ପୁଣି ଓଡ଼ିଶା ସରକାରଙ୍କ ତରଫରୁ RI ପଦବୀ ପାଇଁ ବାହାରିଲା ବଡ଼ ନିଯୁକ୍ତି । ଦଶମ ପାସ ପିଲା ମଧ୍ୟ କରି ପାରିବେ ଆବେଦନ

ଓଡ଼ିଶା ସରକାରଙ୍କ ତରଫରୁ RI ଅଫିସରେ ବହୁତ ବଡ଼ ନିଯୁକ୍ତି ବାହାରିଛି।ଏହାକୁ ସମଗ୍ର ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ପ୍ରାର୍ଥୀ ଆବେଦନ କରି ପାରିବେ।ଯେଉଁ ମାନେ ଆବେଦନ କରିବେ ଓ ସିଲେକ୍ଟ ମଧ୍ୟ ହେବେ ସେମାନଙ୍କୁ ବ୍ଲକ ଅଫିସ ରେ ନିଯୁକ୍ତି ମିଳିବ।ଏହା ର ପ୍ରାରମ୍ଭିକ ଦରମା ୧୭୦୦୦ ଟଙ୍କା ରହିଛି।

ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଏହା ପାଇଁ ଆପଣଙ୍କୁ କୌଣସି ପରୀକ୍ଷା ଦେବା କୁ ପଡ଼ିବ ନାହିଁ।ଏହା ସିଧାସଳଖ ଭାବେ ଆପଣଙ୍କ ଯୋଗ୍ୟତା କୁ ଆଧାର କରି ନିଯୁକ୍ତି ଦିଆ ଯିବ।ତେବେ ଆସନ୍ତୁ ଜାଣିବା ଏହି ଚାକିରୀ ପାଇଁ ଜଣେ ପ୍ରାର୍ଥୀ ର କଣ ସବୁ ଶିକ୍ଷାଗତ ଯୋଗ୍ୟତା ରହିବା ଜରୁରୀ,କେମିତି ଆବେଦନ କରିବେ,ଏହାର ସିଲେକ୍ସନ ପ୍ରୋସେସ କେମିତି ରହିବ?

କେଉଁମାନେ ଆବେଦନ କରି ପାରିବେ?:-

ଏହି ନିଯୁକ୍ତି ପାଇଁ ସମଗ୍ର ଓଡ଼ିଶାର ପ୍ରାର୍ଥୀ ଆବେଦନ କରି ପାରିବେ।

ଲିଙ୍ଗ:-

ଉଭୟ ପୁରୁଷ ଓ ମହିଳା ଏହି ପୋଷ୍ଟ ପାଇଁ ଆବେଦନ କରି ପାରିବେ।

ପୋଷ୍ଟ ର ନାମ:-RI ଏବଂ କ୍ଲର୍କ ପଦବୀ ପାଇଁ ଏହି ନିଯୁକ୍ତି ରହିଛି।

ପଦବୀ ସଂଖ୍ୟା:- ଏଥିପାଇଁ ୨ ଟି ପଦବୀ ରହିଛି।

ନିଯୁକ୍ତି ଟାଇପ:-ଓଡ଼ିଶା ସରକାରଙ୍କ ଅଧୀନସ୍ଥ ନିଯୁକ୍ତି।

ସିଲେକ୍ସନ ପ୍ରୋସେସ:-ଏଥିପାଇଁ କୌଣସି ପରୀକ୍ଷା ଦେବାକୁ ପଡ଼ିବ ନାହିଁ କେବଳ ଅଭିଜ୍ଞତା ଆଧାରରେ ସିଲେକ୍ସନ ହେବ।

ବୟସ ସମୟ ସୀମା:- ଏହାର ସର୍ବନିମ୍ନ ବୟସ ରହୁଛି ୬୦ ବର୍ଷ ଏବଂ ସର୍ବାଧିକ ବୟସ ରହିଛି ୬୫ ବର୍ଷ।ତେଣୁ ଯେଉଁ ମାନେ ୬୦ ରୁ ୬୫ ବର୍ଷ ମଧ୍ୟରେ ଅଛନ୍ତି ସେମାନେ ଆବେଦନ କରି ପାରିବେ।

