ପୁଣି ମାଡି ଆସୁଛି ଭୟଙ୍କର ବର୍ଷା । ୪୮ ଘଣ୍ଟା ମଧ୍ୟରେ ଉଗ୍ର ରୂପ ନେଇପାରେ ଲଘୁଚାପ, ଏହି ସବୁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ……
ଓଡିଶା ର ପାଣି ପାଗ ବିଭାଗ ଦ୍ୱାରା ପୁଣି ସତର୍କ କରାଯାଇଛି । କାରଣ ପୁଣି ଏକ ଅବପାତ ଆସୁଛି । ଯାହା ପାଇଁ ଓଡିଶା ପାଣିପାଗ ଉପକୂଳ ବର୍ତ୍ତୀ ଅଞ୍ଚଳ କୁ ପୂର୍ଣ୍ଣ ମାତ୍ରl ରେ ସଚେତନ କରାଯାଇଛି । କାରଣ ଏହି ଲଘୁଚାପ ଟି ପଶ୍ଚିମ ବୋଙ୍ଗାପସାଗର ରେ ସୃଷ୍ଟି ହୋଇ ଦକ୍ଷିଣ ଓଡିଶା ରେ ଲାଣ୍ଡ ଫଲ କରିବ ବୋଲି ଜଣା ପଡିଛି । ତା ପରେ ଏହି ଅବପାତ ଟି ସବୁ ସ୍ଥାନ ଆଡକୁ ମାଡି ଯାଇ ସମୁଦ୍ର ରେ ମିଶିବ ।
ଯେମିତି କି ଆପଣ ମାନେ କେହି ସମୁଦ୍ର କୁ ଯିବା ପାଇଁ ମନା କରା ଯାଇଛି । ଏହି ଅବପାତ ର ପ୍ରଭାବ ରେ ଗଞ୍ଜାମ , ଗଜପତି ଜିଲ୍ଲା ରେ ଅଧିକ ରୁ ଅଧିକ ବର୍ଷା ହେବ । ଏହି ପରି ଅବପାତ ଓଡ଼ିଶାର ସ୍ଥିତି କୋ ଦୋହଲି ଦେଉଛି ।
ଲୋକମାନେ ନିଜର ସବୁକିଛି ହରାଇ ଦେଇ ସର୍ବ ଶାନ୍ତ ହେଉଛନ୍ତି କାରଣ ଏହି ସାମୁଦ୍ରିକ ବାତ୍ୟା ଗୁଡାକ ସବୁକିଛି ନଷ୍ଟ କରି ଦେଉଛି । ତେଣୁ 13 ଗୋଟି ଜିଲ୍ଲା କୁ ୟେଲ ସାବଧାନ ଦିଅ ଯାଇଛି । ରାୟଗଡା , କୋରାପୁଟ , କେଉଁଝର, ସମ୍ବଲପୁର, ସୁନ୍ଦରଗଡ଼, ବାଲେଶ୍ୱର , ଭଦ୍ରକ, ଯାଜପୁର ଆଦି ଅନେକ ଜିଲ୍ଲା କୁ ସତର୍କ କରା ଯାଇଛି ।
ଓଡିଶା କୁ ଆସୁଥିବା ଏହି ଅବପାତ ଟି ପୁଣି ଆତଙ୍କ ଖେଳି ଦେବ ଓଡିଶା ରେ । ଏହି ବାତ୍ୟା ହେବ ବୋଲି ପାଣି ପାଗ ବିଭାଗ ସୂଚନା ଦେଇଛି । ଯାହାକି ଓଡିଶା ର ଏବେ ବହୁତ ଜିଲ୍ଲା ରେ ଏବେ 2 ଦିନ ଧରି ବର୍ଷା ଅଧିକ ବର୍ଷା ହେବ ପରେ ଆସ୍ତେ ଆସ୍ତେ କମି ଯିବ ଓ ପୁଣି ଗୋଟିଏ ବାତ୍ୟା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।
ଏହି ଲଘୁଚାପ ଅକ୍ଟୋବର ଆଜି ମାନେ 22 ତାରିଖ ରୁ ଆରମ୍ଭ ହୋଇଯିବ । ଏହା ସହିତ ମଧ୍ୟ ପବନର ଗତି ଜୋର ରହିବ । ଏହି ଲଘୁଚାପ ର ବେଶୀ ପ୍ରଭାବ 22ରୁ 24 ତାରିଖ ପର୍ଯ୍ୟନ୍ତ ରହିବ ବୋଲି ପାଣି ପାଗ ସୂଚନା ଦେଇ ଛନ୍ତି । ଏହା କୁ ମିଶି ଏହି ମାସରେ ତୃତୀୟ ଲଘୁଚାପ ହୋଇ ଯିବ ।
ଏହି ବାତ୍ୟା ଟି ଓଡିଶା କୁ ଏକ ଭୟଙ୍କର ରୂପନେଇ ଉପକୂଳ ବର୍ତ୍ତୀ ଅଂଚଳ ଆଡକୁ ମାଡି ଆସୁଛି । ଏହି କାରଣରୁ ଉପକୂକଲ ବର୍ତ୍ତୀ ଅଞ୍ଚଳ ରେ ପ୍ରବଳ ବର୍ଷl ହେବ । ତl ସହିତ ମଧ୍ୟ ପବନର ଗତି ଅଧିକ ରହିବ । ଯେଉଁ ସବୁ ଅଂଚଳ ରେ ଏହାର ପ୍ରଭାବ ରହିଛି ସେହି ସବୁ ଅଞ୍ଚଳ ରେ ସଚେତନ ରହିବାପାଇଁ ପାଣିପାଗ ବିଭାଗ ସଚେତନ କରାଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।