ଦେଖନ୍ତୁ ଭିଡ଼ିଓ ! ଓଃ କି ଡ୍ୟାନ୍ସ । ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ସ୍କୁଲ ପିଲାଙ୍କ ଜବରଦସ୍ତ ଡ୍ୟାନ୍ସ…..

ସେଲିବ୍ରୀଟି ହୋଇ ଏକ ଲୋକପ୍ରିୟତା ହାସଲ କରିବା ପାଇଁ ସମସ୍ତେ ଇଚ୍ଛା କରିଥାନ୍ତି। ଯେଉଁପାଇଁ ସୋସିଆଲ ମିଡ଼ିଆ କୁ ଅନେକ ଅସ୍ତ୍ର ଭାବରେ ଗ୍ରହଣ କରୁଛନ୍ତି।ତେବେ ଇଣ୍ଟରନେଟ୍ ଯୁଗରେ ଯୁବପିଢି ମାନଙ୍କ ଆଗ୍ରହ ସୋସିଆଲ ମିଡ଼ିଆ ରେ ଅଧିକ ରହିଥିବାର ଦେଖିବାକୁ ମିଳୁଛି। ସେମାନେ ତାଙ୍କର ଅଧିକତର ସମୟ ସୋସିଆଲ ମିଡିଆରେ ବିତେଇବାକୁ ପସନ୍ଦ କରୁଛନ୍ତି। ଶିକ୍ଷା କ୍ଷେତ୍ରରେ ହେଉ କିମ୍ବା ଚଲନି ହେଉ କିମ୍ବା ବୈଜ୍ଞାନିକ ଉଦ୍ଭାବନ ହେଉ କିମ୍ବା ମନୋରଞ୍ଜନ ହେଉ ସବୁକିଛି ଆଜିକାଲି ଇଣ୍ଟରନେଟ ରେ ଉପଲବ୍ଧ ହେଲାଣି।

ତେଣୁ ଆଜିର ଯୁବ ସମାଜ ଅଧିକ ମାତ୍ରାରେ ଏଥିପ୍ରତି ଆକର୍ଷିତ ହେଉ ଥିବାର ଦେଖିବାକୁ ମିଳୁଛି ।

ନିଜକୁ ପରିଚିତ କରିବା ପାଇଁ ଏବଂ ଲୋକପ୍ରିୟତା ହାସଲ କରିବା ପାଇଁ କିଶୋର କିଶୋରୀ ମାନେ ମଧ୍ୟ ଭିଡିଓ ଜରିଆରେ ତାଙ୍କର ପ୍ରତିଭା ଦେଖାଉଛନ୍ତି।ଏହାରି ଭିତରେ ମନୋରଞ୍ଜନ ର ସୁରାକ ଯୋଗାଇ ଦେଉଥିବା କିଛି ଭିଡିଓ ଆପ ର ଚାହିଦା ବଢ଼ିବାରେ ଲାଗିଛି। ଯେମିତି ଟିକ ଟକ ଆପ ମାଧ୍ୟମରେ ଅନେକ ଯୁବକ ଯୁବତୀ ସେମାନଙ୍କ ର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।

ସେହିପରି ଆମେ ଆଜି ଆମ ଓଡ଼ିଶାର କିଶୋର କିଶୋରୀ ମାନଙ୍କର, ସ୍କୁଲ୍ ପିଲା ମାନଙ୍କର ମନୋରଞ୍ଜନ ର ଭିଡିଓ ଆପଣଙ୍କୁ ଦେଖେଇବାକୁ ଯାଉଛୁ ଯାହାକୁ ଆପଣ ଥରେ ଭଲ ଭାବରେ ଦେଖନ୍ତୁ । ଏଥିରେ ସ୍କୁଲ ଛାତ୍ର ଛାତ୍ରୀ କିପରି ଭାବରେ ତାଙ୍କର ମଜା ମସ୍ତି କୁ ଦେଖାଉଛନ୍ତି, ଉଭୟ ଅଭିନୟ ଏବଂ ନୃତ୍ୟ ମାଧ୍ୟମରେ। ବିଭିନ୍ନ ପ୍ରକାର ସଙ୍ଗୀତର ତାଳେତାଳେ ସେମାନେ ଏହି ସବୁ ଟିକ ଟକ ଭିଡିଓ କୁ ପ୍ରସ୍ତୁତ କରିଛନ୍ତି।

ଯେଉଁଥିରେ ଏହି ଯୁବତୀ ମାନେ ବହୁତ୍ ସୁନ୍ଦର୍ ଦେଖା ଯାଉଛନ୍ତି। ତାଙ୍କର ଅଭିନୟ ମଧ୍ୟ ବହୁତ୍ ପ୍ରଶଂସନୀୟ ରହିଛି। ଏହାଛଡା ସେମାନଙ୍କର ନୃତ୍ୟ ମଧ୍ୟ ବହୁତ୍ ମନୋରଞ୍ଜନ ଧର୍ମୀ ହୋଇଛି।ତେବେ ଏହି ସ୍କୁଲ୍ ପୁଅ, ଝିଅ ଅନେକ ଟିକ ଟକ ଭିଡିଓ କରିଛନ୍ତି। ସେମାନେ ଭିନ୍ନ ଭିନ୍ନ ଗୀତରେ ନୃତ୍ୟ କରିଥିବାର ନଜର ଆସିଛନ୍ତି। ଓଡ଼ିଆ ର ଆଲବମ୍ ଗୀତ ସହିତ ସମ୍ବଲପୁରୀ ଗୀତ ମାଧ୍ୟମରେ ସେମାନେ ନୃତ୍ୟ କରିଛନ୍ତି ଏବଂ ସେଥିରେ ସେ ବହୁତ୍ ଆକର୍ଷଣୀୟ ଲାଗୁଛନ୍ତି।

ଏହି ଭିଡିଓ ଗୁଡ଼ିକରେ ସେମାନେ ତାଙ୍କର ଜଳବା ଦେଖାଉଛନ୍ତି। ସେମାନେ ଏହି ଭିଡିଓ ରେକର୍ଡ ସ୍କୁଲ୍ ୟୁନିଫର୍ମ ରେ କରିଛନ୍ତି। ତେବେ ଆଲବମ୍ ଗୀତ ଏବଂ ହିନ୍ଦୀ ଗୀତରେ ଅନେକ ଭିଡିଓ କରିଛନ୍ତି ଏହି ପିଲା ମାନେ।ତେବେ ଆପଣ ବି ଥରେ ଦେଖନ୍ତୁ ଏହି ସବୁ ଭିଡିଓ ରେ କିଭଳି ଭାବରେ ଭିଡିଓ ସବୁ ସୁଟ କରିଛନ୍ତି ଏହି ଛାତ୍ର ଛାତ୍ରୀ ଦୁଇଜଣ। ସ୍କୁଲ୍ ଡ୍ରେସ୍ ରେ ବହୁତ୍ ସୁନ୍ଦର୍ ଦେଖା ଯାଉଛନ୍ତି ।

ଏହି ଭିଡିଓ ଗୁଡ଼ିକ ରେ ସେମାନେ ବହୁତ୍ ସୁନ୍ଦର ନୃତ୍ୟ କରିଛନ୍ତି ଏବଂ ଖୁବ୍ ସୁନ୍ଦର୍ ମଧ୍ୟ ଦେଖା ଯାଉଛନ୍ତି। ସ୍କୁଲ୍ ପିଲା ମାନଙ୍କର ଏହିଭଳି ଭିଡିଓ ଦେଖିବାକୁ ବହୁତ୍ ଭଲ ଲାଗୁଛି ଏବଂ ପ୍ରଶଂସା ମଧ୍ୟ ସବୁ ସ୍ତରରୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।