ଦେଖନ୍ତୁ ଭାଇରାଲ ଭିଡ଼ିଓ ! ପୁଣି ଘଞ୍ଚ ଜଙ୍ଗଲରେ ଦୁର୍ବୁତ୍ତଙ୍କ ହାବୁଡ଼ରେ ଶିକାର ହେଲେ ଏହି ପୁଅ ଝିଅ ମାନେ, ଶେଷରେ ସୋସିଆଲ ମିଡ଼ିଆରେ ଭିଡ଼ିଓ କଲେ ଭାଇରାଲ….

ପୁଣି ସାମ୍ନାକୁ ଆସିଲା ଆଉ ଏକ ଲଜ୍ଜିତ ଖବର। ଯାହା ସଭ୍ୟ ଶିକ୍ଷିତ ସମାଜର ଏକ ନିନ୍ଦିତ, ଅଗ୍ରହନୀୟ ବିଷୟ। ଯେଉଁ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ ତାହା ହେଉଛି ଗ୍ୱାଲିଆର୍ ର। ଯେଉଁଠାରେ ନାବାଳକ ଏବଂ ନାବାଳିକା ସହିତ କିଛି ଅସାଧୁ ବ୍ୟକ୍ତି କରିଛନ୍ତି ନିନ୍ଦନୀୟ କାର୍ଯ୍ୟ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।ଏହି ଭଳି ମନ୍ଦ ପ୍ରକୃତିର ଲୋକ ମାନଙ୍କର ହୀନ କାର୍ଯ୍ୟ କଲାପ ପରୋକ୍ଷ ରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ସମାଜରେ।

ତେବେ ଜାଣନ୍ତୁ ଘଟଣା ଟି କଣ ଥିଲା ଏବଂ କେମିତି ଏହି ଦୁଇଜଣ ନାବାଳକ ଓ ନାବାଳିକା ଏହି ଭଳି ଅସାଧୁ ବ୍ୟକ୍ତି ମାନଙ୍କର ଶିକାର ହେଲେ ଏବେ ନିର୍ଯାତିତ ହେଲେ।

ତେବେ ଘଟଣା ଅନୁସାରେ ଏହି ସ୍ଥାନରେ ଅର୍ଥାତ୍ ଗ୍ୱାଲିଆର୍ ରେ ଏକ ନିଛାଟିଆ ଅଞ୍ଚଳରେ ଦୁଇଜଣ ସ୍କୁଲ୍ ପଢୁଆ ପୁଅ ଝିଅ ବସି ଏକୁଟିଆ କଥା ବାର୍ତ୍ତା ହେଉଥିଲା। ସେମାନଙ୍କର ଆଉ ବୁଦ୍ଧି କେତେ। ଦୁନିଆ କୁ ଭଲ ଭାବରେ ବୁଝି ନଥିବା ଏହି ପିଲାମାନେ ସେମାନଙ୍କ ମାନସିକ ସ୍ତରରେ ସେମାନେ ଯେତିକି ପ୍ରସ୍ତୁତ ସେହି ଅନୁସାରେ ସେମାନେ ଏଭଳି କାମ କରିଛନ୍ତି।

କାରଣ ଆଜିକାଲିର ପିଲା ମାନେ ପ୍ରତିଟି କଥାରେ ଏକ ଅନୁଭବ ପାଇବା ପାଇଁ ଇଚ୍ଛା କରୁଛନ୍ତି ଆଉ ଏହା ଏକ ସ୍ୱାଭାବିକ କଥା। କିନ୍ତୁ ତାହା କେତେ ଭୁଲ୍ କେତେ ଠିକ୍ ଏବଂ ଏହି କାର୍ଯ୍ୟ କରିବା ତାଙ୍କ ପାଇଁ କେତେ ସୁରକ୍ଷିତ ତାହା ସେମାନେ ବିଚାର କୁ ନେଇ ପାରନ୍ତି ନାହିଁ। ବଡ଼ ମାନଙ୍କ କ୍ଷେତ୍ରରେ ବି ବେଳେବେଳେ ଏମିତି ବିଡମ୍ବନା ଦେଖିବାକୁ ମିଳିଥାଏ।

ତେବେ ଏହିଭଳି ପରିସ୍ଥିତି ରେ ଏହି ଦୁଇ ପିଲାକୁ ଏକୁଟିଆ ବସି ଥିବାର ଦେଖି କିଛି ବ୍ୟକ୍ତି ସେମାନଙ୍କୁ କାବୁ କରିବା ସହିତ ସେମାନଙ୍କୁ ଦରାଇଥିଲେ। ସେମାନଙ୍କୁ ଧରି ଟାଣି ଘୋଷାଡି ସେଠାରୁ ନେଇଥିଲେ। ଝିଅଟି ସେମାନଙ୍କୁ ଭାଇ ମୋତେ ଛାଡ଼ିଦିଅ କହି ସମ୍ବୋଧନ କରୁଥିଲେ ମଧ୍ୟ ଏହାକୁ କେହି ଯେମିତି ଶୁଣୁ ନଥିବାର ଦେଖା ଯାଇଛି।

ତେବେ ପ୍ରକୃତ ପକ୍ଷେ ଘଟଣାର ବାସ୍ତବ ରୂପ ରେଖ ହେଉଛି ଏହା ଯେ ସେମାନେ ଏହି ପିଲା ମାନଙ୍କର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। ସରଳ ଏବଂ ସହଜ ପରିସ୍ଥିତି ରେ ସେମାନଙ୍କର ଫାଇଦା ଉଠାଇବା ପାଇଁ ସେମାନେ ଚେଷ୍ଟା କରିଛନ୍ତି।କାରଣ ତାହା ସେମାନଙ୍କର ହୀନ ମାନସିକତା।

ନିଜ ପୁଅ ଝିଅ ବୟସର ଏହି ପିଲା ମାନଙ୍କୁ ମାନସିକ ଏବଂ ଶାରିରୀକ ନିର୍ଯ୍ୟାତନା ଦେବା ପାଇଁ ସେମାନଙ୍କୁ ଟିକେ ହେଲେ ଖରାପ୍ ଲାଗୁ ନାହିଁ। ଯାହା ଏହି ଭିଡିଓ ରେ ଦେଖିବାକୁ ମିଳିଛି ସେହି ଅନୁସାରେ ଉଭୟ ବାଳକ ଓ ବାଳିକା କାକୁତି ମିନତି ହୋଇ ସେମାନଙ୍କୁ ଛାଡି ଦେବାକୁ କହୁଛନ୍ତି ହେଲେ ସେମାନେ ତାଙ୍କର ହୀନ ସ୍ବାର୍ଥ କୁ ଚରିତାର୍ଥ କରିବା ପାଇଁ ଏହି ପିଲା ମାନଙ୍କୁ ସେମାନଙ୍କ ଠିକଣା ସ୍ଥଳକୁ ନେଇ ଯାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।