ପୁଣି ସ୍କୁଲ ପିଲାଙ୍କ ଆସିଲା ବଡ ଖୁସି ଖବର ! ନଭେମ୍ବର 16 ତାରିଖରେ ଖୋଲିବନି ସ୍କୁଲ, ଏହି ତାରିଖରେ ଖୋଲିବ ସ୍କୁଲ ଗଣ ଶିକ୍ଷା ମନ୍ତ୍ରୀ ଦେଲେ ସୂଚନା…..
ଆମ ଦେଶର ଏବେ ମହାମାରୀ କରନା ଭାଇରସ ସବୁ ଆଡେ ବହୁତ ମାତ୍ରାରେ ଖେଳି ଯାଇଛି l ଏହି କରନା ଭାଇରସ ଅଧିକ ରୁ ଅଧିକ ମାତ୍ରାରେ ବଢ଼ି ଚାଲି ବାରୁ କରନା କୁ କମିବା ପାଇଁ କେନ୍ଦ୍ର ସରକାର ଲାକଦଉନ ପ୍ରକ୍ରିୟା ଆରମ୍ଭ କରି ଥିଲେ l ପରେ ଅଧିକ ରୁ ଅଧିକ ମାତ୍ରାରେ କରନା ହୋଇ ଯିବା ରୁ ସରକାର ସଟ ଡାଉନ ପ୍ରକ୍ରିୟା ମଧ୍ୟ ହୋଇ ଥିଲା l
ଏହି ପ୍ରକ୍ରିୟା ଆରମ୍ଭ ହୋଇ ଥିବାରୁ ଆମ ଦେଶର ଲୋକ ମାନେ ଅଧିକ ପରିମାଣ ରେ ଗରିବ ହୋଇ ଗଲେ l ଏହି କାରଣ ରୁ ସରକାର ପୁଣି ଅନଲକ ପ୍ରକ୍ରିୟା ଆରମ୍ଭ କରି ଥିଲେ l
ପର୍ଯ୍ୟନ୍ତ ପାଠ୍ୟ ସଂଗଠନ ଆରମ୍ଭ ହେବ କିନ୍ତୁ କିଛି ପରିମାଣ ରେ ଖୋଲି ଥିଲେ l ଖୋଲି ଥିଲେ ମଧ୍ୟ ସାମାଜିକ ଦୂରତା ଓ ସମସ୍ତ ନୀତି ନିୟମ ମାନି ଚାଲି ବାକୁ ହେବ ବୋଲି ସରକାର ମତ ପୋଷଣ କରି ଛନ୍ତି l ସରକାର ଆରମ୍ଭ କରିବା ପାଇଁ ଯାଉ ଛନ୍ତି ଏହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବା l
ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ପୁଣି ସ୍କୁଲ କଲେଜ ଖୋଲିବା ପରିବର୍ତ୍ତନ କରି ଛନ୍ତି l ପ୍ରଥମେ ଘୋଷଣା ହୋଇ ଥିଲା ଯେ ନଭେମ୍ବର 16 ତାରିଖ ରେ ସ୍କୁଲ କଲେଜ ଖୋଲିବ କିନ୍ତୁ ଏବେ କରନା ର ସ୍ଥିତି କୁ ଦେଖି ପୁଣି ପରିବର୍ତ୍ତନ କଲେ ଗଣ ଶିକ୍ଷା ମନ୍ତ୍ରୀ l
ଏବେ ତେଲେଙ୍ଗାନା ରେ ସ୍କୁଲ କଲେଜ ଖୋଲି ସାରିଛି l ସେଠାରେ କରନା ର ସମସ୍ତ କଟକଣା ଆଦି କୁ ମାନି ସମସ୍ତ ଶିକ୍ଷା ଅନୁଷ୍ଠାନ ଆଦି ଖୋଲିଛି l ତେଣୁ ଆମ ଓଡିଶା ରେ ସମସ୍ତ ସ୍କୁଲ କଲେଜ ଆଦି ଖୋଲିବା କୁ ଅନୁମତି ଦେଇ ଥିଲେ l ପରେ ପୁଣି କୋରାନl ଭାଇରସ କମ ନ ହେବାରୁ ସମସ୍ତ ଅନୁଷ୍ଠାନ କୁ ବନ୍ଦ କରି ବାକୁ କହି ଛନ୍ତି l
ଏବେ ତେଲେଙ୍ଗାନା ରେ କରନା କମି ଯାଉଛି ତେଣୁ ସବୁ ଅନୁଷ୍ଠାନ ଖୋଲିଛି ଆସ୍ତେ ଆସ୍ତେ l ଆମ ରାଜ୍ୟରେ କୋରାନl କମି ନ ଥିବା ରୁ ସବୁ ଅନୁଷ୍ଠାନ ବନ୍ଦ ରହିବ l ଏହି ଅନୁଷ୍ଠାନ ଖୋଲି ବାକୁ ନେଇ କିଛି ପଦେକ୍ଷପ ନିଆ ଯାଇ ନାହିଁ l କେବେ ଖୋଲିବ l କିନ୍ତୁ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ କହି ଛନ୍ତି ଯେ ଆସନ୍ତା ମାସ ଡିସେମ୍ବର ମାସ ରେ ଖୋଲିବ l ଏହି ସୂଚନା ଏବେ ଆସିଛି l ଆଉ କିଛି ଦିନ ପରେ ଖୋଲିବ ଶିକ୍ଷା ଅନୁଷ୍ଠାନ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।