ନିଯୁକ୍ତି ସ୍ଥାନ:-ଏହି ନିଯୁକ୍ତି ଟି କେଉଁଝର ଜିଲ୍ଲା ରେ ରହିବ।କିନ୍ତୁ ଏହା ଓଡ଼ିଶା ସରକାରଙ୍କ ଅଧୀନସ୍ଥ ନିଯୁକ୍ତି।ତେଣୁ ଏହାକୁ ସମଗ୍ର ଓଡିଶା ର ପ୍ରାର୍ଥୀ ଆବେଦନ କରି ପାରିବେ।

ଆବେଦନ ମାଧ୍ୟମ:-ଏହାକୁ ଆପଣ କେବଳ ଅଫଲାଇନ ମାଧ୍ୟମରେ ଆବେଦନ କରି ପାରିବେ।ତେଣୁ ଯେଉଁ ମାନେ ଆବେଦନ କରିବା ପାଇଁ ଇଛୁକ ଅଛନ୍ତି ସେମାନେ ଆପ୍ଲିକେସନ ଫର୍ମ ସହ ଅନ୍ୟାନ୍ୟ ଡକ୍ୟୁମେଣ୍ଟ କୁ ସ୍ପୀଡ଼ ପୋଷ୍ଟ କିମ୍ବା ରେଜିଷ୍ଟର ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ ପାରିବେ।

ଆବେଦନ ର ଶେଷ ତାରିଖ:-ଆବେଦନ ର ଶେଷ ତାରିଖ ୨୫ ଜାନୁଆରୀ ୨୦୨୧ ରହିଛି।

ଆପ୍ଲିକେସନ ଫିସ:-ଆବେଦନ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।

ଦରମା:- ଏହି ନିଯୁକ୍ତି ପାଇଁ ଆପଣଙ୍କୁ ମାସିକ ୧୭୦୦୦ ଟଙ୍କା ମିଳିବ।

ଶିକ୍ଷାଗତ ଯୋଗ୍ୟତା:-ଏହି ପଦବୀ ପାଇଁ ଦଶମ ଶ୍ରେଣୀ ପାସ କରିବା ସହିତ ଆପଣ କୌଣସି ଅବସରପ୍ରାପ୍ତ ରେଭିନ୍ୟୁ ଅଫିସର ହୋଇ ଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା:-

କେଉଁଝର ଜିଲ୍ଲା ର RI କାର୍ଯ୍ୟାଳୟ ତରଫରୁ ବାହାରି ଥିବା ଏହି ପଦବୀରେ ଆବେଦନ ପାଇଁ ଆପଣଙ୍କୁ ପ୍ରଥମେ ଏହାର ଅଫିସିଆଲ ୱେବସାଇଟ କୁ ଯିବାକୁ ପଡ଼ିବ।ତେବେ ୱେବସାଇଟ ଟି ହେଉଛି www.kendujhar.nic.in ।ଏହି ଲିଙ୍କରେ କ୍ଲିକ କରିବା ପରେ ଆପଣ ସାମ୍ନାରେ ଏକ ଆପ୍ଲିକେସନ ଫର୍ମ ଆସିବ।

ଏଥିରେ ଆପଣଙ୍କ ସମସ୍ତ ତଥ୍ୟ ଦେଇ ଆବେଦନ କରି ପାରିବେ।ପରେ ଏହି ଫର୍ମ କୁ ଡାଉନଲୋଡ କରି ଏହାକୁ ଜାନୁଆରୀ ୨୫ ତାରିଖ ସନ୍ଧ୍ୟା ୫ ଟା ପୂର୍ବରୁ ନିର୍ଦ୍ଦିଷ୍ଟ ଠିକଣା ରେ ପହଞ୍ଚାଇବା କୁ ପଡ଼ିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।