ପୁଣି ସରକାରଙ୍କ ଦ୍ୱାରା ନୂଆ ଆଇନ ନିର୍ଧାରଣ କରାଗଲା ଏହି ସବୁ କାର୍ଯ୍ୟ କଲେ ମିଳିବ ଫାଶୀ

ଜାଣିଥିବେ ଆମଦେଶର କେଉଁଠି ନା କେଉଁଠି ପ୍ରତିଦିନ ମହିଳା ମାନେ ଦୁଷ୍କର୍ମ ରେ ପୀଡିତ ହେଉଛନ୍ତି l ଯାହା କିଛି ସମସ୍ତଙ୍କ ସମୁଖକୁ ଆସୁଛିତ ଆଉ କିଛି କାହାରି ଆଗକୁ ଆସି ପାରୁ ନାହିଁ l ଆମ ଦେଶରେ ଅନେକ ମହିଳା, ଝିଅ, ନାବାଳିକାଙ୍କ ସହ ଦୁଷ୍କର୍ମ ହେଉଛି l ସେମାନେ ନିଜକୁ ବିପଦ ବୋଲି ଭାବୁଛନ୍ତି l ସେମାନେ ରାତିରେ କେଉଁ ଆଡେ ଯିବାର କଥା ଭାବିବା ଦୂରର କଥା ଦିନରେ ବାହାରକୁ ଯିବାକୁ ଡରୁଛନ୍ତି l

ଏହି ପରି ବାଂଲାଦେଶ ରେ ବିଶ୍ୱାସ ମଧ୍ୟ ମହିଳାଙ୍କୁ ଗଣ ଦୁଷ୍କର୍ମ ର ଅଭିଯୋଗ ଅଧିକ ହେଉଛି l ଏହି ଗଣ ଦୁଷ୍କର୍ମ ଦିନକୁ ଦିନ ହlର ବଢ଼ି ଚାଲିଛି ଏହା କୁ ନେଇ ବାଂଲାଦେଶ ର ସରକାର ଙ୍କର ଚିନ୍ତା ବଢିଛି l ବାଂଲାଦେଶ ର ରାଷ୍ଟ୍ରପତି ମହମଦ ଅବଦୁଲ ଅହମଦ ଏକ ବଡ଼ ନିୟମ ଜାରି କରିଛନ୍ତି l

ଯେ ଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କୁ ଫାଶୀ ଦିଆ ଯିବ l କାରଣ ଆଗରୁ ଦୁଷ୍କର୍ମ କରିଥିବା ବ୍ୟକ୍ତି ଙ୍କୁ ଆଜୀବନ କାରାଦଣ୍ଡ ଦିୟା ଯାଉଥିଲା l କିନ୍ତୁ ଧୀରେ ଧୀରେ ଦୁଷ୍କର୍ମ କମିବା ପରିବର୍ତ୍ତେ ବଢ଼ି ଚାଲିଛି l ଏହି ସବୁ ସ୍ଥିତି କୁ ଧ୍ୟାନରେ ରଖି ବାଂଲାଦେଶ ର ସରକାର ଏହି ପରି ଆଇନ କରାଯାଇଛି l

ବାଂଲାଦେଶ ରେ ଏକ ଭିଡ଼ିଓରେ ଏକ ମହିଳାକୁ ଗଣ ଦୁଷ୍କର୍ମ କରାଯାଉଥିବା ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇ ଥିଲା ଯାହାକୁ ଦେଖି ବାଂଲାଦେଶ ରେ ସାଧାରଣ ଜନତା ଆନ୍ଦୋଳନ କରିଥିଲେ l କଲେଜ ର ଛାତ୍ର ମଧ୍ୟ ଏହି ଆନ୍ଦୋଳନ କରିଥିଲେ l କାରଣ ବଙ୍ଗଦେଶ ଟେ ଦୁଷ୍କର୍ମ ର ହାର ବହୁତ ଅଧିକ ହୋଇ ଯାଇଛି l ଏଥି ପାଇଁ ଦେଶରେ ସବୁ ଆଡେ ଲୋକେ ଆନ୍ଦୋଳନ କରିଥିଲେ l

ବାଂଲାଦେଶ ରେ ଆଗ ଅପେକ୍ଷା ଦୁଷ୍କର୍ମ ର ହାର ବଢିଛି l ସର୍ବେ ରୁ ଜଣାଯାଇଛି ଯେମିତି ଚଳିତ ବର୍ଷ 798 ଟି ଗଣ ଦୁଷ୍କର୍ମ ର ଅଭିଯୋଗ ଆସିଛି l ଯାହାର ବିରୋଧ ଜନତା କରିଛନ୍ତି l କାରଣ ଆହୁରି ଦୁଷ୍କର୍ମ ହୋଇଛି କିନ୍ତୁ ସେ ସବୁକୁ ଚପେଇ ଦିୟା ଯାଇଛି l ଦୁଷ୍କର୍ମ କୁ ନେଇ ବାଂଲାଦେଶ ରେ ଜନତା ହରତାଳ ମଧ୍ୟ କରିଛନ୍ତି l ସେମାନେ ସରକାର ଙ୍କ ନିକଟରେ କହିଛନ୍ତି

ଯେ ଦୁଷ୍କର୍ମ କରି ଙ୍କୁ ଫାଶୀ ଦଣ୍ଡ ଦିୟା ଯିବା ଦରକାର କାରଣ ଜଣେ ପୁରୁଷ ଯେତେ ବେଳେ ଦୁଷ୍କର୍ମ କରିଥାଏ ସେତେ ବେଳେ ସିଏ ପଶୁ ପାଲଟି ଯାଇ ଥାଏ l ତେଣୁ ଗୋଟିଏ ପଶୁର ଏ ଦେଶରେ ବଂଚିବା କୌଣସି ଅଧିକାର ନାହିଁ l ସେ ମାନଙ୍କୁ କୋଠର ଦଣ୍ଡ ଦିୟା ଯିବା ଦରକାର l ମୃତ୍ୟୁ ଦଣ୍ଡ ଦିୟା ଯିବା ଦର କାର l ବାଂଲାଦେଶର ସରକାର ଏସବୁକୁ ଧ୍ୟାନରେ ରଖି ଏହି ଭଳି ନିଷ୍ପତି ନେଇଛନ୍ତି l କିନ୍ତୁ ଆମଦେଶରେ ଏହାର ଲାଗୁ ହୋଇ ନାହିଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।