍ଷେତ୍ରରେ ସୋସିଆଲ ମିଡ଼ିଆର ଉପଯୋଗୀତା ଦେଖିବାକୁ ମିଳୁଥିବା ବେଳେ ଅଧିକାଂଶ କ୍ଷେତ୍ର ରେ ଏହାର ଅପଯୋଗିତା ଦେଖିବାକୁ ମିଳୁଛି।
ଏହାକୁ ନେଇ ବହୁତ୍ ଅପବ୍ୟବହାର ର ଖବର ଦେଖିବାକୁ ମିଳୁଛି।ଏହି ସୋସିଆଲ ମିଡିଆରେ ଆଜିକାଲି ଯୁବ ପିଢ଼ି ମାନଙ୍କର ଆଗ୍ରହ ବଢ଼ିବାରେ ଲାଗିଛି। ସେମାନେ ବିଭିନ୍ନ ପ୍ରକାରର ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି ଓ ସେଥିରେ ଅଧିକ ସମୟ ଅତିବାହିତ କରୁଛନ୍ତି। ଅଧିକତର କ୍ଷେତ୍ରରେ ଏହା ଦେଖିବାକୁ ମିଳୁଛି ଯେ ଏହାର ଦୁରୁପଯୋଗ ଅନେକ ମାତ୍ରା ରେ ହେଉଛି।
ସେହିପରି ଭାବରେ ନିଶା ଙ୍କ ଅଶ୍ଳୀଳ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଯାହାକୁ ନେଇ ଏବେ ନିଶା ପୁଣି ତାଙ୍କର ମୁହଁ ଖୋଲିଛନ୍ତି ଓ ମନ୍ତବ୍ୟ ଦେଇଛନ୍ତି।ନିଶା ପୋଲିସ୍ ପାଖରେ ଦେଇଥିବା ଏକ ଅଭିଯୋଗ ର ଦରଖାସ୍ତ ଏବେ ସୋସିଆଲ ମିଡିଆରେ ଖୁବ୍ ଅଧିକ ଚର୍ଚ୍ଚା ହେବାରେ ଲାଗିଛି। ଏଥିରୁ ସ୍ପଷ୍ଟ ଜଣା ପଡୁଛି କି ନିଶା ନିଜେ ଏହି ଭିଡିଓ କୁ ସୁଟ୍ କରିଛନ୍ତି।ଏହି ଅନ୍ତରଙ୍ଗ ମୁହୂର୍ତ୍ତକୁ ନିଜେ ରେକୋର୍ଡ କରିବା ପରେ ଏହା ଭୁଲ୍ ବଶତ ସୋସିଆଲ ମିଡ଼ିଆ ରେ ଆପ୍ଲୋଡ ହୋଇ ଯାଇଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି।
ଏହା ସହିତ ସେ ଲେଖିଛନ୍ତି ଯେ ସେ ଭୁଲ ରେ ସ୍ନାପ ଚାଟ୍ ରେ ଏହାକୁ ଛାଡିଥିଲେ ଯାହା ସେ ଜାଣି ପାରିନଥିଲେ।ଏହି ସମୟରେ କେହି ଜଣେ ବ୍ୟବହାର କାରୀ ଏହାକୁ ସ୍ନାପ ଚାଟ୍ ରୁ ଡାଉନ୍ ଲୋଡ କରି ଦେଇ ଏହାକୁ ଭାଇରାଲ୍ କରି ଦେଇଚି ବୋଲି ସେ ଏଥିରେ ଅଭିଯୋଗ କରିଛନ୍ତି।ତେବେ ତାଙ୍କର ପ୍ରତିକ୍ରିୟା ଓ ତାଙ୍କର ଅଭିଯୋଗ ରୁ ସ୍ପଷ୍ଟ ଯେ ନିଶା ଏହି ଅନ୍ତରଙ୍ଗ ମୁହୂର୍ତ୍ତରେ ଅଶ୍ଳୀଳ ଭିଡିଓ କୁ ସେ ଓ ତାଙ୍କର ବାୟ ଫ୍ରେଣ୍ଡ୍ ରାମାଜନ୍ କୁତ୍ତି ନିଜ ମୋବାଇଲ ଫୋନ ରେ ରେକୋର୍ଦ କରିଛନ୍ତି।ଯାହା ଏବେ ତାଙ୍କୁ ସମସ୍ୟା ରେ ପକାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।