ଷ୍ଟେଜ ଉପରେ ଆଇଟମ ଗାର୍ଲ ନିଶା ମହାରଣା ଙ୍କ Hot ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଆପଣ ମାନଙ୍କ ସାମ୍ନା କୁ ଆସିଛି ତାହା ହେଉଛି ଯାତ୍ରା ଜଗତର ଏକ ଯାତ୍ରା ସିନ କଥା କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ଯାତ୍ରା କଳାକାର ନିଶା ମହାରଣା ଯାତ୍ରା ମଞ୍ଚରେ ନିଜର ହଟ ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କ ର ମନକୁ କିଣି ନେଇଛନ୍ତି ଆଉ ଓଡିଶା ର ଦର୍ଶକ ମାନଙ୍କର ହୃଦୟରେ ମଧ୍ୟ ଜାଗା ବନେଇ ପାରିଛନ୍ତି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ନିଶା ମହାରଣା ଙ୍କୁ ଟା ଜାଣିଥିବେ ଯିଏ କି ସବୁବେଳେ ଯାତ୍ରା ମଞ୍ଚ ରେ ନିଜର ହଟ ପୋରଫୋମେନ୍ସ କୁ ଦେଖାଇ ଆସିଛନ୍ତି ଆଉ ତାହା ସହିତ ଯାତ୍ରା ମଞ୍ଚରେ ଓଡିଶା ର ଦର୍ଶକ ମାନଙ୍କର ହୃଦୟରେ ମଧ୍ୟ ଘର କରି ପାରିଛନ୍ତି ବୋଲି କୁହାଯାଉଛି |
ତେବେ ନିଜକୁ ଓଡିଶା ର ସନି ଲିଅନି 2 ବୋଲି କହୁଥିବା ନିଶା ମହାରଣା ଙ୍କୁ କିଏ ଵା ନ ଜାଣିଛି | ତେବେ ଯାତ୍ରା ମଞ୍ଚରେ ବର୍ତ୍ତମାନ ରାଜ କରୁଛନ୍ତି ନିଶା ଆଉ ଦର୍ଶକ ମାନଙ୍କୁ ତାଙ୍କର ପୋଏଫୋମେନ୍ସ ରେ ମୋତୁଆଳି ମଧ୍ୟ କରିବାକୁ ଲାଗିଛନ୍ତି ବୋଲି କୁହାଯାଉଛି |
ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ନିଶା ମହାରଣା ଙ୍କୁ ଦେଖିବାକୁ ମିଳିଛି ଯାତ୍ରା ମଞ୍ଚରେ |ଆଉ ଯେଉଁଠି କୁହାଯାଏ କି ଯାତ୍ରା ଆରମ୍ଭ ହେବା ଆଗରୁ ଯାତ୍ରା ମଞ୍ଚରେ କିଛି ମେଲୋଡି ର ଝଲକ ଦେଖିବାକୁ ମିଳିଥାଏ ଯାତ୍ରା ମଞ୍ଚରେ |
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି କି ଯାତ୍ରା ମଞ୍ଚରେ ମେଲୋଡି ର କମାଲ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ନିଶା ମହାରଣା | ଆଉ ଯାତ୍ରା ମଞ୍ଚ ରେ ଧମାଲ କରି ଦେଇଛନ୍ତି ତାଙ୍କର ଡାନ୍ସ ଆଉ କଥା ମାଧ୍ୟମରେ ଓଡ଼ିଆ ଦର୍ଶକ ମାନଙ୍କୁ |
ଆଉ ଯେଉଁଠି କୁହାଯାଉଛି କି ଯାତ୍ରା ମଞ୍ଚରେ ଏକ ହଟ ଡ୍ରେସ କୁ ପିନ୍ଧି ମେଲୋଡି ର କମାଲ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ନିଶା ମହାରଣା | ଆଉ ଦର୍ଶକ ମାନେ ମଧ୍ୟ ତାଙ୍କର କଥା ଆଉ ଡାନ୍ସ ର ଦିୱାନୀ ହୋଇଛନ୍ତି ଆଉ ତାଙ୍କ ସହିତ ଏନଜୟ କରିବାକୁ ମଧ୍ୟ ଲାଗିଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |